Home Left

ସୁରକ୍ଷା ଚିନ୍ତାରେ ବିସିସିଆଇ: ବାଂଲାଦେଶ ଟୁର୍‌ ହୋଇପାରେ ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ଭାରତୀୟ କ୍ରିକେଟ ଦଳର ଆସନ୍ତା ବାଂଲାଦେଶ ଟୁର୍‌ ସ୍ଥଗିତ ରଖାଯାଇ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହି ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି। ଶେଖ୍‌ ହସିନାଙ୍କ ସରକାର ବିତାଡ଼ିତ ହେବାପରେ ଦେଶରେ ଅସ୍ଥିରତା…

ଡୁରାଣ୍ଡ କପ୍‌ ଟ୍ରଫି ଉନ୍ମୋଚିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୪ା୭: ଏସିଆର ପୁରାତନ ଡୁରାଣ୍ଡ କପ୍‌ର ୧୩୪ତମ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରିବେ। ଇଣ୍ଡିଆନ ଆର୍ମି ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ୫ଟି ରାଜ୍ୟରେ ଜୁଲାଇ ୨୩ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱର ଏହି…

ଗୋରୁଙ୍କୁ ଖାଇବାକୁ ଦେଉଥିବାବେଳେ ଗୁହାଳ ଉପରେ ଉପୁଡ଼ି ପଡ଼ିଲା ଗଛ, ପ୍ରଚଣ୍ଡ ଶବ୍ଦ ଶୁଣି ବୃଦ୍ଧ…

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନରେ ବହୁ ପୁରୁଣା କଇଥ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…

ବିଭିନ୍ନ ସ୍ଥାନରେ ରହିଛି ଜମି; ଲକ୍ଷାଧିକ ଟଙ୍କାର… ଗିରଫ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ସମ୍ପତ୍ତି ବିଷୟରେ ଜାଣିଲେ

ଭୁବନେଶ୍ୱର,୪।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଛି। ଗୁରୁବାର ସଂଧ୍ୟାରେ ସେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ, ପରେ ତାଙ୍କୁ ଗିରଫ କରାଯାଇ…

ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ…

ଆନନ୍ଦପୁର,୪ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରାରେ ଗୁଳି ଫୁଟିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ମେଡିକାଲ ରୋଡ୍‌ରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନ୍‌ର ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟିଥିଲା। ତେବେ…

ୟୁନୁସ ସରକାରଙ୍କ ଏକଛତ୍ରବାଦୀ ଶାସନ, ଗଣମାଧ୍ୟମ ଉପରେ ଲଗାଇଲେ ଅଙ୍କୁଶ

ଢାକା,୪।୭: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରରେ ଗଣମାଧ୍ୟମ ସ୍ବାଧୀନତା ଉପରେ କଟକଣା ଲଗାଯାଇଛି। ପ୍ରତିବନ୍ଧକ ଆଇନ ଏବଂ ରାଜନୈତିକ ଚାପ ଦ୍ୱାରା ଦେଶରେ ଗଣମାଧ୍ୟମ ସ୍ବାଧୀନତା ସୀମିତ ହୋଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଏବଂ UNESCOର ଏକ…

ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚାଇନାକୁ କଡ଼ା ଚେତାବନୀ ଦେଲେ ତିବ୍ଦତର ନିର୍ବାସିତ ରାଷ୍ଟ୍ରପତି

ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ ଏହାର ଅନୁମୋଦନ ନେବାକୁ ପଡିବ। ଚାଇନା କହିଛି ଯେ ଦଲାଇ ଲାମା ଏବଂ…

ସ୍ବାମୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ପ୍ରେମିକଙ୍କ ସହ କୋର୍ଟରେ ପହଞ୍ଚିଲେ ମହିଳା, ତା’ ପରେ ଯାହା ହେଲା…

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣେ ଏପରି ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯିଏକି ଦିନେ ସ୍ବାମୀଙ୍କ ଠାରୁ ଛାଡପତ୍ର ନେବାକୁ ନିଜ ବୟଫ୍ରେଣ୍ଡଙ୍କ ସହ କୋର୍ଟରେ ପହଞ୍ଚିଥିଲେ। ଏହି ଘଟଣା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଅଭିନେତ୍ରୀ ଆଉ କେହି…

ପୁରୀରେ ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ,୪ା୭: ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ…

ଗିଲ୍‌ଙ୍କ ଦ୍ୱିଶତକ ଦେଖି ଖୁସିରେ ଏମିତି କହିଦେଲେ ସଚିନ: ୟୁଜର୍ସ କହିଲେ, କେବେ ଜ୍ୱାଇଁ କରିବେ

ବର୍ମିହାମ,୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁବମନ ଗିଲ ୨୬୯ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୧୦ରୁ ଅଧିକ ରେକର୍ଡ କରିଥିଲେ। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ…

ଶାଶୁ କରିଦେଲେ ଏମିତି ଭୁଲ୍‌, ଛାଡ଼ିଲେନି ବୋହୂ: ୨୪ ଦିନ ପରେ….

ପାଟନା,୪।୭: ବିହାରର ନୱାଡାରୁ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଛି। ତଦନ୍ତ ପରେ ଜଣାପଡିଛି ଯେ, ମହିଳା ଜଣକ ୨୪ ଦିନ ଧରି ନିଖୋଜ ଥିଲେ। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅନ୍ୟ…

କେମିତି ଅଛନ୍ତି କେସିଆର, ଡାକ୍ତର ଦେଲେ ଅପଡେଟ

ହାଇଦ୍ରାବାଦ,୪।୭: ଶୁକ୍ରବାର ହାଇଦ୍ରାବାଦର ପ୍ରସିଦ୍ଧ ଯଶୋଦା ହସ୍ପିଟାଲ ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ ନେତା କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଏକ ନୂଆ ବୁଲେଟିନ ଜାରି କରିଛି। ହସ୍ପିଟାଲ କହିଛି ଯେ କେସିଆରଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri