ଆସିଲା ଶେଫାଳିଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୃତ୍ୟୁ ରାତିରେ ସ୍ବାମୀ…
ମୁମ୍ବାଇ, ୨୮।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜାରିୱାଲା, ଯିଏ ‘କାଣ୍ଟା ଲାଗା’ ମ୍ୟୁଜିକ ଭିଡିଓ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ, ଶୁକ୍ରବାର ରାତିରେ ମାତ୍ର ୪୨ ବର୍ଷ ବୟସରେ ମୁମ୍ବାଇରେ ଅଚାନକ ମୃତ୍ୟୁବରଣ କରିଛନ୍ତି। ପ୍ରାଥମିକ…
ନୂଆ ର ମୁଖ୍ୟ ହେଲେ ଆଇପିଏସ ପରାଗ ଜୈନ, ଅପରେଶନ ସିନ୍ଦୂରରେ ନେଇଥିଲେ ମୁଖ୍ୟ ଭୂମିକା
ନୂଆଦିଲ୍ଲୀ,୨୮।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ପ୍ରଦାନ କରିଥିବା ବିମାନ ଗବେଷଣା କେନ୍ଦ୍ର (ARC)ର ମୁଖ୍ୟ ପରାଗ ଜୈନଙ୍କୁ ନୂତନ R&AW ମୁଖ୍ୟ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପରାଗ ଜୈନ ହେଉଛନ୍ତି…
ପାକିସ୍ତାନକୁ ଲାଗିଲା ଜବରଦସ୍ତ ଝଟକା, ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର
ଇସଲାମାବାଦ,୨୮।୬: ଶନିବାର ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ସେନା ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏକ ସାମରିକ…
ରାଜ୍ୟରେ ୪ ପର୍ଯ୍ୟନ୍ତ ବର୍ଷା : ଗୋଟିଏ ନୁହେଁ ଆସୁଛି ଦୁଇଦୁଇଟି ଲଘୁଚାପ
ଭୁବନେଶ୍ୱର,୨୮।୬: ରାଜ୍ୟରେ ଜୁଲାଇ ୪ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଉ ୨ଟି ଲଘୁଚାପ ଆସୁଛି। ଏ ନେଇ ରାଜ୍ୟରେ ବର୍ଷା ଲାଗିରହିବ। ସାରା ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରିଛି ପାଣିପାଗ ବିଭାଗ। ଅଧିକ ବର୍ଷା ନେଇ ବହୁ…
ଛାତ୍ରଙ୍କ ପୋଷାକ ଏଣେତେଣେ ଫିଙ୍ଗିଦେଲେ, ଆଦିବାସୀ ଛାତ୍ରାବାସରେ ଛାତ୍ରଙ୍କ ପ୍ରତି ନିର୍ଯ୍ୟାତନା
ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ…
୧୦ ଲକ୍ଷ ପୁରସ୍କାର ଘୋଷିତ ୬ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ଥିବା ବେଳେ ସମସ୍ତେ…
ବିଶ୍ୱର ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ବିବାହରେ ଭାରତରୁ ମାତ୍ର ଜଣଙ୍କୁ ମିଳିଥିଲା ନିମନ୍ତ୍ରଣ: ଜାଣନ୍ତୁ ସେ କିଏ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଜେଫ ବେଜୋସ ଜୁନ୍ ୨୭ରେ ଇଟାଲୀରେ ତାଙ୍କ ପ୍ରେମିକା ଲରେନ ସାଞ୍ଚେଜଙ୍କୁ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ ହଲିଉଡ ଠାରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଯୋଗ…
ଛାତ ଉପରକୁ ଯାଇଥିଲେ ପୁଅ, ଦାଦା ଦେଖିଲା ବେଳକୁ ଲାଗିଥିଲେ ବିଦ୍ୟୁତ୍ ତାରରେ ପରେ…
ଧର୍ମଶାଳା,୨୮।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସୂଚନା ମୁତାବକ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍ ପ୍ରକାଶ ସାହୁ ବୟସ ପାଖାପାଖି…
ସ୍ତ୍ରୀ ଛାଡପତ୍ର ଦେବାରୁ ଏମିତି କଲେ ସ୍ବାମୀ: ପୂରା ଟ୍ରେନରେ…
ସ୍ତ୍ରୀ ଛାଡପତ୍ର ଦେବାରୁ ପୂରା ଟ୍ରେନରେ ନିଆଁ ଲଗାଇଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ କୋରିଆରେ। ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଛାଡପତ୍ରରେ ନିରାଶ ହୋଇ ଏକ ମେଟ୍ରୋ ଟ୍ରେନ ବଗିରେ ନିଆଁ ଲଗାଇ ଦେଇଥିଲେ।…
ରଥଟଣା ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କଲେ ନବୀନ, କହିଦେଲେ ଏହି ବଡ଼ କଥା…
ଭୁବନେଶ୍ୱର,୨୮ା୬: ରଥଟଣା ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି…
୮୫ ମଣ୍ଡିରେ ପଡିରହିଛି ୨ ଲକ୍ଷରୁ ଊଦ୍ଧର୍ବ କୁଇଣ୍ଟାଲ ଧାନ
ଭବାନୀପାଟଣା,୨୮ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରବି ଧାନ ଅମଳ କରି ବିକ୍ରି ପାଇଁ ଚାଷୀମାନେ ମଣ୍ଡିରେ ରଖିଛନ୍ତି। ହେଲେ ମଣ୍ଡିରୁ ଧାନ ଠିକ୍…
ମୋ ସହ ଗୋଟିଏ ରାତି ବିତାଅ, ୪୦,୦୦୦ ମିଳିବ: ବୋହୂଙ୍କୁ ଏମିତି ଅଫର୍ ଦେଲେ ଶ୍ୱଶୁର, ପୁଅ ଜାଣିବା ପରେ…
ଆଗ୍ରା,୨୮।୬: ସମାଜରେ ଶ୍ୱଶୁର-ବୋହୂ ସମ୍ପର୍କକୁ ପବିତ୍ର ବୋଲି ଧରାଯାଏ। ଉତ୍ତର ପ୍ରଦେଶର ଆଗ୍ରାରେ କିନ୍ତୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶ୍ୱଶୁର ବୋହୂକୁ ଏମିତି ପ୍ରସ୍ତାବ ଦେଲେ ଯେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଅତିଷ୍ଠ ହୋଇ ସେ…
Archives


