ସରକାରୀ ଘୋଷଣାକୁ ଫୁ: ଅସହ୍ୟ ଗୁଳୁଗୁଳିରେ ଘନ ଘନ ବିଦ୍ୟୁତ କାଟ
ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଅସହ୍ୟ ଗରମ ହେଉଛି। ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଦ୍ୟୁତ ବିଭ୍ରାଟ, ଅଘୋଷିତ ବିଦ୍ୟୁତ କାଟ ଗରମ ଗୁଳୁଗୁଳିକୁ ଦ୍ବିଗୁଣିତ…
ପଞ୍ଚାୟତ ସମିତି ଅଧକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ସ୍ବତନ୍ତ୍ର ବୈଠକ ବାତିଲ
ନିଶ୍ଚିନ୍ତକୋଇଲି,୧୩।୫(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷଙ୍କ ଅନାସ୍ଥା ପାଇଁ ମଙ୍ଗଳବାର ଡକାଯାଇଥିବା ସ୍ବତନ୍ତ୍ର ବୈଠକ ବାତିଲ କରାଯାଇଛି। ୫ ଜଣ ସଭ୍ୟା ଅସୁସ୍ଥତା କାରଣ ଦର୍ଶାଯାଇଥିବା ବେଳେ ବୈଠକ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ…
ଅବସର ନେଲେ CJI, ଇମୋଶନାଲ ହେଲେ କପିଲ ସିବଲ, SG ତୁଷାର ମେହେଟା
ନୂଆଦିଲ୍ଲୀ,୧୩।୫: ମୁଖ୍ୟ ବିଚାରପତି (CJI) ସଞ୍ଜିବ ଖାନ୍ନା ମଙ୍ଗଳବାର (୧୩ ମଇ, ୨୦୨୫) ରେ ଅବସର ନେଇଛନ୍ତି। ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ଓକିଲମାନେ ସିଜେଆଇଙ୍କ ଅବସର ଉପରେ ଭାଷଣ ଦେଇଥିଲେ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି, ବରିଷ୍ଠ ଓକିଲ…
ବୋଦା ଭୋଜି ଖାଇବାକୁ ଯାଉଥିଲେ, ଓଲଟିଲା ପିକଅପ୍ ଭ୍ୟାନ: ୨ ମୃତ, ୧୫ ଆହତ
ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ମଙ୍ଗଳବାର ଏକ କଲଭର୍ଟକୁ ଏକ ପିକଅପ ଭ୍ୟାନ ଗାଡି ଧକ୍କା ଲଗାଇ ଓଲଟି ପଡିଥିଲା। ଫଳରେ ଗାଡିରେ ବୋଦା ଭୋଜି ଖାଇବାକୁ ଯାଉଥିବା ୧୭ରୁ ଉଦ୍ଧର୍ବ…
ପୂର୍ବାନୁମାନ ହେଲା ସତ: ଆଣ୍ଡାମାନ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୧୩।୫: ଭାରତ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର ଦୀପ…
ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲେ ମୋଦି: ଆଦମପୁର ଏୟାରବେସ୍ରେ ପହଞ୍ଚି ଦେଲେ ବଡ଼ ବାର୍ତ୍ତା
ନୂଆଦିଲ୍ଲୀ,୧୩।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିଛନ୍ତି। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଛନ୍ତି। ସେ ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।…
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି
ଯୁଦ୍ଧ ବିରତି ପରେ ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ ଜାରି ଶ୍ରୀନଗର,୧୩।୪: ଜମ୍ମୁ ଓ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି…
ବିଷାକ୍ତ ମଦ ନେଲା ୧୪ ଜୀବନ: ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଅମୃତସର,୧୩।୫: ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଭାଙ୍ଗାଲି କାଲାନ, ମାର୍ଡି କାଲାନ ଏବଂ…
ଜାତୀୟ ରାଜପଥରେ ମରଣାନ୍ତକ ଆକ୍ରମଣ କରି ଲୁଟ୍: ୨ ଗୁରୁତର
ଅତାବିରା, ୧୩।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ କିଛି ଦିନ ହେଲା ଅପରାଧ ବଢ଼ିବାରେ ଲାଗିଛି l ୨ ଦିନ ହେବ ସ୍ଥାନୀୟ ଥାନା ଅନ୍ତର୍ଗତ ସରଣ୍ଡା ମହାପାତ୍ର ପଡ଼ା ଗ୍ରାମବାସୀ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ଯୋଗୁ…
ଦେଶସେବା ପାଇଁ ସ୍ତ୍ରୀଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ଯବାନ ସ୍ବାମୀ: ଶେଷରେ ଆଖି ବୁଜିଲେ ଜଶ୍ମିନ
ସମ୍ବଲପୁର, ୧୩।୫(ପ୍ରମୋଦ ବହିଦାର): ଦେଶ ମାତୃକାରେ ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ସ୍ତ୍ରୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମରେ ହାରି ଯାଇ ଯବାନ ଦେବରାଜ ଗଣ୍ଡଙ୍କ…
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ
ଭୁବନେଶ୍ୱର,୧୩।୫: ମଙ୍ଗଳବାର ପ୍ରକାଶ ପାଇଛି CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି। JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ…
ମାନିଲା ପାକିସ୍ତାନ! ଭାରତର ଆକ୍ରମଣରେ ନିହତ ହୋଇଛନ୍ତି ୧୧ ଯବାନ, ୭୮ ଆହତ
ଇସଲାମାବାଦ,୧୩।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୬-୭ ମେ’ ରାତିରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଭାରତ ପାକିସ୍ତାନରେ ପ୍ରବେଶ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା, ଯେଉଁଥିରେ…
Archives


