Home Left

ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ…

ଏହି ଦିନ ଭାରତ ଆସିବେ ପୁଟିନ୍‌, ସୂଚନା ଦେଲେ…

ନୂଆଦିଲ୍ଲୀ, ୩୦ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ଏନେଇ କ୍ରେମଲିନର ବହିର୍ବ୍ୟାପାର ନୀତି ପରାମର୍ଶଦାତା ୟୁରି ଉଷାକୋଭ ଶୁକ୍ରବାର ସୂଚନା ଦେଇଛନ୍ତି। ପୁଟିନ୍‌ ପ୍ରାୟ ୪ ବର୍ଷ ପରେ ଭାରତ ଆସିବେ। ଶେଷଥର ପାଇଁ…

ସଫଳତାକୁ ଦେଖାଯାଉ

କିଛି ରୋଚକ ଖବରର ଶିରୋନାମା ଅନେକ ସମୟରେ ଅଗ୍ରହଣୀୟ ହୋଇଥିଲେ ବି ସେସବୁକୁ ପ୍ରସ୍ତୁତ କରାଯାଉଛି। ବିଶେଷ ଭାବରେ ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି) ସହ ବିଭିନ୍ନ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ଓ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଲା ବେଳେ…

ନିଃସଙ୍ଗତା ମହାମାରୀ

ମଣିଷ ସମ୍ପର୍କ ସୂତ୍ରରେ ବାନ୍ଧିହୋଇ ରହିଥାଏ ଅନ୍ୟମାନଙ୍କ ସହ। ତେବେ ତାକୁ ଏକ ବିକଶିତ ପ୍ରାଣୀର ପରିଚୟ ପ୍ରଦାନ କରିଥିବା ଏଭଳି ଜୀବନରେ କ୍ରମେ ଅବକ୍ଷୟ ଆସିବାରେ ଲାଗିଛି। ପରିଣାମ ସ୍ବରୂପ, ବୃଦ୍ଧି ପାଇ ଚାଲିଛି ନିଃସଙ୍ଗତା, ଯାହାକି କ୍ରମେ ଏକ…

ପରୀକ୍ଷାର ସମୟ

ଦିଲ୍ଲୀର ପୋଲିସ ମୁଖ୍ୟଙ୍କୁ ରାତାରାତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସତୀଶ ଗୋଲ୍‌ଛାଙ୍କୁ ୨୧ ଅଗଷ୍ଟରେ ନିଯୁକ୍ତ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରାଯିବା ପରଦିନ ଏଭଳି ପଦକ୍ଷେପ…

ନୂଆଁଖାଇ ପାଳିଲେ ସୁନାନୀ ପରିବାର: ଏକାଠି ଖାଇଲେ ୬୦ ପରିବାରର ୩୫୦ରୁ ଊର୍ଦ୍ଧ୍ୱ ସଦସ୍ୟ

ନୂଆପଡ଼ା,୩୦ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ଡୁମେରପାଣି ଗାଁର ସୁନାନୀ ପରିବାର ସାମୂହିକ ଭାବେ ନୂଆଁଖାଇ ପାଳନ କରିଛନ୍ତି ା ଝାଙ୍କର ଗୌରାଙ୍ଗ ସୁନାନୀ ଓ ଗଜମନ ସୁନାନୀ ଗାଁ ଇଷ୍ଟ ଦେବଦେବୀଙ୍କଠାରେ ନୂଆଁଧାନ ଚୂଡା ଭୋଗ…

ଜାପାନରେ ମୋଦି ଖେଳିଲେ ବଡ଼ ଗେମ୍‌! ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ସମୟରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା କ୍ୱାଡ ଲିଡର୍ସ ସମ୍ମିଳନୀର ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ସହିତ କ୍ୱାଡର…

ଜାପାନରୁ ଟ୍ରମ୍ପଙ୍କୁ ବଡ଼ ବାର୍ତ୍ତା ପଠାଇଲେ ମୋଦି, ଚାଇନାକୁ ନେଇ କହିଲେ…

ନୂଆଦିଲ୍ଲୀ, ୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ଭାରତ ଏବଂ ଚାଇନା ଏକାଠି କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାରସ୍ପରିକ ସମ୍ମାନ, ସ୍ବାର୍ଥ…

ପ୍ରଥମଥର ପାଇଁ ନୂଆ ନିୟମ: ପଞ୍ଜୀକରଣ ମାଧ୍ୟମରେ କପା ବିକିବେ ଚାଷୀ

ଭବାନୀପାଟଣା,୩୦ା୮(ଉତ୍ତମ କୁମାର ଦାଶ):ମଣ୍ଡିରେ ଧାନ ବିକ୍ରିକରିବା ପାଇଁ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ଧାନ କ୍ରୟ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରେ ପଞ୍ଜୀକରଣ କରୁଥିବାବେଳେ କପାଚାଷୀ କିନ୍ତୁ କପାମଣ୍ଡିରେ ବିକ୍ରି କରିବା ପାଇଁ କୌଣସି ପଞ୍ଜୀକରଣ କରୁ…

୧ ଡଲାର=୮୮.୨୦ ଟଙ୍କା: ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା

ମୁମ୍ବାଇ/ନୂଆଦିଲ୍ଲୀ,୩୦ା୮:ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚତ୍ଛି। ଏହା ହେଉଛି ଗତ ୩ ମାସ ମଧ୍ୟରେ ଦିନକ ଭିତରେ…

ଟାରିଫ୍‌ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, କୋର୍ଟ ଦେଲେ ବଡ଼ ଚ୍ୟାଲେଞ୍ଜ

ଓ୍‌ବାଶିଂଟନ,୩୦।୮: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି। ଯାହା ତାଙ୍କର ଅଧିକାଂଶ ଟାରିଫ୍‌ ନୀତିକୁ ଅବୈଧ ଘୋଷଣା କରାଯାଇଛି। ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଟାରିଫ୍‌ ନୀତି ଅକ୍ଷୁର୍ଣ୍ଣ ରହିଛି ଏବଂ ସେ ଏହି…

ଟ୍ରମ୍ପଙ୍କୁ ଭାରତ ଦେଲା ୭.୮% GDP  ଝଟ୍‌କା, ଟାରିଫକୁ ଉଚିତ ଜବାବ

ନୂଆଦିଲ୍ଲୀ,୨୯।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?