Home Left

୪ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା,୪।୭: ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡରେ ସଂଶି୍ଲଷ୍ଠ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା…

ସ୍ପିନିଂ ମିଲ୍‌ରୁ ଚୋରି, ୫ କୋର୍ଟ ଚାଲାଣ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲ୍‌ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ…

ନିଜ ଗୋଡ଼ରେ କୁରାଢି ମାରିଲେ ଟ୍ରମ୍ପ: ଏବେ ଚାଇନା ହୋଇଯିବ ସୁପରପାଓ୍ବାର

ଓ୍ବାଶିଂଟନ୍‌,୪।୭: ଆଜିକାଲି ଆମେରିକାରେ ‘ୱାନ ବିଗ ବିୟୁଟିଫୁଲ ବିଲ’ ବିଷୟରେ ବହୁତ ଆଲୋଚନା ହେଉଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ସଫଳତା ବୋଲି ମଧ୍ୟ ବିବେଚନା କରାଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏହି ବିଲ ପାରିତ ହୋଇଥିଲା, ଯାହାକୁ…

କ୍ୱିଭ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଯାହା ପୂର୍ବରୁ କେବେ ଦେଖି ନ ଥିବେ

କ୍ୱିଭ,୪।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ପର୍ଯ୍ୟନ୍ତୁ ଥମିବାର ନାଁ ନେଉନି। ଶୁକ୍ରବାର ରାତିରେ ରୁଷିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସହିତ କ୍ୱିଭକୁ ନିରନ୍ତର ଆକ୍ରମଣ କରି ଟାର୍ଗେଟ କରିଥିଲା, ଯେଉଁଥିରେ ୨୩ ଜଣ ଆହତ…

୮ରେ ଭାଜପା ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର,୪ା୭: ଭାଜପା ରାଜ୍ୟ ସଭାପତି ନିର୍ବାଚନ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭାଜପା ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ, ୭ରେ ନାମାଙ୍କନପତ୍ର ଦାଖଲ, ୮ରେ ରାଜ୍ୟ ସଭାପତି…

ସବୁଜିମାରେ ଭରିବ ଲଣ୍ଡା ପାହାଡ଼: ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ

ରାଇକିଆ,୪ା୭(ପ୍ରଦୀପ ବେହେରା): ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଇକିଆ ବନାଞ୍ଚଳ ତରଫରୁ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି। ଶୁକ୍ରବାର କିଲୁଣ୍ଡି ଲଣ୍ଡା ପାହାଡ଼ର ୧୦…

ପୁଣି ଜାମିନ ଆବେଦନ କଲେ ଜଗନ୍ନାଥ, ଖାରଜ କଲେ କୋର୍ଟ

ଭୁବନେଶ୍ୱର,୪ା୭: ଗିରଫ ହୋଇଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଗତକାଲି ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ…

ବ୍ୟାଙ୍କ ଯାଉଥିଲା ବେଳେ ମହିଳାଙ୍କୁ ଧକ୍କାଦେଲା ସ୍କୁଲ ବସ୍‌ …

ରାୟଗଡ଼ା,୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା – ଜେକେପୁର ରାସ୍ତାରେ ସ୍କୁଲ ବସ ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ କୋଳନରା ବ୍ଲକ ଅନ୍ତର୍ଗତ ସୁରି ପଞ୍ଚାୟତ…

ଶରଧାବାଲି ଦଳାଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

  ଭୁବନେଶ୍ୱର,୪।୭: ପୁରୀ ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ…

କେସିଙ୍ଗା ସ୍ପିନିଂ ମିଲରୁ ଚୋରି: ୫ ଚୋର ସାଙ୍ଗରେ କବାଡିଆ ବି…

କେସିଙ୍ଗା,୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ର୍ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ…

ସ୍ତ୍ରୀଙ୍କୁ ଘରକୁ ଆଣିବେ ଶିକ୍ଷକ ସ୍ବାମୀ: ଥାନାରେ ହେଲା ଆପୋଷ ସମାଧାନ

ବାସୁଦେବପୁର,୪।୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ୱାର୍ଡର ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଦାବିରେ ଘରେ ରହିବାକୁ ଦେଉ ନ ଥିଲେ। ଘଟଣାକୁ ନେଇ ସ୍ତ୍ରୀ ତାଙ୍କ କରଞ୍ଜ ଆଦିଆସ୍ଥିତ ବାପ ଘରେ…

‘ମେରି ବଡି ମେଁ ସେନସେସନ୍’ ରିଲ୍‌ ପାଇଁ ଭାଇରାଲ୍ ହୋଇଥିବା ଯୁବତୀ କିଏ ?

ନୂଆଦିଲ୍ଲୀ: ପାକିସ୍ତାନର ଜଣେ ଇନଫ୍ଲୁଏନସର ଏଲିନା ଆମିରଙ୍କ ନାମ ଏବେ ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ସେ ତାଙ୍କର ଭାଇରାଲ୍ ହୋଇଥିବା ରିଲ୍ ‘ମେରି ବଡି ମେଁ ସେନସେସନ୍’ ସହିତ ସାମାଜିକ ମାଧ୍ୟମରେ ବହୁତ ଧମକ ସୃଷ୍ଟି କରିଛନ୍ତି। ଏହି ରିଲ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri