Home Left

Champions Trophy 2025: ଚମକାଇଲା ବିସିସିଆଇ ନିଷ୍ପତ୍ତି, ଯଶସ୍ବୀଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୨।୨: ଚାମ୍ପିଅନ ଟ୍ରଫି ୨୦୨୫ ପୂର୍ବରୁ ଟିମ ଇଣ୍ଡିଆ କିଛି ବଡ଼ ପରିବର୍ତ୍ତନ କରିଛି। ଜସପ୍ରିତ ବୁମ୍‌ରା ଆଘାତ ଯୋଗୁ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି। ବୁମ୍‌ରାଙ୍କ ସହିତ ଯଶସ୍ବୀ ଜୟସ୍ବାଲଙ୍କ ଉପରେ ମଧ୍ୟ ବ୍ରେକ୍‌ ଲଗାଯାଇଛି। ଯଶସ୍ବୀଙ୍କ ସ୍ଥାନରେ ସ୍ପିନ ବୋଲର…

ମନରେଗା ଯୋଜନାରେ ଠିକାଦାର ମାଲାମାଲ୍‌: ମାାଷ୍ଟରମାଇଣ୍ଡ ସାଜିଛନ୍ତି ଜିଆର୍‌ଏସ-ଗାଁ ସାଥି

ଥୁଆମୁଳ ରାମପୁର,୧୨।୨(ଦୁର୍ଗା କୀର୍ତ୍ତି):ସରକାରଙ୍କ ପକ୍ଷରୁ ବେକାରୀ ଓ ଦାଦନ ରୋକିବା ସହ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବା ନେଇ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବିଭିନ୍ନ ବିଭାଗ ତରଫରୁ ମନରେଗା…

ବଡ଼ ଖୁଲାସା: ପିଏମ ମୋଦିଙ୍କୁ ହରାଇବାକୁ ଷଡ଼ଯନ୍ତ୍ର କରିଥିଲା ଆମେରିକା! ପୂର୍ବତନ ବୈଦେଶିକ ବିଭାଗର ଅଧିକାରୀଙ୍କ ବୟାନକୁ ନେଇ…

ଓ୍‌ବାଶିଂଟନ୍‌,୧୨।୨: ଆମେରିକାର ପୂର୍ବତନ ବୈଦେଶିକ ବିଭାଗ ଅଧିକାରୀ ମାଇକ ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକା ବିଭିନ୍ନ ଦେଶର ରାଜନୀତିରେ ହସ୍ତକ୍ଷେପ କରିବା ପାଇଁ ଅନେକ ରଣନୀତି ବ୍ୟବହାର କରିଛି। ରିପୋର୍ଟ ଅନୁଯାୟୀ, ବେଞ୍ଜ ଦାବି କରିଛନ୍ତି , ଆମେରିକା ଗଣମାଧ୍ୟମ…

ରାତି ୧୦ରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ପୁରୁଣା ଭୁବନେଶ୍ୱର,୧୨ା୨(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୨୬ତାରିଖରେ ମହାଶିବରାତ୍ରି ତଥା ଜାଗର ଯାତ୍ରା। ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଶ୍ରୀଲିଙ୍ଗରାଜ ମନ୍ଦିର ଅନ୍ୟତମ। ଏଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାସମାରୋହରେ ଜାଗର ଯାତ୍ରା ପାଳନ କରାଯିବ। ଏହି ଜାଗର ଯାତ୍ରାକୁ ଶୃଙ୍ଖଳିତଭାବେ…

ଜଳପ୍ରପାତରେ ନିଖୋଜ ଯୁବକଙ୍କ ମୃତଦେହ ଜବତ

କୋକସରା,୧୨ା୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଡୋକାରୀଦର ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଜବତ ହୋଇଛି। ସୂଚନା ଅନୁସାରେ ଗତ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମର ୨ ଜଣ…

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ…

ମହାକୁମ୍ଭରେ ବୁଡ଼ ପକାଇଲେ ଅମ୍ବାନୀ ପରିବାରର ୪ ପିଢ଼ି

ମୁମ୍ବାଇ,୧୨।୨ (ଅଭୟ ଦାଶ): ଦୀର୍ଘ ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ‘ମହାକୁମ୍ଭ’ (କୁମ୍ଭ ମେଳା) ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଅମ୍ବାନୀ ପରିବାରର ୪ ପିଢ଼ି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଏହି ଅବସରରେ ମୁକେଶ ଅମ୍ବାନୀ, ତାଙ୍କ ମାଆ,…

ଅକ୍ଷୟ ଶକ୍ତିରେ ନିବେଶକରିବ ଏଚ୍‌ଆଇଏଫ୍‌

ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଚିଲିର ଏଚ୍‌ଆଇଏଫ୍‌ ଗ୍ଲୋବାଲ ଇଣ୍ଡିଆ ଆଗ୍ରହ ପ୍ରକାଶ କରିଛନ୍ତି। ମଙ୍ଗଳବାର ସମ୍ମିଳନୀ କକ୍ଷରେ ଇ-ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ…

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୧୨।୨: ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ ବା ଏଲଆଇସିର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଲଆଇସିର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ…

ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୧୩।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜିବଜାର ଏବଂ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ…

ବଙ୍ଗଳାପଡ଼ାରେ ମାଘ ଝାମୁଯାତ୍ରା ସମ୍ପନ୍ନ: ପ୍ରବଳ ଭିଡ଼

ଥୁଆମୂଳ ରାମପୁର,୧୨ା୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ମାଘ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମାଘ ଝାମୁଯାତ୍ରା ବା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ…

ପ୍ରଥମଶ୍ରେଣୀ କ୍ରିକେଟରୁ ଶେଲଡନଙ୍କ ଅବସର

ନୂଆଦିଲ୍ଲୀ,୧୨ା୨(ପି.ଟି.): ସୌରାଷ୍ଟ୍ର ବ୍ୟାଟର ଶେଲଡନ ଜ୍ୟାକ୍‌ସନ ମଙ୍ଗଳବାର ପ୍ରଫେସନାଲ କ୍ରିକେଟରୁ ଅବସର ନେଇଛନ୍ତି। ଫଳରେ ତାଙ୍କ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଏଠାରେ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ଗୁଜରାଟର ପରାଜୟ ତାଙ୍କର ଶେଷ ମ୍ୟାଚ ଥିଲା। ୩୮ ବର୍ଷୀୟ ଜ୍ୟାକସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri