Home Left

ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ

ମାଲକାନଗିରି.୨୭।୧: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ କେଶମୁଣ୍ଡି ଗାଁରେ ପଶି ଜଣଙ୍କୁ କୁରାଢିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ କେଶମୁଣ୍ଡି ଗାଁର ୪୧…

ଅଲଗା ହେବେ ଅରମାନଙ୍କ ଦୁଇ ସ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କରି କହିଲେ ଏମିତି…

ମୁମ୍ବାଇ: ବିଗ ବସ୍‌ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି।…

କୋରାପୁଟରୁ ଅଯୋଧ୍ୟା ଗଡ଼ିଲା ବସ୍‌: ଜାଣନ୍ତୁ ଟିକେଟ୍‌ ଦାମ୍‌ ମହିଳାଙ୍କ ପାଇଁ କେତେ, ପୁରୁଷଙ୍କ ପାଇଁ କେତେ…

କୋରାପୁଟ,୨୭।୧(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର କୋରାପୁଟରୁ ଅଯୋଧ୍ୟା ଏବଂ ପ୍ରୟାଗରାଜ ଅଭିମୁଖେ ଏକ ଭଲବୋ ବସ୍‌ ଯାତ୍ରା ଆରମ୍ଭ କରିଛି। ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାପାଳ ଭି କୀର୍ତ୍ତି ଭାସନ, ଆର୍‌ଟିଓ ରାଜେଶ ମାରାଣ୍ଡି…

କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି…

ପ୍ରୟାଗରାଜ,୨୭।୧: ଆଇଆଇଟିଆନ ବାବା ନାମରେ ସବୁଠି ପ୍ରସିଦ୍ଧ ହୋଇଥିବା ଅଭୟ ସିଂହ ଏବେ ତାଙ୍‌କ ଲୋକପ୍ରିୟତାରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏବେ ସେ ତାଙ୍କର ପୁରୁଣା ଜୀବନକୁ ଫେରିବାକୁ ଚାହୁଁଛନ୍ତି। ମହାକୁମ୍ଭ ୨୦୨୫ ରେ ପ୍ରସିଦ୍ଧ ହୋଇଥିବା IITian ବାବାଙ୍କୁ ଏକ…

ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ…

ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ ଜଣେ ୨୦ବର୍ଷର ଯୁବକ ଭାସିଯାଇଥିଲେ। ତେବେ ସୋମବାର ତାଙ୍କର ମୃତଦେହ ମିଳିଛି। ମୃତ…

ଜିବିଏସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଆଶଙ୍କା, ପୁଣେରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର

ମୁମ୍ବାଇ,୨୭।୧: ଗୁଇଲେନ ବାରେ ସିଣ୍ଡ୍ରୋମ (ଜିବିଏସ୍‌) କାରଣରୁ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ ସୋଲାପୁରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗୁଇଲେନ ବାରେ ସିଣ୍ଡ୍ରୋମ (GBS) ଯୋଗୁଁ ମୃତ୍ୟୁବରଣ…

ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ

ବଣାଇଁ,୨୭ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ କୋଇଡ଼ା ଥାନାର ଭଞ୍ଜପାଲି ଜଙ୍ଗଲରୁ ସୋମବାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ନାବାଳିକା ଜଣକ ଭଞ୍ଜପାଲୀ ଗ୍ରାମର ସାଧୁ ସିଂଙ୍କ ବଡ଼ ଝିଅ ଲିପି। ଶନିବାର ଅପରାହ୍ନରୁ…

ଖୁସିରେ ବିଭୋର ହେଲେ ଏମ୍‌ପି, କଳାକାରଙ୍କ ସହ ତାଳ ଦେଇ ନାଚିଲେ, ଝୁମିଲେ ଦର୍ଶକ

ଦାରିଙ୍ଗବାଡ଼ି,୨୭ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ତିନିଦିନିଆ ଭାରତ ମାତା ପୂଜନ ଉତ୍ସବର ସୋମବାର ଶେଷ ଦିବସ ରହିଛି। ଏହି ଅବସରରେ ଶନିବାର ଓ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳା, ସାହିତ୍ୟ ଐତିହ୍ୟ ଲୋକକଳା, ପାରମ୍ପରିକ…

ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ

ଅନୁଗୋଳ,୨୭ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ରଗତି ତଇଳା ଗ୍ରାମର ଏକ ଫାର୍ମ୍‌ହାଉସରେ ଦମ୍ପତିଙ୍କ ଜୀବନ ଯାଇଛି। ଉକ୍ତ ଫାର୍ମହାଉସ୍‌କୁ ପ୍ରତିଦିନ ଜଙ୍ଗଲି ହାତୀପଲ ଏବଂ ବାର୍‌ହା ଆସି ଫସଲ ନଷ୍ଟ କରିଥାନ୍ତି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ…

ରାଜନଗରରେ ଚାଲିଛି ଡଲଫିନ୍‌ ଗଣନା

କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍‌ ୯ଟି ଟିମ୍‌ରେ…

ଅବସରପ୍ରାପ୍ତ ପୋଲିସ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର,୨୬/୧(ସୁନିଲ କୁମାର ମହାନ୍ତି): ୭୬ତମ ସାଧାରଣତନ୍ତ୍ର ଦିବସ ଅବସରପ୍ରାପ୍ତ ପୋଲିସ ସଂଗଠନ, ବଲାଙ୍ଗିର ତରଫରୁ ତୁଳସୀନଗର ଠାରେ ମହାସମାରୋହ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏଥିରେ ଶତାଧିକ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ସର୍ବାଧିକ ବୟୋଜେଷ୍ଟ ଋଷ୍ୟଶୃଙ୍ଗ ରଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri