Home Left

ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଏବେ ଦୁଃଖରେ…ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୨୦।୩: ଆଜି ବିଶ୍ୱ ଖୁସି ଦିବସ ଏବଂ ଏହି ଅବସରରେ “ବିଶ୍ୱ ଖୁସି ରିପୋର୍ଟ 2025” ମଧ୍ୟ ପ୍ରକାଶିତ ହୋଇଛି। ଫିନଲାଣ୍ଡ ଲଗାତାର ଅଷ୍ଟମ ବର୍ଷ ପାଇଁ ସବୁଠାରୁ ଖୁସି ଦେଶ ହେବାର ମୁକୁଟ ପିନ୍ଧାଯିବା ଆଶ୍ଚର୍ଯ୍ୟର କଥା ନୁହେଁ। ଏହାର…

ମଦ ବ୍ୟବସାୟୀଙ୍କ ଘରେ IT ରେଡ୍‌

ଅନୁଗୋଳ,୨୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ।…

ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ

ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା…

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଆପଣ ମଧ୍ୟ ଅନେକ ପ୍ରକାରର ଚଟଣି ବିଷୟରେ ଶୁଣିଥିବ। ଅଧିକାଂଶ…

International Day of Happiness 2025: ଆଜି ଅନ୍ତର୍ଜାତୀୟ ଖୁସି ଦିବସ; ଜାଣନ୍ତୁ ଏହାର ଇତିହାସ,ଗୁରୁତ୍ୱ…

ଦୈନନ୍ଦିନ ଜୀବନ ପାଇଁ ଖାଦ୍ୟ, ବାସଗୃହ ଯେମିତି ଆବଶ୍ୟକ, ଖୁସି ମଧ୍ୟ ସେହିପରି ଅପରିହାର୍ଯ୍ୟ । ଖୁସି ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମଗତ ଅଧିକାର। ଆଜି ହେଉଛି ସେହି ଖୁସିର ଦିନ । ସମଗ୍ର ବିଶ୍ବ ମାର୍ଚ୍ଚ ୨୦ରେ ’ଅନ୍ତର୍ଜାତୀୟ ଖୁସି…

ଛାଡ଼ପତ୍ର ପରେ ଯେତିକି ଟଙ୍କା ଧନଶ୍ରୀଙ୍କୁ ଦେବେ ଚହଲ, IPLରୁ ମାତ୍ର ଏତିକି ଘଣ୍ଟାରେ ରୋଜଗାର କରିନେବେ…

ନୂଆଦିଲ୍ଲୀ,୨୦।୩: ଟିମ ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପୁଣି ଥରେ ତାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧନଶ୍ରୀ ବର୍ମା ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇଯାଇଛି। ଉଭୟ ପ୍ରାୟ ଅଢ଼େଇ ବର୍ଷ ଧରି ଅଲଗା ରହୁଛନ୍ତି ।…

IPL ନିଲାମରେ କେହି ପଚାରି ନ ଥିଲେ, ହେଲେ ଏବେ ମିଳିଲା କୋଟି କୋଟି ଟଙ୍କା, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୦।୩: ଆଇପିଏଲ ୨୦୨୫ ମେଗା ନିଲାମରେ ୫୭୭ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ତଥାପି, ଏମାନଙ୍କ ମଧ୍ୟରୁ 395 ଜଣ ଖେଳାଳି ଥିଲେ ଯେଉଁମାନଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ। ପରିଣାମ ସ୍ବରୂପ ତାଙ୍କୁ ଏହି ସିଜନରେ…

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର ଯେଉଁଠାରେ ରୁହନ୍ତୁନା କାହିଁକି ଓଡ଼ିଆ ଲୋକଙ୍କର ପଖାଳ ପ୍ରତି ଥିବା ଲାଳସା କେବେବି କମ୍‌…

ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେଲେ ୩୫ ପ୍ରତିଯୋଗୀ

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆଠାରେ ବୁଧବାର ଅପରାହ୍ନରେ ଶ୍ରୀ ବନମାଳୀ ପୂଜ୍ୟ, ପୂଜା ଅନୁଷ୍ଠାନ ତରଫରୁ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସନାତନ ମୁଦି ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ଖଗେଶ୍ବର ମାଝୀ ଦ୍ୱିତୀୟ…

ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଲିକ୍ ଅଭିଯୋଗ, BEL କର୍ମଚାରୀ ଗିରଫ

ବେଙ୍ଗାଲୁରୁ, ୨୦।୩: ଗୁରୁବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ବେଙ୍ଗାଲୁରୁରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL)ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ରାଜ୍ୟ, କେନ୍ଦ୍ରୀୟ ଏବଂ ସାମରିକ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବରେ ଏହି ଅଭିଯାନ…

IPL 2025: କେଉଁ ବଲ୍‌ରେ ଖେଳାଯାଏ ଆଇପିଏଲ, ଦାମ୍‌ ଜାଣିଲେ ଜାଜୁବ ହେବେ

ଚାମ୍ପିଅନ୍ସ ଟ୍ରଫଇ ପରେ IPLକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖଇବାକୁ ମିଳିଛି। ତେବେ ଜାଣନ୍ତି କି IPLରେ କେଉଁ ପ୍ରକାରର ବଲ ବ୍ୟବହାର କରାଯାଏ? ଏବଂ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ମୂଲ୍ୟ କେତେ? ଆଇପିଏଲରେ ବ୍ୟବହୃତ…

ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍‌ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri