Home Left

ଭବିଷ୍ୟବାଣୀ: ସତ ହୋଇଯିବ ତାରିଖ! ଏହିଦିନ ଧ୍ୱଂସ ହୋଇଯିବ ପୂରା ବିଶ୍ୱ…

ବିଶ୍ୱ ଏକ ଭୟଙ୍କର ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି କି? ଏକ ମହାପ୍ରଳୟ ଆସୁଛି କି, ଯାହା ସବୁ କିଛି ଧ୍ୱଂସ କରିଦେବ! ଏହି ପ୍ରଶ୍ନ ଏବେ ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଛି। ଏହାର କାରଣ ହେଉଛି ବିଶ୍ୱରେ ଚାଲିଥିବା…

ଧରାକୋଟ ଖାରିଗୁମ୍ମା ଘଟଣାକୁ ବିଏଚପିର ଦୃଢ଼ ନିନ୍ଦା: କାର୍ଯ୍ୟାନୁଷ୍ଠାନ ଦାବିକରି…

ଭଞ୍ଜନଗର,୨୪୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଖାରିଗୁମ୍ମାରେ ଦୁଇ ଜଣଙ୍କୁ କିଛି ଲୋକ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ସର୍ବ ସମ୍ମୁଖରେ ଅଧା ଲଣ୍ଡା କରି ବୁଲାଇଲେ। ଏହିଭଳି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ (ବି ଏଚ୍‌ପି )…

ଘରେ ବସି ଏମିତି କରନ୍ତୁ ନୂଆ Voter ID Card, ଜାଣନ୍ତୁ ସବୁଠୁ ସହଜ ଉପାୟ…

ନୂଆଦିଲ୍ଲୀ,୨୪।୬: ଯଦି ଆପଣଙ୍କ ବୟସ ୧୮ ବର୍ଷ  ଏବଂ ଏପର୍ଯ୍ୟନ୍ତ ଆପଣ ନିଜର Voter ID Card କରିନାହାନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏବେ ଆପଣ ମୋବାଇଲ କିମ୍ବା ଲାପଟପ ମାଧ୍ୟମରେ ଘରୁ ଅନ୍‌ଲାଇନରେ ନୂତନ ଭୋଟର କାର୍ଡ…

ନୂଆ ରାଇସ ମିଲ୍‌ ଖୋଲିଲେ ସରକାର ଦେବେ ସବ୍‌ସିଡି: ମନ୍ତ୍ରୀ

ଭୁବନେଶ୍ୱର,୨୪।୬: ରାଜ୍ୟରେ ରାଇସ ମିଲ୍‌ ଓ ଚାଉଳ ରପ୍ତାନୀକୁ ନେଇ ମଙ୍ଗଳବାର ଯୋଗାଣ ମନ୍ତ୍ରୀଙ୍କ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି। ରାଜ୍ୟରେ ଆହୁରି ୪ଶହରୁ ୫ଶହ ରାଇସ ମିଲ୍‌ର…

ପୀୟୂଷ ଖୋଲିଲେ ଗୁମର: ବାଟ ନପାଇ ଯେଉଁ ସମସ୍ୟା ପାଇଁ ବିଶ୍ରାମ ନେଇଥିଲ ସେ ହୋଇଗଲା …

ଭୁବନେଶ୍ୱର,୨୪।୬: ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ମୁହାଁମୁହିଁ ଯାତ୍ରା ମାଲିକ। ପୁଣି ୫ ବର୍ଷ ପାଇଁ ସିଂହବାହିନୀରେ ରହିବା ଚର୍ଚ୍ଚାକୁ ନେଇ ବର୍ଷିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ । ପୂର୍ବରୁ ବର୍ଷେ ବିଶ୍ରାମ ନେବାକୁ ପୀୟୂଷ ଘୋଷଣା କରିଥିଲେ । ବର୍ତ୍ତମାନ ସିଂହବାହିନୀ…

ପାଣିରେ ହଳଦୀ ଟ୍ରେଣ୍ଡ କରୁଛନ୍ତି କି? ଜ୍ୟୋତିଷ କଲେ ଭୟଙ୍କର ଭବିଷ୍ୟବାଣୀ! ଏପରି କଲେ ଘରକୁ ମାଡ଼ି ଆସିବ…

ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ବହୁତ ଲୋକପ୍ରିୟ ହେବାରେ ଳାଗିଛି। ସମସ୍ତେ ରାତିର ଅନ୍ଧାରରେ ପାଣିରେ ହଳଦୀ ମିଶାଇ ରିଲ ଏବଂ ଭିଡିଓ ଅପଲୋଡ କରୁଛନ୍ତି। କିନ୍ତୁ ଏହା କରି ସେହି ଲୋକମାନେ ନିଜ ପାଇଁ ଅସୁବିଧାକୁ ଆମନ୍ତ୍ରଣ କରୁଛନ୍ତି।…

ବଡ଼ଧରଣର ବ୍ୟାଙ୍କ ଲୁଟ୍‌

ବାରିପଦା,୨୪।୬: ମୟୁରଭଞ୍ଜ ଜିଲା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଦିନ ଦ୍ୱି ପ୍ରହରରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍କ ଲୁଟି ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ଆକାଶପଥରେ ଏମିତି ଜିନିଷ କରିଦେଲା ପାକିସ୍ତାନ! ଭାରତୀୟ ବିମାନ ପାଇଁ…

ଇସଲାମବାଦ,୨୪।୬: ସୋମବାର ଦିନ ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ବିମାନ ପାଇଁ ଆକାଶ ସୀମା ପ୍ରତିବନ୍ଧକକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା…

ଗୋଟିଏ ରାତିରେ ଟେକି ନେଇଗଲେ ଦୁଇ ଟ୍ରାନ୍ସଫର୍ମର: ଗାଁ ଅନ୍ଧାର, ଗୁଳୁଗୁଳିରେ ହନ୍ତସନ୍ତ ଗ୍ରାମବାସୀ

ବୈଶିଙ୍ଗା,୨୪।୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅର୍ନ୍ତଗତ ହାତୀପତୁକା ଓ ପାଟଳୀପୁରା ଗ୍ରାମରେ ଲାଗିଥିବା ଦୁଇଟି ୧୬ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଗୋଟିଏ ରାତିରେ ଚୋରି ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ସୂଚନା…

ଟୋଲପ୍ଲାଜା ଡକାୟତି ଲାଗି ଚାଲିଥିଲା ଯୋଜନା: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

\ବୈଶିଙ୍ଗା,୨୪।୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲପ୍ଲାଜାରେ ଡକାୟତି ଯୋଜନା କରୁଥିବା ବେଳେ ୩ ଜେଲ ଫେରନ୍ତା ଦୁର୍ବୃତ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀ ବାରିଣୀ ଦାସଙ୍କ ସୂଚନା ମୁତାବକ, ମୟୂରଭଞ୍ଜ ଜିଲା ପୋଲିସ…

କେମିତି ସମୟର କରିବେ ସଦୂପଯୋଗ: ଜାଣିନିଅନ୍ତୁ ଏହି ଟିପ୍ସ

କାମରୁ ଫୁର୍‌ସତ୍‌ ପାଇଲେ ଅଧିକାଂଶ ମହିଳା ଗପର ପେଡ଼ି ଖୋଲିବସନ୍ତି, ଯାହାଦ୍ୱାରା କେବଳ ସମୟର ଅପଚୟ ହୁଏ। କିନ୍ତୁ ସେମାନେ ଚାହିଁଲେ ଫାଙ୍କା ସମୟକୁ ବିଭିନ୍ନ ଢଙ୍ଗରେ ଉପଯୋଗ କରିପାରିବେ। କାମରୁ ଟିକିଏ ଫୁର୍‌ସତ ମିଳିଲେ ନିଜ ମନ ପସନ୍ଦରେ କିଛି…

ରାଜ୍ୟରେ ହଇଚଇ: ମୋଦକ ଚୋରି, କହୁକହୁ ସତ କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୁରୀ,୨୪।୬: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ହାପ୍ରଭୁଙ୍କ ମୋଦକ ଚୋରି  ହୋଇଛି ଏହା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୭୦ଟି ମୋଦକ କମିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri