ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ
ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରକାଶ ଯେ, ୩ ଦିନ ଧରି…
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି, ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା
ଭୁବନେଶ୍ୱର,୨୬ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ବାସଘରେ ଲୁଟେରା କଳାକନା ବୁଲାଇଛନ୍ତି। ଉପର ମହଲାରେ ରହୁଥିବା ପୁଅ-ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ସବୁ ଲୁଟିନେଇଛନ୍ତି…
ଭାଙ୍ଗିଲା ବିଜେଡିର ସଂଗଠନ, ରାଜନୀତିରେ ହଲଚଲ
ଭୁବନେଶ୍ୱର,୨୬।୧: ଭାଙ୍ଗିଲା ବିଜେଡିର ସଂଗଠନ। ହେବ ନବକଳେବର । ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ମହିଳା ଜନତା ଦଳକୁ ଭାଙ୍ଗିବା ସହିତ,…
ମମତା କୁଲକର୍ନି ମହାମଣ୍ଡେଳେଶ୍ୱର ହେବା ପରେ ଅସନ୍ତୁଷ୍ଟ ହେଲେ ସନ୍ଥ
ପ୍ରୟାଗରାଜ,୨୬।୧: ବଲିଉଡ ଅଭିନେତ୍ରୀ ମମତା କୁଲକର୍ନି ଆଧ୍ୟାତ୍ମିକତାର ପଥ ଗ୍ରହଣ କରିବା ଉପରେ ସନାତନ ଧର୍ମ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେ ଧାର୍ମିକ ପରମ୍ପରାକୁ ଅଣଦେଖା କରି ତାଙ୍କୁ ମହାମଣ୍ଡଳେଶ୍ୱର କରିଥିବା ଅଭିଯୋଗ କରୁଛନ୍ତି। ସେହି ସମୟରେ, କିନ୍ନର ଆଖଡ଼ା…
ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ
ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ପକ୍ଷରୁ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲାପାଳ…
ରାଇକିଆରେ ୭୬ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ବିଧାୟକ
ରାଇକିଆ,୨୬ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଅନୁଷ୍ଠିତ ମିଳିତ…
ନିରାକାରପୁରରେ ୭୬ତମ ସାଧାରଣତନ୍ତ୍ର ଦିବସ
ନିରାକାରପୁର,୨୬ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ତଥା ଏହାର ଆଖ ପାଖ ଅଞ୍ଚଳରେ ୭୬ତମ ଜିଲାସ୍ତରୀୟ ଗଣତନ୍ତ୍ର ଦିବସ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,…
ବିକଶିତ ରାଷ୍ଟ୍ର ଗଠନରେ ଭାଗିଦାରୀ ହେବାକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଆହ୍ବାନ
ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ରବିବାର ମୁଖ୍ୟାଳୟ ଷ୍ଟାଡିୟମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ…
ଖୋର୍ଦ୍ଧାରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା,୨୬ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ଖେଳପଡ଼ିଆରେ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପରେଡ୍ରେ ଅଭିଭାଦନ ଗ୍ରହଣ…
ପତାକା ଉତ୍ତୋଳନ କରିବାକୁ ଆସି ଓଲଟିଲା ସ୍କୁଲ୍ ଭ୍ୟାନ୍: ଛାତ୍ର ମୃତ ୨୩ ଆହତ
ଆଠଗଡ଼,୨୬।୧: ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ ଘଟିଛି। ପତାକା ଉତ୍ତୋଳନ କରିବା ପାଇଁ ବିଦ୍ୟାଳୟ ଆସୁଥିବା ବେଳେ ଭ୍ୟାନ୍ ଓଲଟି ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ୨୩ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲା ଉତ୍ତର ବାଙ୍କୀ…
ବାଲେଶ୍ୱରରେ ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ
ବାଲେଶ୍ୱର,୨୬ା୧(ବାଞ୍ଚାନିଧି ଦେ): ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଭାରତର…
ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ସରକାର କ’ଣ ଦିଅନ୍ତି ସୁବିଧା, ମିଳେ ଏତେ ଟଙ୍କା…
ନୂଆଦିଲ୍ଲୀ,୨୬।୧: ଶନିବାର, କେନ୍ଦ୍ର ସରକାର ୨୦୨୫ବର୍ଷ ପାଇଁ ପଦ୍ମ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଏହି ପୁରସ୍କାର ମଧ୍ୟରେ ୭ଟି ପଦ୍ମ ବିଭୂଷଣ, ୧୯ଟି ପଦ୍ମ ଭୂଷଣ ଏବଂ ୧୧୩ଟି ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ଲୋକଙ୍କୁ…
Archives


