Home Left

ଅମିତାଭଙ୍କ ପରେ ‘KBC’ ସିଂହାସନରେ ବସିବେ କିଏ? ସର୍ଭେରେ ଆଗରେ ଅଛନ୍ତି ଏହି ୨ ସେଲିବ୍ରିଟି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଚଳଚ୍ଚିତ୍ର ନୁହେଁ, ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ଶୋ ‘କୌନ ବନେଗା କରୋଡପତି’ ହୋଷ୍ଟ କରିଆସୁଛନ୍ତି। ସେ ୨୦୦୦ ମସିହାରୁ…

ବିଦ୍ୟାଳୟର ବାର୍ଷିକୋତ୍ସବ: ଭଲ ପାଠପଢି ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଲେ ଏନଏସି କାର୍ଯ୍ୟନିର୍ବାହୀ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଅରୁନ୍ଧତୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତାରାପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.…

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା…

ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରୁ: ଟଙ୍କଧର

ଭୁବନେଶ୍ୱର,୧୧।୩: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ମଙ୍ଗଳବାର ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୃହରେ ହଟ୍ଟଗୋଳ ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଧାୟକ ଟଙ୍କଧର କହିଛନ୍ତି। । ଗୃହରେ ବିରୋଧୀ ଭାବେ କିପରି…

ବିଧାନସଭାରେ ଉଠିଲା ମୋ ବସ୍‌ ପ୍ରସଙ୍ଗ: ଘଣ୍ଟାପ୍ରତି ଏତିକି ବେଗରେ ଚାଲିବ ବସ୍‌

ଭୁବନେଶ୍ୱର,୧୧।୩: ମୋ ବସ୍‌ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ ମଙ୍ଗଳବାର ବିଧାନସଭାରେ ଉଠିଛି ମୋ ବସ୍‌ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ମୋ ବସ୍‌ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖିଥିଲେ…

KISS କଣ୍ଟ୍ରୋଭର୍ସିକୁ ନେଇ ଗୋଟିଏ ମାସ ପରେ କମେଣ୍ଟ ଦେଲେ ଉଦିତ

ମୁମ୍ବାଇ: ‘ପହଲା ନଶା’ ଠାରୁ ‘ଜାଦୁ ତେରୀ ନଜର’ ପର୍ଯ୍ୟନ୍ତ ୪୦ଟି ଭିନ୍ନ ଭିନ୍ନ ଭାଷାରେ ୨୫ହଜାର ଗୀତ ଗାଇଥିବା ଗାୟକ ଉଦିତ ନାରାୟଣ ସମ୍ପ୍ରତି KISS ବିବାଦ ପାଇଁ ଶିରୋନାମାରେ ଥିଲେ। ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଦିତ…

ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ, ସକାଳେ ମିଳିଲା ଯୁବକଙ୍କ ମୃତଦେହ

ଛତ୍ରପୁର,୧୧।୩(ଦିଲ୍ଲୀପ ସାମଲ ): ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆଶାପ୍ରାଇଡ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ରାଉରକେଲା ଅଞ୍ଚଳର ପ୍ରମୋଦ କୁମାର ମହାକୁଡ଼ ବୋଲି…

ରାଜ୍ୟରେ କେତୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ? ବିଧାନସଭାରେ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩: ରାଜ୍ୟରେ ମୋଟ ୮୬୦ ଗୋଟି ଜରୁରିକାଳୀନ ମେଡିକାଲ ସେବା ଆସୁଲାନ୍ସ ମଧ୍ୟରୁ ବର୍ତ୍ତମାନ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି। ସେହିପରି ମୋଟ ୫୦୦ ଗୋଟି ୧୦୮ ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି। ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗରରେ ବନ ବିଭାଗ ପକ୍ଷରୁ ବନାନୀ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଲଘୁ ବନଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ବିକ୍ରି ହେଉଛି। ୨୦୦୫ ମସିହାରେ ତତ୍କାଳୀନ ଡିଏଫଓ ସୁଶାନ୍ତ ନନ୍ଦଙ୍କ…

କହୁ କହୁ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ନୂଆଦିଲ୍ଲୀ,୧୧।୩: ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ଟାଇଟଲ ଜିତିଛି। ଏହି ବିଜୟ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ବର୍ଗତ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ସେ…

ବିଜେଡି ନେତା ରାଜା ଚକ୍ରଙ୍କ ୩ ଠିକଣାରେ ରେଡ୍‌

ଭୁବନେଶ୍ୱର,୧୧।୩: ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଛି। ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର କ୍ରାଇମବ୍ରାଞ୍ଚ ସ୍କାନରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜା…

Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି। ସୁନା ଚୋରା ଚାଲାଣ ମାମଲାରେ ପୋଲିସ ରାନ୍ୟା ରାଓଙ୍କ ବନ୍ଧୁ ତରୁଣ ରାଜୁଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri