Home Left

“ଦକ୍ଷ ଭାରତୀୟମାନେ ଆମେରିକାକୁ ବହୁତ ଲାଭ ଦେଇଛନ୍ତି”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସ୍ ଏକ୍ସ’ର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ଦକ୍ଷ ଭାରତୀୟମାନଙ୍କୁ ନିଯୁକ୍ତି ଦେଇ ଆମେରିକା ବହୁତ ଲାଭବାନ ହୋଇଛି। ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ‘People by WTF’…

ବିରାଟଙ୍କ ଶତକରେ ଉତ୍ସବ ମନାଇଲେ ରୋହିତ ଶର୍ମା; ଡ୍ରେସିଂ ରୁମ୍‌ରୁ ପ୍ରତିକ୍ରିୟା ହେଲା ଭାଇରାଲ

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ରେକର୍ଡ଼ ୫୨ତମ ଶତକ ପରେ, ଡ୍ରେସିଂ ରୁମ୍‌ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ସାହପୂର୍ଣ୍ଣ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମାର୍କୋ ଜାନସେନ୍‌ଙ୍କ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ ଖବର ପରେ ମୁହଁ ଖୋଲିଲେ ବିରାଟ, ”ଖେଳିବା ଜାରି ରଖିବି”

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିବା ପରେ, ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ତାଙ୍କ ଟେଷ୍ଟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନକୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ମ୍ୟାଚ୍ ପରବର୍ତ୍ତୀ…

ଇତିହାସ ରଚିଲେ ରୋହିତ ଶର୍ମା; ସାହିଦ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ

ରାଞ୍ଚି,୩୦।୧୧: ଭାରତର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ…

ବିରାଟଙ୍କ ବିସ୍ଫୋରକ ଶତକ ବଳରେ ଭାରତର ରୋମାଞ୍ଚକର ବିଜୟ

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରବିବାର ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ…

ବରଗଡ଼ ଧନୁଯାତ୍ରା: ସରିଲା ଗୋପପୁର କଳାକାର ଚୟନ

ବରଗଡ଼,୩୦।୧୧(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ଗୋପପୁର କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୬ ମସିହା ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ୧୧ ଦିନିଆ ମହୋତ୍ସବ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ୍: କୁକୁର ନେଇ ପ୍ରବେଶକୁ କେନ୍ଦ୍ର କରି ସିକ୍ୟୁରିଟି ଗାର୍ଡଙ୍କ ସହ ହାତାହାତି

ଗଜପତି,୩୦।୧୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ରବିବାର ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ନିଜର ପୋଷା କୁକୁରକୁ ଧରି…

“ମୋ ସ୍ତ୍ରୀ ଅଧା-ଭାରତୀୟ, ପୁଅର ନାଁ ‘ଶେଖର'”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଟେସଲା ଏବଂ ସ୍ପେସ୍ ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍ ମସ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ପାର୍ଟନର ସ୍ତ୍ରୀ ଶିଭୋନ୍ ଜିଲିସ୍ ଅଧା-ଭାରତୀୟ। ଜେରୋଧା ପ୍ରତିଷ୍ଠାତା ନିଖିଲ କାମାଥଙ୍କ ‘WTF is?’ ପଡକାଷ୍ଟରେ ଯୋଗ ଦେଇ ମସ୍କ…

ଭାରତୀୟ ଯୁବକଙ୍କୁ ଏପରି ପରାମର୍ଶ ଦେଲେ ଏଲନ୍ ମସ୍କ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୦।୧୧: ସ୍ପେସ୍ ଏବଂ ଟେକ୍ ବିଲିୟନେୟାର ଇଲନ୍ ମସ୍କ ନିକଟରେ ଭାରତୀୟ ଉଦ୍ୟୋଗୀମାନଙ୍କୁ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି। “ବିଦ୍ରୋହୀ ହୁଅ” (Be a bully) ବୋଲି ପରାମର୍ଶ ଦେବା ସହିତ ସେ କହିଛନ୍ତି ଯେ ଯିଏ ନିଏ ତାହା ଠାରୁ…

ଭଡାଘରେ ରହୁଛନ୍ତି କି? ସରକାର ଆଣିଲେ ନୂଆ ନିୟମ, ଘର ମାଲିକଙ୍କୁ ଦେବାକୁ ପଡିବ…

ନୂଆଦିଲ୍ଲୀ,୩୦।୧୧:କେନ୍ଦ୍ର ସରକାର ଘର ଭଡ଼ା ନିୟମ 2025 କାର୍ଯ୍ୟକାରୀ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଭଡ଼ା ଘର ବଜାରକୁ ଅଧିକ ସୱଚ୍ଛ ଏବଂ ସଂଗଠିତ କରିବା। ଏହା ଘର ପାଇବାକୁ ସହଜ କରିବ ଏବଂ ମନଇଚ୍ଛା ଭଡ଼ା ବୃଦ୍ଧି, ଅଧିକ…

ବାରବାଟୀ T20 ମ୍ୟାଚ୍ ଟିକେଟ୍: ବିକ୍ରି ହେବ ୨୩,୦୦୦ରୁ ଅଧିକ ଟିକେଟ୍, ଜାଣନ୍ତୁ କେମିତି କିଣିବେ

କଟକ,୩୦।୧୧: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ T20 ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଡିସେମ୍ବର ୧ ଅର୍ଥାତ ସୋମବାର ଠାରୁ ଆରମ୍ଭ…

ବାରବାଟୀ T20 ମ୍ୟାଚର ପ୍ରଥମ ଟିକେଟ୍ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲା OCA

ପୁରୀ, ୩୦।୧୧: ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରବିବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯାଇଛି। OCA…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?