Home Left

ଏକାଠୀ ହୋଇଥିଲେ ଗ୍ରାମବାସୀ, ହଠାତ୍‌ ତାଣ୍ଡବ ରଚିଲା କାଳବୈଶାଖୀ: ଅଧାରେ ରହିଗଲା…

ଖଜୁରିପଡ଼ା,୧୨ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମର ୨ଟି ପ୍ରହଲ୍ଲାଦ ନାଟକ ଚାଲିଥିବା ବେଳେ ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ ନାଟକ…

ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ

ଲାଠୋର,୧୨।୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଞ୍ଚଳରେ ୩ ମହିଳାଙ୍କୁ ଟଣା ଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରିଛି। ସେ ହେଲେ ରାଜକୁମାର ରାଓ(୫୫)।…

ପ୍ରସୂତିୱାର୍ଡ ଡଷ୍ଟବିନରେ ମୃତ ନବଜାତ ଶିଶୁପୁତ୍ର: ଅନ୍ୟତ୍ର ପୋତିବା ପୂର୍ବରୁ ଭାଇରାଲ ହୋଇଗଲା….

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପ୍ରସୂତି ୱାର୍ଡ ଡଷ୍ଟବିନରେ ଏକ ମୃତ ନବଜାତ ଶିଶୁପୁତ୍ର ପଡ଼ିଥିବାସୋମବାର ଦେଖିବାକୁ ମିଳିଛି। ତେବେ ମୃତ ନବଜାତ ଶିଶୁପୁତ୍ରଟି କାହାର ତାହା ସଠିକ୍‌ ଭାବେ ଜଣାପଡ଼ିନାହିଁ। ଅପରପକ୍ଷେ ମେଡିକାଲ ରେକର୍ଡରେ ମଧ୍ୟ…

 ଦୋକାନୀଙ୍କୁ ହଟାଇଲା ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୨ା୫(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ)-ସୁନାବେଡା ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧୀନ ସେମିଳିଗୁଡା ସହର ଦେଇ ଯାଇଥିବା ରାଜ ରାସ୍ତା ଓ ନନ୍ଦପୁର ରାସ୍ତା କଡ଼ର ସମସ୍ତ ବ୍ୟବସାୟୀଙ୍କୁ ହଟାଯାଇଛି। ଉଭୟ ରାସ୍ତା କଡ଼ରେ ଉଠା ଦୋକାନୀମାନେ ବ୍ୟବସାୟ କରିବା ଦ୍ୱାରା ରାସ୍ତା…

ସୋଫିଆଙ୍କ ସହ ରହିଛି ରାଣୀ ଲକ୍ଷ୍ମୀବାଈଙ୍କ ସଂଯୋଗ: ଆଶ୍ଚର୍ଯ୍ୟ କରିବ ସମ୍ପୂର୍ଣ୍ଣ ..

‘ଅପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ବର୍ତ୍ତମାନ କର୍ଣ୍ଣଲଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ୨୦୧୭ରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ପଣଜେଜେମା ଜଣେ…

ବାପା ଲଗାଇଥିବା ଲିଚୁ, ଆମ୍ବ ଏବେ…

ଖଜୁରିପଡ଼ା,୧୨ା୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଉଛି। ଲିଚୁ ଓ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି…

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି…

Video: ବିଳମ୍ବ ହେବାରୁ ଚଳନ୍ତା ଟ୍ରେନରେ ୪୦ ମିନିଟ୍ ଝୁଲି ଯାତ୍ରା କଲେ ମହିଳା, ପ୍ରତିକ୍ରିୟା ପ୍ରକାଶ କଲା ରେଲୱେ

ମୁମ୍ବାଇ,୧୨ା୫: ମୁମ୍ବାଇର ଲୋକାଲ ଟ୍ରେନଗୁଡ଼ିକ ଏହି ସହରର ଜୀବନଧାରା, ଯାହା ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଏହି ଜନଗହଳିପୂର୍ଣ୍ଣ ମହାନଗରୀରେ ବହନ କରିଥାଏ। ଏହି ଟ୍ରେନଗୁଡ଼ିକ ସହରର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ସଂଯୋଗ କରିବା ଏବଂ ଅଗଣିତ ବାସିନ୍ଦାଙ୍କ ଦୈନନ୍ଦିନ ଯାତାୟତକୁ…

VIDEO VIRAL: ମୋ ସ୍ତ୍ରୀ ପାକିସ୍ତାନୀ ଗୁପ୍ତଚର କହିଦେଲେ ସ୍ବାମୀ ପରେ ଯାହା ହେଲା….

ମୋ ସ୍ତ୍ରୀର ପାକିସ୍ତାନୀ ଆତଙ୍କବାଦୀଙ୍କ ସମ୍ପର୍କ ରହିଛି ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଖୋଦ୍‌ ଅଭିଯୋଗ ଆଣିଛନ୍ତି ସ୍ବାମୀ। ପହଲଗାମରେ ପର୍ଯ୍ୟଟକଙ୍କୁ  ହତ୍ୟା  ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମୂଳକ ପରସ୍ଥିତି ଲାଗି ରହିଥିବା ବେଳେ ହାଇଦ୍ରାବାଦର…

ଓଡ଼ିଶା-ଛତିଶଗଡ଼ ସୀମାରେ କଂଗ୍ରେସ ନେତାଙ୍କୁ ‘ହତ୍ୟା’ କଲେ ମାଓବାଦୀ

ମାଲକାନଗିରି,୧୨ା୫: ରବିବାର ରାତିରେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଏକ ମାଓବାଦୀ ଗୋଷ୍ଠୀ ଦ୍ୱାରା ଜଣେ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଛତିଶଗଡ଼ର ବିଜାପୁର ଜିଲାର ଉସୁର ଥାନା ଅଧୀନରେ ଥିବା ଲିଙ୍ଗାପୁର ଗ୍ରାମରେ…

ପ୍ରଧାନମନ୍ତ୍ରୀଙ୍କୁ କଡ଼ା ପ୍ରଶ୍ନ କଲା କଂଗ୍ରେସ, ମିଳିବ କି ଉତ୍ତର ?

ନୂଆଦିଲ୍ଲୀ,୧୨ା୫: ସୋମବାର କଂଗ୍ରେସ ସରକାରଙ୍କଠାରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗିରଫ କରାଯାଇଛି କିମ୍ବା ହତ୍ୟା କରାଯାଇଛି କି ନାହିଁ ଏବଂ ଏହି ଘଟଣାକୁ ନେଇ ସୁରକ୍ଷା ତ୍ରୁଟି ପାଇଁ କିଏ ଦାୟୀ ଥିଲେ ତାହାର ଉତ୍ତର ଦାବି କରିଛି, ଯେଉଁଥିରେ…

ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବା ଦାବି ପୁଣି ତେଜିଲା

ଭୁବନେଶ୍ୱର,୧୨।୫: ଦୀଘା ମନ୍ଦିରରୁ ଶ୍ରୀଜଗନ୍ନାଥ ଧାମ ବୋର୍ଡ ହଟାଇବାକୁ ସୋମବାର ପୁଣି ଦାବି ହୋଇଛି। ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ପୋଷ୍ଟ କରି ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପଦ୍ମଶ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri