Home Left

Airtel ପରେ Jio ସହିତ ହାତ ମିଶାଇଲେ ଏଲନ ମସ୍କ: ଜାଣନ୍ତୁ Starlink ଇଣ୍ଟରନେଟ୍ ପାଇଁ ମାସିକ କେତେ ଟଙ୍କା ଖର୍ଚ୍ଚ ହେବେ

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କଙ୍କ Starlink ଭାରତୀୟ ବଜାରରେ ପ୍ରବେଶ ସହିତ ବହୁପ୍ରତୀକ୍ଷିତ ଇଣ୍ଟରନେଟ୍ ସଂଯୋଗରେ ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍…

କିଛିବ୍ୟକ୍ତିଙ୍କ ହାତ-ପାଦରେ କାହିଁକି ଦେଖାଯାଏ ୬ଟା ଆଙ୍ଗୁଠି? କାରଣ ଜାଣିଲେ ତାଜୁବ ହେବେ

ଆପଣ କେବେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯାହାର ହାତରେ କିମ୍ବା ପାଦରେ ଛଅଟି ଆଙ୍ଗୁଠି ଅଛି? ଏହା ପଲିଡାକ୍ଟିଲି ନାମକ ଏକ ବିରଳ ଅବସ୍ଥା। ଏହା ଏକ ଜନ୍ମଗତ ବ୍ୟାଧି ଯାହା ସାଧାରଣତଃ ଜେନେଟିକ କାରଣ ଯୋଗୁଁ ହୋଇଥାଏ। ଏହି ପରିସ୍ଥିତି…

‘ଆଇଡି ଦେଖ ଆଉ ସେନା ଯବାନଙ୍କୁ ଗୁଳିକର’, ଜାଫର ଏକ୍ସପ୍ରେସରୁ ଉଦ୍ଧାର ହୋଇଥିବା ଯାତ୍ରୀ କହିଲେ…

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ଥିବା ବାଲୁଚ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ପ୍ରାୟ ୨୦୦ ଯାତ୍ରୀଙ୍କୁ ଅଟକ ରଖିଥିଲା। ଏହି ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନୀ…

ଗର୍ଜିଲା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ…

ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଯାଦବ ଭବନ ସମ୍ମୁଖରୁ ମହାସଂଘ ସଦସ୍ୟା, ସଦସ୍ୟ ମାନେ ଏକ…

Type C charger ଖରାପ କରିପାରେ ମୋବାଇଲ, ନଷ୍ଟ ହୋଇପାରେ ଏହି ପାର୍ଟସ୍‌

ଆଜିକାଲି ଆଣ୍ଡ୍ରଏଡ ଠାରୁ ଆଇଫୋନ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଫୋନରେ USB ଟାଇପ C ଚାର୍ଜର ବ୍ୟବହାର କରାଯାଉଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି, ଟାଇପ ସି ଚାର୍ଜର ଆପଣଙ୍କ ମୋବାଇଲ ଫୋନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଆଜ୍ଞା ହଁ,…

Pakistan Train Hijack: ବଲୋଚକୁ ପାକିସ୍ତାନ ପଠାଇଲା ୨୦୦ କଫିନ

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ଥିବା ବାଲୁଚ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଦିନ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ପ୍ରାୟ ୨୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲା। ଏହି ଘଟଣାର ୨୪ ଘଣ୍ଟା ପରେ, କ୍ୱେଟା ରେଳ ଷ୍ଟେଶନକୁ…

Train Hijack: ଆସିଲା ଛାତିଥରା ଭିଡିଓ, ଏମିତି ହୋଇଥିଲା ଷଡଯନ୍ତ୍ର

ଇସଲାମବାଦ,୧୨।୩: ବାଲୁଚ ଲିବରେସନ ଆର୍ମି ପାକିସ୍ତାନ ଟ୍ରେନ ହାଇଜାକ୍‌ର ପ୍ରଥମ ଭିଡିଓ ଜାରି କରିଛି। ଭିଡିଓରେ, ଜାଫର ଏକ୍ସପ୍ରେସ ଚାରିପାଖରେ BLA ଯୋଦ୍ଧାମାନେ ଦେଖାଯାଉଛନ୍ତି। ଭିଡିଓରେ ଏକ ବିସ୍ଫୋରଣ ହେଉଥିବାର ଦେଖାଯାଉଛି। ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନୀ ସୁରକ୍ଷା ବାହିନୀର…

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ…

ଓଡ଼ିଶାରେ ଅଛନ୍ତି କେତେ ଡଲଫିନ୍ ? ଆସିଲା ନୂଆ ଗଣନା ରିପୋର୍ଟ

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆଞ୍ଚଳିକ ବଣ୍ଟନ ଏବଂ ପ୍ରଜାତି ବିବିଧତାକୁ ଗୁରୁତ୍ୱ ଦେଇ,…

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର…

ବନ୍ଧୁକମୁନରେ ଲୁଟି ଗିରଫ ହେଲେ ୫ ଡକାୟତ

ତୁମୁଡ଼ିବନ୍ଧ,୧୨ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ। ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକମୁନରେ…

ଶନିବାର ବିଭିନ୍ନ ଜିଲାରେ ହିଟ୍‌ ଓ୍ବେଭ୍‌: ସତର୍କ କରାଇଲା IMD

ଭୁବନେଶ୍ୱର,୧୨ା୩: ହୋଲି (ମାର୍ଚ୍ଚ ୧୫) ଦିନ ଓଡ଼ିଶାର ଅନେକ ଜିଲାରେ ହିଟ୍‌ ଓ୍ବେଭ୍‌ ଅନୁଭବ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଏବଂ ଏହି ସମ୍ପର୍କରେ ଏକ ସତର୍କତା ଜାରି କରିଛି। ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri