ପୂରଣ ହେଉନି ଟ୍ୟାପ୍ରେ ପାଣି ପାଇବା ସ୍ବପ୍ନ
ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ। ଏଥିପାଇଁ ସରକାର ଝାରସୁଗୁଡ଼ା ସହରର ସମସ୍ତ ୱାର୍ଡ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ଜଳ ଯୋଗାଣ…
ମମତା ବାନାର୍ଜୀଙ୍କ ଭାଷଣ ସମୟରେ ଅକ୍ସଫୋର୍ଡରେ ହଙ୍ଗାମା, ପ୍ରଦର୍ଶନକାରୀଙ୍କୁ କହିଲେ-ଆପଣଙ୍କୁ ମିଠା ଖୁଆଇବି
ଲଣ୍ଡନ/କୋଲକାତା,୨୮।୩: ଗୁରୁବାର (୨୭ ମାର୍ଚ୍ଚ) ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗ କଲେଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେଉଥିବା ସମୟରେ କେତେଜଣ ଛାତ୍ର ହଙ୍ଗାମା କରିଥିଲେ। ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭକାରୀମାନେ ଆରଜି କଲେଜ ଏବଂ ଠକେଇ ସମ୍ପର୍କିତ ପ୍ରସଙ୍ଗ…
ଡିଏସ୍ସିର ହେଉଛି ଅପବ୍ୟବହାର
ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଏବେ ପଦାକୁ ଆସୁଛି। ଲୋକଙ୍କୁ ସାମାଜିକ ସୁବିଧା ଯୋଗାଇବା ଦାୟିତ୍ୱରେ ନିୟୋଜିତ କର୍ମଚାରୀ…
ନିଶାନ ବି-ଏମ୍ପିଭିର ଅନାବରଣ
ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର ‘ବି-ଏମ୍ପିଭି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଜାପାନର ୟୋକୋହାମାଠାରେ ଉଦ୍ଯାପିତ ଗ୍ଲୋବାଲ ପ୍ରଡକ୍ଟ…
ସଭାପତି, ଉପସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ
ଭୁବନେଶ୍ୱର, ୨୮।୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ବାର୍ ଆସୋସିଏଶନ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଏହି କ୍ରମରେ ଭୁବନେଶ୍ୱର ବାର୍ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
ଏଇ ଭାରତରେ
ପ୍ରତିବର୍ଷ ଗ୍ରୀଷ୍ଣଋତୁରେ ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଯାଏ। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗଣେଶ ସନଭାଗଙ୍କ ଚେଷ୍ଟା ଯୋଗୁ ଏବେ ୩୦୦ ଆପାର୍ଟମେଣ୍ଟ ପୂର୍ବ ଭଳି ଟ୍ୟାଙ୍କର ଉପରେ ନିର୍ଭର କରୁନାହାନ୍ତି। କାରଣ ସେମାନେ…
ଫେରିଲେ ସୁନୀତା
ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍ ସମୟରେ ମେକ୍ସିକୋ ଉପସାଗରସ୍ଥିତ ଫ୍ଲୋରିଡା ଉପକୂଳବର୍ତ୍ତୀ ଟାଲ୍ଲାହାସିଠାରେ ସ୍ପେସ୍ଏକ୍ସର ଡ୍ରାଗନ ଫ୍ରିଡମ୍ କ୍ୟାପ୍ସୁଲ୍ (କ୍ରିଉ-୯) ସାହାଯ୍ୟରେ ଅନ୍ତର୍ଜାତୀୟ ମହାକାଶ…
ନିଜକୁ ଭଲପାଆନ୍ତୁ
ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା କେରଳର ଶ୍ରୀନନ୍ଦ ଧୀରେ ଧୀରେ ଆତ୍ମହତ୍ୟା କରିବା ଆରମ୍ଭ କଲେ- କାରଣ ସେ ପତଳା…
ଏସୀୟ ଏକତା ଲୋଡ଼ା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏସିଆରେ ଭୂ-ରାଜନୈତିକ ଓ ଆର୍ଥିକ ସଙ୍କଟଜନିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟି କରିଛନ୍ତି। ଟ୍ରମ୍ପ୍ଙ୍କ ବ୍ୟବସାୟିକ କୂଟନୀତି, ସାମଗ୍ରୀ ଉପରେ ଟିକସ ଲଗାଇ ନିଜ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ରକ୍ଷଣାତ୍ମକ ନୀତି ତଥା…
ପିଜି ଡାକ୍ତରଙ୍କ ସଂଘବଦ୍ଧ ଆକ୍ରମଣ: ମହିଳା ରୋଗୀଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର
କଟକ,୨୮ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଗୁରୁବାର କେତେଜଣ ପିଜି ଡାକ୍ତର ଏକ ୱେବ୍ ଚ୍ୟାନେଲର ଖବରଦାତା ରଞ୍ଜିତ ମହାପାତ୍ରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ ସେ ଆହତ ହୋଇଛନ୍ତି। ଏପରି କି ତାଙ୍କ ଶାଳୀକୁ ମଧ୍ୟ ଡାକ୍ତରମାନେ ଦୁର୍ବ୍ୟବହାର କରିଥିବା…
କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ
ଏମ୍ଏସ୍ବି ଅଟୋମୋଟିଭ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ବ୍ୟାପକ ଡିଲରଶିପ୍ ନେଟ୍ୱର୍କ ସହିତ ଓଡ଼ିଶାର ୨ ଚକିଆ ବଜାରକୁ ନୂଆରୂପ ଦେଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ ଜଣେ ସିଭିଲ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଅଟୋମୋବାଇଲ ପ୍ରତି ତାଙ୍କର ଅହେତୁକ ଆଗ୍ରହ…
ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍ ସନ୍ଧାନ: ଭୂତତ୍ତ୍ୱବିତ୍ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର
ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ କରାଯାଇ…
Archives


