Home Left

ବଡ଼ ଦୁର୍ଘଟଣା, ଉତ୍ତରକାଶୀରେ କ୍ରାସ ହେଲା ହେଲିକପ୍ଟର

ଡେରାଡୁନ,୮।୫: ଉତ୍ତରାଖଣ୍ଡରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି…

Operation Sindoor: କିଛି ବଡ଼ ହେବାକୁ ଯାଉଛି? ରାଜସ୍ଥାନ-ପଞ୍ଜାବରେ ହାଇ ଆଲର୍ଟ

ନୂଆଦିଲ୍ଲୀ, ୮।୫: ଭାରତର ମିସାଇଲ ଆକ୍ରମଣ ‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜସ୍ଥାନ ସରକାର ପାକିସ୍ତାନ ସହ ଥିବା ୧୦୭୦ କିଲୋମିଟର ସୀମାକୁ ସମ୍ପୂର୍ଣ୍ଣ ସିଲ କରିଦେଇଛନ୍ତି, ଯେଉଁଥିରେ ବିକାନେର, ଜୈସଲମେର, ଗଙ୍ଗାନଗର…

ଗୋରୁ ଚାଲାଣ ବେଳେ ଧରିଲା ବଜରଙ୍ଗ ଦଳ, ଡ୍ରାଇଭର-ହେଲପରଙ୍କୁ ଥାନାରେ ଦେଲେ ଜିମା

ମୋହନା,୮ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସଦର ମହକୁମାର ସ୍ଥାନୀୟ ହାଇସ୍କୁଲ ନିକଟରୁ ବୁଧବାର ରାତରେ ଏକ ପିକ୍‌ଅପ୍‌ ( ଓଡି ୦୭ ଏ ଜି ୧୮୮୩ ) ରେ ଅମାନୁଷିକ ଭାବେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୧୦…

ପାକିସ୍ତାନ ଟାର୍ଗେଟରେ ଓଡ଼ିଶା? ଓ୍ବେବସାଇଟ୍‌କୁ କଲା ହ୍ୟାକ୍‌…

ଭୁବନେଶ୍ୱର,୮।୫: ବଡ଼ ଖବର। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର…

Blast in Lahore: ଅପରେଶନ ସିନ୍ଦୂର ପରେ ଥରିଉଠିଲା ପାକିସ୍ତାନ! ଲାହୋରରେ ଲଗାତାର ୩ ବିସ୍ଫୋରଣ

ଲାହୋର,୮।୫: ଭାରତ ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଗୁରୁବାର ପାକିସ୍ତାନ ଲାହୋରର ୱାଲଟନ, ଗୋପାଳ ନଗର ଏବଂ ନସରବାଦ ଅଞ୍ଚଳରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଉଦ୍ଧାର ଏବଂ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛି। ରଏଟର୍ସ ଅନୁଯାୟୀ, ଲଗାତାର ତିନୋଟି ବିସ୍ଫୋରଣ…

ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ଏଠାରେ…

ଅପରେଶନ ସିନ୍ଦୂର ପରେ ଏମିତି କ’ଣ ଲେଖିଦେଲେ ଶିଖର ଧାଓ୍ବନ, ଲୋକେ କହୁଛନ୍ତି ଆଫ୍ରିଦିଙ୍କୁ ଲାଗିବ ଝଟକା

ନୂଆଦିଲ୍ଲୀ,୮।୫: ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଗୋଟିଏ ପରେ ଗୋଟିଏ…

ସମ ପରିଣତି

ଗୋଟିଏ ଝଙ୍କାଳିଆ ଆମ୍ବ ଗଛଟିଏ ଆମ ଘର ପାଖରେ ଥିଲା। ସେ ଗଛକୁ ଅନେକ ପକ୍ଷୀ ଯଥା କୋଇଲି, ଲାଲି ଥଣ୍ଟ ଥିବା ଶୁଆ, ବଗ ଆସି ବସୁଥିଲେ। କୋଇଲିର ଶବ୍ଦ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ପିଲାଦିନେ ଶୁଣିବାକୁ ଭଲ…

ରୋଗଶଯ୍ୟାରେ ଯୋଗଚର୍ଚ୍ଚା

ଆଲୋଚ୍ୟ ଶୀର୍ଷକଟି ଆଜିର ଅବ୍ୟବସ୍ଥିତ, ଅସନ୍ତୁଳିତ ତଥା ବିଶୃଙ୍ଖଳିତ ଜୀବନଚର୍ଯ୍ୟା ପାଇଁ ପ୍ରାସଙ୍ଗିକ। ଘରେ ଘରେ ଆଦୃତ ଓଡ଼ିଆ ଲୋକକଥା ଶ୍ମଶାନ ବୈରାଗ୍ୟ ବାବଦରେ ଆମେ ପ୍ରାୟତଃ ଜାଣୁ। ହଠାତ ଯଦି କେହି ଜଣାଶୁଣା କିମ୍ବା ବନ୍ଧୁକୁଟୁମ୍ବ ଅବା ଅପରିଚିତ ବ୍ୟକ୍ତିଙ୍କ…

ସଂଯୋଗର ପଥ

ଏକଦା ବାଣିଜ୍ୟ ରାଜପଥଗୁଡ଼ିକ ଭାରତ ଦେଇ ଯାଇଥିଲା। ଏହାକୁ ଗୋଲ୍ଡେନ ରୋଡ୍‌, ହର୍ସ ରୋଡ୍‌, କଟନ୍‌ ରୋଡ୍‌ ଏବଂ ସ୍ପାଇସ୍‌ ରୋଡ୍‌ କୁହାଯାଉଥିଲା। ଏସବୁ ରାସ୍ତା ବିଶେଷକରି ପୂର୍ବ ଓ ପଶ୍ଚିମକୁ ସଂଯୋଗ କରୁଥିଲା। ଯଦି ୟୁରୋପ ଓ ଆମେରିକାକୁ ପଶ୍ଚିମ…

ବିକାଶ ଡିଗ୍ରୀ କଲେଜର ସଫଳତା

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଯୁକ୍ତତିନି କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶେଷବର୍ଷ ପରୀକ୍ଷାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ ବିକାଶ ଡିଗ୍ରୀ କଲେଜର ୨୦ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଅର୍ପିତା…

ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ସପ୍ତାହେ ବାକି

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଆରମ୍ଭ ହୋଇଯାଇଛି। ଜିଲାର ଜଳସେଚିତ ଅଞ୍ଚଳରେ ଏହି ପ୍ରକ୍ରିୟା ଜୋର୍‌ ଧରିଛି। ସେହିପରି ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଜିଲାରେ ରବି ଧାନ ସଂଗ୍ରହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri