Home Left

ହଠାତ୍‌ ସ୍କୁଲରେ ପହଞ୍ଚିଗଲେ ମନ୍ତ୍ରୀ, ରହିଲେ ୧୫ ଘଣ୍ଟା: ତା’ପରେ ଯାହା ହେଲା…

ଲକ୍ଷ୍ନୌ, ୭।୮: ମନ୍ତ୍ରୀ ଏବଂ ଅଧିକାରୀ ସ୍କୁଲକୁ ଯାଇ ସେଠାରେ ଯାଞ୍ଚ କରିବା ଏକ ସାଧାରଣ କଥା। କିନ୍ତୁ ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ ସ୍କୁଲର ଅବସ୍ଥା ମୂଲ୍ୟାଙ୍କନ କରିବା ପାଇଁ ସେଠାରେ ୧୫ ଘଣ୍ଟା ରହି ଏକ ଉଦାହରଣ…

ସାର ଦୋକାନ ବନ୍ଦ ପାଇଁ ନୋଟିସ୍‌ ଜାରି କଲା ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌

ପାଟଣା,୭ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଶ୍ରୀଲକ୍ଷ୍ମୀ ଫର୍ଟିଲାଇଜର ବିକ୍ରୟ କେନ୍ଦ୍ରରେ ଗୁରୁବାର ଫର୍ଟିଲାଇଜର ଏନ୍ସଫୋର୍ସମେଣ୍ଟ ଟିମ୍‌ ଚଢ଼ାଉ କରି ଅନିୟମିତତା ଦେଖିବାକୁ ପାଇ ଦୋକାନ ବନ୍ଦ କରିବାକୁ ନୋଟିସ୍‌ ଜାରି କରିଛି। ଚଢାଉରେ ଘଟଗାଁ…

ଆୟୁଷ୍ମାନ କାର୍ଡଧାରୀଙ୍କୁ ଚିକିତ୍ସା କରିବନି ହସ୍ପିଟାଲ, କାରଣ ଜାଣିଲେ…

ଚଣ୍ଡିଗଡ଼,୭ା୮: ଆୟୁଷ୍ମାନ କାର୍ଡ ଯୋଜନା ସମ୍ପର୍କରେ ହରିୟାଣା ଇଣ୍ଡିଆନ ମେଡିକାଲ ଆସୋସିଏଶନ(IMA) ଏକ ବଡ଼ ନିଷ୍ପତ୍ତି ନେଇଛି। ହସ୍ପିଟାଲଗୁଡ଼ିକର ବକେୟା ବିଲ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ ହସ୍ପିଟାଲଗୁଡ଼ିକ ଆଉ ହରିୟାଣାରେ ଆୟୁଷ୍ମାନ କାର୍ଡ ଧାରକଙ୍କୁ ଚିକିତ୍ସା କରିବେ ନାହିଁ।…

ମହିଳାଙ୍କୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ଫେଲ୍‌: ଗାଦି ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ

ପାଟଣା,୭।୮(ବୀର କିଶୋର ଦାଶ):ରାଜ୍ୟରେ ଛାତ୍ରୀ ଓ ମହିଳା ହିଂସା ବଢିଚାଲିଛି। ବିପର୍ଯ୍ୟସ୍ତ ଆଇନ ପ୍ରତିବାଦରେ ଗୁରୁବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଯାଇଛି। ଆୟୋଜିତ ପ୍ରତିବାଦ…

୨୫ ବହି ଉପରେ ବ୍ୟାନ୍‌ ଲଗାଇଲେ ସରକାର, ଜାଣନ୍ତୁ କାହିଁକି…

ଶ୍ରୀନଗର,୭ା୮: ଜମ୍ମୁ-କଶ୍ମୀର ସରକାର ୨୫ଟି ପୁସ୍ତକକୁ ନିଷେଧ କରିଛନ୍ତି। ଏଥିରେ ବୁକର୍‌ ବିଜେତା ଅରୁନ୍ଧତୀ ରାୟ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଏଜି ନୁରାନିଙ୍କ ପୁସ୍ତକ ଅନ୍ତର୍ଭୁକ୍ତ। ଏହି ପୁସ୍ତକଗୁଡ଼ିକୁ ଜବତ କରିବା ପାଇଁ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଗୃହ…

ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ କଣ୍ଡାଗରି(୪୫)।…

ନାରୀ ସୁରକ୍ଷା ଦାବିରେ ଯୁବ ବିଜେଡି ଛାତ୍ରର ଗର୍ଜନ

ପୁରୁଷୋତ୍ତମପୁର,୭ା୮(ସୀମାଞ୍ଚଳ ମିଶ୍ର): ଓଡ଼ିଶାରେ ନାରୀ ଅସୁରକ୍ଷିତ ହୋଇପଡ଼ିଥିବାବେଳେ ଦିନକୁ ଦିନ ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଥିବା ନେଇ ଏହାର ପ୍ରତିବାଦରେ ଗୁରୁବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ସ୍ବର…

ସାଂଘାତିକ ଖୁଲାସା କଲେ କେନ୍ଦ୍ରାପଡ଼ା ପୀଡ଼ିତାଙ୍କ ବାପା, କହିଲେ ଝିଅର ଅଶ୍ଳୀଳ ଫଟୋ ପଠାଇ ଯୁବକ…

କେନ୍ଦ୍ରାପଡ଼ା,୭ା୮: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଆଁରେ ପୋଡ଼ି ହୋଇ ଆତ୍ମହତ୍ୟା କରିବା ଓ ବଳଙ୍ଗା ଛାତ୍ରୀ ପୋଡ଼ି ମରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପୁଣି…

ଟିସିଏସରେ ୮୦% କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି, କିନ୍ତୁ ୧୨,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

ବେଙ୍ଗାଲୁରୁ,୭।୮: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ତା’ର ଅଧିକାଂଶ ଜୁନିୟର ଓ ମଧ୍ୟମ ସ୍ତରୀୟ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ଘୋଷଣା କରିଛି, ବୋଲି ଦି ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ କରିଛି। ଏହା ସତ୍ତ୍ୱେ, କମ୍ପାନୀ ଆଗାମୀ କିଛି ମାସ…

ପୁଟିନ ହଁ କହି ଦେବାରୁ ଖୁସିରେ ଗଦଗଦ ହେଲେ ଟ୍ରମ୍ପ, ହୋଇପାରେ ବଡ଼ ଆଲୋଚନା

ଓ୍ବାଶିଂଟନ,୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁତ ଶୀଘ୍ର ଭେଟିପାରନ୍ତି। ମସ୍କୋରେ ଟ୍ରମ୍ପଙ୍କ ବିଶେଷ ଦୂତ ଏବଂ ପୁଟିନଙ୍କ ମଧ୍ୟରେ ଏକ ସଫଳ ଆଲୋଚନା ପରେ ଏହି ବିବୃତ୍ତି ଆସିଛି।…

ପାକିସ୍ତାନ ସହ ପ୍ରେମ, ବନ୍ଧୁ ସହ ଶତ୍ରୁ ପରି ବ୍ୟବହାର, ଟାରିଫ ଓ୍ବାର ଭିତରେ ମୁନିରଙ୍କୁ କାହିଁକି ନିମନ୍ତ୍ରଣ କଲା ଆମେରିକା? ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୮: ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି ଏବଂ ଅନ୍ୟପଟେ, ପାକିସ୍ତାନ ସେନା ମୁଖ୍ୟ ପୁଣି ଥରେ ଆମେରିକା ଗସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଅସୀମ ମୁନିର ଦୁଇ ମାସ ମଧ୍ୟରେ…

ଏହି ଦିନ ୫୬ ଇଞ୍ଚର ଛାତି ଦେଖାଇବେ ମୋଦି: କାହିଁକି ଏମିତି କହିଲେ ଓଓ୍ବାଇସି

ନୂଆଦିଲ୍ଲୀ,୭।୮: ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଲୋକସଭା ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?