ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଛାତ୍ରଙ୍କ ସାମଗ୍ରୀ ଫେରେଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ
ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି…
ଦିନକ ପରେ ନେଇଥାନ୍ତେ ଚାକିରିରୁ ଅବସର: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗଞ୍ଜାମ,୨୮।୬(ବିଦ୍ୟାଧର ସାହୁ ): ଦିନକ ପରେ ନେଇଥାନ୍ତେ ଚାକିରିରୁ ଅବସର। ସୋମବାର ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ନିଜ ଚାକିରି ଜୀବନରୁ ଅବସର ନେଇଥାନ୍ତେ। କିନ୍ତୁ ବିଧିର ବିଧାନ ଶନିବାର ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସହକାରୀ…
ଡେଟିଂ ଆପ୍ରେ ଫସିଗଲେ ୬୩ ବର୍ଷୀୟ ବୃଦ୍ଧ: ମହିଳା ଦେଇଦେଲେ ଚକମା, ପରେ….
ଡେଟିଂ ଓ ଚାଟିଂ ଆପରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ବା ସମ୍ପର୍କ ଆରମ୍ଭ କରିବାକୁ ପ୍ରାୟ କେତେ ଜଣଙ୍କୁ ପସନ୍ଦ। ଏପରି କରି ବେଳେବେଳେ ସେମାନେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ତେବେ ବର୍ତ୍ତମାନର ଯୁବପିଢ଼ି ଏହି ଆପ୍କୁ ବହୂଳ…
‘୫୦୦ ଟଙ୍କା ନେଇ କାହା ସହ ବୁଲି ଯାଇଥିଲୁ?’ ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ
ରାଉରକେଲା,୨୮।୬(ସଂଗୀତା ଜେନା): ଦକ୍ଷିଣ ରାଉରକେଲା ଜଳଦା “ଏ” ବ୍ଲକ ଅନ୍ତର୍ଗତ ଫେଟ୍ କଲ୍ ଛକ ସ୍ଥିତ ହାଟିନଟୋଲା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚରିତ୍ରକୁ ସନ୍ଦେହ ସହ ମାତ୍ର ୫ଶହ ଟଙ୍କା ପାଇଁ ସ୍ତ୍ରୀଙ୍କ ଜୀବନ ନେଇଯାଇଛନ୍ତି। ମୃତକ ହେଲେ…
ଜଗା ଦର୍ଶନ ପାଇଁ ଯାଉଥିଲେ: ଚଢ଼ିଗଲା ଆମ ବସ୍
ପିପିଲି,୨୮।୬: ପୁରୀ ଜିଲା ପିପିଲି ନିକଟରେ ଶନିବାର ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ ବସ୍ ଧକ୍କାରେ ୩ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ସ୍କୁଟିରେ ଭୁବନେଶ୍ବରରୁ ୩ଜଣ ଯୁବତୀ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ…
ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣ ଯାଏ… ଜୁଲାଇ ୧ରୁ ବଦଳିଯିବ ୪ ବଡ଼ ନିୟମ ! ଜାଣି ରଖନ୍ତୁ
ନୂଆଦିଲ୍ଲୀ,୨୮।୬: ଜୁଲାଇ ଆରମ୍ଭ ହେବାକୁ ଆଉ ଦୁଇଦିନ ବାକି। ନୂଆ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ରେଳ ଟିକେଟ…
ସୁଧୁରିବ ନାହିଁ ପାକିସ୍ତାନ! ପୁଣି ଗଢିଲା ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଶିବିର
ଇସଲାମାବାଦ,୨୮।୬: ଭାରତର ଅପରେଶନ ସିନ୍ଦୂର ସମୟରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ଏବଂ ତାଲିମ ଶିବିରଗୁଡ଼ିକର ପୁନଃନିର୍ମାଣ କାର୍ଯ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି। ଏହି ପୁନଃନିର୍ମାଣ ପ୍ରକ୍ରିୟାରେ, ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା, ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏବଂ ସରକାରୀ…
ଯୁବକଙ୍କୁ ଘରକୁ ଡାକି କରିଥିଲେ ଏମିତି: ରାୟ ଶୁଣାଇଦେଲେ କୋର୍ଟ
ବ୍ରହ୍ମପୁର,୨୮।୬(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଦୌରା ଜଜ ଡ. ଭାଗ୍ୟଲଷ୍ମୀ ରଥ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ହତ୍ୟାକାରୀଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତି ହେଲେ ହଞ୍ଜିଳିକାଟୁ ଥାନା ଅନ୍ତର୍ଗତ…
ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ ପାଇଛି: ଗୌତମ ଆଦାନୀ
ପୁରୀ,୨୮।୬: ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଗୌତମ ଆଦାନୀ ପରିବାର ସହ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ୱର ବିଜୁ…
ପ୍ରଥମ ବିବାହରେ ନିର୍ଯାତନା ତ ଦ୍ୱିତୀୟ ବିବାହରେ ନିସନ୍ତାନ, ୧୨ବର୍ଷ ବୟସରେ ମାଆ ହେବାକୁ କାହିଁକି ଚାହୁଁଥିଲେ ଶେଫାଳି
ମୁମ୍ବାଇ, ୨୮।୬: ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓରେ ନିଜର ନୃତ୍ୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ୪୨ ବର୍ଷ ବୟସରେ ଶୁକ୍ରବାର ରାତିରେ ହୃଦଘାତ ଯୋଗୁଁ ଅଚାନକ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ସମସ୍ତଙ୍କୁ…
କୋଲକାତା ଆଇନ କଲେଜ ଗଣବଳାତ୍କାର ମାମଲାରେ ଚମକାଇ ଦେଉଛି ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ
କୋଲକାତା,୨୮।୬: ପଶ୍ଚିମବଙ୍ଗର ଏକ ଆଇନ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣବଳାତ୍କାର ମାମଲାରେ, ଡାକ୍ତରୀ ରିପୋର୍ଟରୁ ଜଣାପଡିଛି ଯେ ଅଭିଯୁକ୍ତ ପୀଡିତାଙ୍କ ସହିତ ବଳପୂର୍ବକ ଯୌନକ୍ରିୟା କରିଥିଲେ। ଡାକ୍ତରୀ ପରୀକ୍ଷା ପୀଡିତାଙ୍କ ସମସ୍ତ ଦାବିକୁ ନିଶ୍ଚିତ କରିଛି। ତଦନ୍ତରେ ପୀଡିତାଙ୍କ…
ପଦ୍ମଶ୍ରୀରେ ସମ୍ମାନୀତ କାର୍ତ୍ତିକ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ, ମହିଳା କହିଲେ ଗର୍ଭପାତ ବି କରାଇଛନ୍ତି
ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ବେଲଡାଙ୍ଗାର ଭାରତ ସେବାଶ୍ରମ ସଂଘର ମୁଖ୍ୟ ସ୍ବାମୀ ପ୍ରଦୀପ୍ତାନନ୍ଦ ଓରଫ କାର୍ତ୍ତିକ ମହାରାଜଙ୍କ ବିରୋଧରେ ଜଣେ ମହିଳା ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ କହିଛନ୍ତି ଯେ କାର୍ତ୍ତିକ ମହାରାଜ ତାଙ୍କୁ ସରକାରୀ…
Archives


