ଯୋଗୀସର୍ଡ଼ାରେ ଉତ୍ତେଜନା: ଏସ୍ଡିପିଓ, ଆଇଆଇସିଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଲୋଇସିଂହା,୨୬।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଯୋଗୀସର୍ଡ଼ା ଗ୍ରାମରେ ଏକ ଦୋକାନ ଗୃହ ପୋଡ଼ି ଘଟଣାରେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁ ଉତ୍ତେଜନା ପ୍ରକାଶ ପାଇଛି।…
କର୍ଲାମୁଣ୍ଡାରେ ପତାକା ଉତ୍ତୋଳନ କଲେ ବିଡିଓ
କର୍ଲାମୁଣ୍ଡା:୨୬।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। କର୍ଲାମୁଣ୍ଡା ସାଧାରଣ ପରେଡ଼ ପଡ଼ିଆରେ ଭାରପ୍ରାପ୍ତ ବିଡିଓ ଦେବେନ୍ଦ୍ର ସାମଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଆୟୋଜିତ…
ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି
ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼,…
ସୁରକ୍ଷା ବ୍ୟାରିକେଟ ରୋକିବ ଦୁର୍ଘଟଣା
ଥୁଆମୂଳ ରାମପୁର,୨୬।୧(ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଥୁଆମୁଳ ରାମପୁର ଥାନାକୁ ୪ଟି ରାସ୍ତା ସୁରକ୍ଷା ବ୍ୟାରିକେଟ ପ୍ରଦାନ କରିଥିବା ବେଳେ ୨ଟି ଥାନା ଓ ମେଡିକାଲ ଛକରେ ଲଗାଯାଇଥିବାବେଳେ ଆଉ ୨ଟି ଅନ୍ୟ ଏକ ଛକରେ ସାଧାରଣତନ୍ତ୍ର ଦିବସ…
କନ୍ଧମାଳ ଆଉ ପଛରେ ରହିବ ନାହିଁ-ଏମ୍ପି
ଦାରିଙ୍ଗବାଡ଼ି,୨୬।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୩ ଦିନିଆ ଭାରତ ମାତା ପୂଜନ ଏବଂ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଶାନ୍ତ…
ଓଲଟିଲା ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍: ୨ ମୃତ ୪୫ ଆହତ
ଅନୁଗୋଳ,୨୬।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ତାଳଚେର ଗହମଗ୍ରାମ ଆମ୍ଭତୋଟା ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ଅନୁଗୋଳ ଆସୁଥିବା ଏକ ଓଏସ୍ଆର୍ଟିସି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ…
ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ
ପାଟଣା/ଠାକୁରମୁଣ୍ଡା,୨୬।୧(ବୀର କିଶୋର ଦାଶ/ତାରାକାନ୍ତ ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ…
ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣିକରି ଅଭିଯୁକ୍ତ ଶିବଶଙ୍କର ବରୁଆ(୩୨)ଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ…
ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ
ସୁନ୍ଦରଗଡ଼, ୨୬।୧(ଜୟ ନାରାୟଣ ମେଣ୍ଡୁଳି): ଦୁର୍ନୀତି ମାମଲାରେ ମୃତ୍ତିକା ସରକ୍ଷଣ ବିଭାଗର ୩ଜଣ କର୍ମଚାରୀ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ରାୟ ପ୍ରଦାନ କରି ବିଭାଗର ବି. କାମରାଜ ବେହେରା,…
ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା
ଲାଠୋର,୨୬।୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବେହେରା ପାଣି ଗ୍ରାମର ଜଣେ ମହିଳା ଶୋଇବା ଘରେ ବେକରେ ଦଉଡ଼ି ଦେଇ ଶନିବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବନଲତା ବରିହା(୩୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ୩ ଦିନରେ ଭାଙ୍ଗି ଯାଇଥିଲା ଦାମ୍ପତ୍ୟ ଜୀବନ, ଏବେ ଦେବେ ଏତିକି ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୧: ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଯୌତୁକ ଲୋଭୀମାନଙ୍କ ପାଇଁ ଏକ ଶିକ୍ଷା। ଯେଉଁଠାରେ ଜଣେ ପୁରୁଷଙ୍କୁ ଅତ୍ୟଧିକ ଯୌତୁକ ଦାବି କରି ବିବାହ ଭାଙ୍ଗିବା ପାଇଁ ବହୁ ମୂଲ୍ୟ ଦେବାକୁ ପଡିଲା ଏବଂ ଏବେ ତାଙ୍କୁ ତିନି ଦିନିଆ ବିବାହ ପାଇଁ…
କୋରାପୁଟରେ ପତାକା ଉତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ
କୋରାପୁଟ,୨୬ା୧(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ…
Archives


