Home Left

ବିରାଟଙ୍କଠାରୁ ଅଟୋଗ୍ରାଫ ନେବା ପରେ ଖୁସିରେ ପାଗଳ ହୋଇଗଲେ କୁନି ପ୍ରଶଂସକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୭।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ଅକ୍ଟୋବର ୧୯ ତାରିଖରେ ଖେଳାଯିବ। ଏହି ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି। ପହଞ୍ଚିବା ପରେ, ଟିମ ଇଣ୍ଡିଆକୁ ପ୍ରଶଂସକମାନଙ୍କଠାରୁ ଉଲ୍ଲସିତ…

ବାଇକ୍‌କୁ ପିଟିଲା ଟ୍ରକ: ୨ ଶିଶୁଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ

କାମାକ୍ଷାନଗର,୧୭।୧୦: ଢେଙ୍କାନାଳ ଜିଲା ମାଳପୁରା ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।…

୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବକଙ୍କ ସହ ମହିଳା ଗିରଫ

ଭୁବନେଶ୍ୱର,୧୭ା୧୦: ଦାମୀ କାର୍‌ରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ଖବର ପାଇ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ। ଉକ୍ତ ଘଟଣାରେ ଖୋର୍ଦ୍ଧାର ଜଣେ…

‘ମୁଁ ରାତି ସାରା କାନ୍ଦିଥିଲି’, ଏସିଆ କପ ୨୦୨୫ର ହିରୋ କହିଲେ ତାଙ୍କ ଭିତିରି କଥା, ବୁମରାଙ୍କୁ ନେଇ ବି କହିଲେ ବଡ଼ କଥା

ନୂଆଦିଲ୍ଲୀ,୧୭।୧୦: ଭାରତ ପାକିସ୍ତାନକୁ ପରାସ୍ତ କରି ୨୦୨୫ରେ ଏସିଆ କପ ଜିତିଥିଲା। ଟୁର୍ଣ୍ଣାମେଣ୍ଟରେ ସାତଟି ୱିକେଟ ନେଇଥିବା ବରୁଣ ଚକ୍ରବର୍ତ୍ତୀ ଟିମ ଇଣ୍ଡିଆର ବିଜୟର ନାୟକ ଥିଲେ। ଏହି ରହସ୍ୟମୟ ସ୍ପିନର ଏବେ ନିଜ ବିଷୟରେ କିଛି ନୂଆ ତଥ୍ୟ ପ୍ରକାଶ…

‘ରୋହିତ-କୋହଲି ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ…’, ଏ କ’ଣ କହିଦେଲେ ଟ୍ରାଭିସ ହେଡ୍‌, ଯାହାକୁ ଶୁଣି ହସିଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୧୭।୧୦: ରବିବାର ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ, ଟ୍ରାଭିସ ହେଡ ଏବଂ ଅକ୍ଷର ପଟେଲ ପ୍ରେସ ପ୍ରଶ୍ନର ଉତ୍ତର ଦେବାକୁ ପହଞ୍ଚିଥିଲେ। ଯେତେବେଳେ ବିସ୍ଫୋରକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ODI ଭବିଷ୍ୟତ ବିଷୟରେ ପଚରାଯାଇଥିଲା,…

ଇଞ୍ଜିନିୟରିଂ କଲେଜ ଓ୍ବାଶରୁମରେ ଛାତ୍ରୀଙ୍କୁ ବଳାତ୍କାର, ଅଭିଯୁକ୍ତ ଫୋନ କରି ପଚାରିଲେ ଏମିତି ପ୍ରଶ୍ନ ସମସ୍ତେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଜଣେ ଯୁବକ ତାଙ୍କ ନିଜ ବନ୍ଧୁଙ୍କୁ ବଳାତ୍କାର କରିଛନ୍ତି। ଶୌଚାଳୟରେ ଅପରାଧ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ଜୀବନ ଗୌଡା…

ଭୂପେନ୍ଦ୍ରଙ୍କ ନୂଆ ଟିମ୍‌: ହର୍ଷ ସାଙ୍ଘଭି ଉପମୁଖ୍ୟମନ୍ତ୍ରୀ: ୨୬ ନୂଆ ମନ୍ତ୍ରୀ

ଗାନ୍ଧୀନଗର,୧୭।୧୦: ଗୁଜରାଟରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ଶପଥ ତାଲିକାରେ ୨୬ଜଣ ମନ୍ତ୍ରୀଙ୍କ ନାଁ ପ୍ରକାଶ ପାଇଛି। ତାଲିକାରେ ସ୍ବରୂପଜୀ ଠାକୋର, ପ୍ରବିଣକୁମାର ମାଲି, ଋଷୀକେଶ ପଟେଲ, ଦର୍ଶନା ବାଘେଲା, କୁନୱାରଜୀ ବାଭାଲିଆ,ରିଭାବା ଜାଡେଜା, ଅର୍ଜୁନ…

ଗୁଜରାଟରେ କାହିଁକି ଭାଜପା ବଦଳାଇ ଦେଲା ପୂରା କ୍ୟାବିନେଟ, ବିଧାନସଭା ନିର୍ବାଚନ ନା ଆଉ କିଛି, ଜାଣନ୍ତୁ ଇନସାଇଡ ଷ୍ଟୋରୀ

ଗାନ୍ଧିନଗର,୧୭।୧୦: ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସରକାର ତାଙ୍କର ସମ୍ପୂର୍ଣ୍ଣ କ୍ୟାବିନେଟକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୦୨୨ରେ ସରକାର ଗଠନ କରିବାର ମାତ୍ର ତିନି ବର୍ଷ ପରେ, ପଟେଲ ତାଙ୍କର ସମ୍ପୂର୍ଣ୍ଣ କ୍ୟାବିନେଟକୁ ଇସ୍ତଫା ଦେଇ ଏକ ନୂତନ କ୍ୟାବିନେଟ…

ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…

ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍‌ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର…

ଏ ମୋର ଶେଷ ଦୀପାବଳି…ଭାବପ୍ରବଣ କରିଦେବ ୨୧ ବର୍ଷୀୟ ଯୁବକଙ୍କ କାହାଣୀ

ନୂଆଦିଲ୍ଲୀ,୧୭।୧୦: ଜୀବନ ଅନିଶ୍ଚିତ। କେତେବେଳେ ଜୀବନ କେଉଁ ମୋଡ଼ ନେବ, ତାହା କହିବା ଅସମ୍ଭବ। କିନ୍ତୁ ବେଳେବେଳେ ପରିସ୍ଥିତି ଏମିତି ଆସେ, ଯାହାକୁ ବଦଳାଇବାକୁ ସତ ଚେଷ୍ଟା କଲେ ମଧ୍ୟ ହୁଏ ନାହିଁ। ଏମିତି କିଛି ପରିସ୍ଥିତି ଜଣେ ଯୁବକଙ୍କୁ ଭାଙ୍ଗିପକାଇଛି।…

ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ନିଅନ୍ତୁ ଏମିତି ଲେଖି ପୋଷ୍ଟର ଜାରି କଲା ପୋଲିସ

କଣ୍ଟାମାଳ,୧୭ା୧୦(ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି। ଜିଲା ପୋଲିସ ପକ୍ଷରୁ ବୌଦ୍ଧ ଜିଲାର ସିଗାଡ଼ି,ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡୁ,…

ସେକ୍ସ ସ୍କାଣ୍ଡାଲ୍‌ରେ ଫସିଲେ ବିଶ୍ୱକପ ବିଜେତା କ୍ରିକେଟର୍‌: ଆସିଲା ଗମ୍ଭୀର ଅଭିଯୋଗ

ଲଣ୍ଡନ,୧୭।୧୦: ଇଂଲଣ୍ଡର ପ୍ରଥମ ବିଶ୍ୱକପ ବିଜେତା ଅଧିନାୟକ ଏବଂ ପୂର୍ବତନ କୋଚ ପଲ କଲିଙ୍ଗଉଡ୍‌ ସମ୍ପ୍ରତି ଅନେକ ବିବାଦରେ ଫସିଛନ୍ତି। ଅବସର ନେବା ପରେ ଇଂଲଣ୍ଡ କ୍ରିକେଟ ଦଳର ପ୍ରଶିକ୍ଷକ କର୍ମଚାରୀ ଭାବରେ କାର୍ଯ୍ୟ କରିଥିବା ୪୯ ବର୍ଷୀୟ ଖେଳାଳିଙ୍କୁ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?