Home Left

ମୋ ଝିଅକୁ ଜାଳିଦେଲେ କହି ବାହୁନିବାହୁନି କାନ୍ଦୁଛି ମା’

ବାଲେଶ୍ୱର,୬।୭ : ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଟାଉନ ଥାନା ବଙ୍କାଖଜୁରି ଗାଁରେ।ଶାଶୁ ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକ। ଝିଅକୁ ଜାଳିଦେଇଥିବା କାନ୍ଦିକାନ୍ଦି କହିଲେ…

୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା

ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ରାଜା ୩ରଥରେ ଛେରାପହଁରା ନ କରିବାରୁ ୭ଶହ ବର୍ଷର ପରମ୍ପରା…

ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲନ ମସ୍କ, ଟ୍ରମ୍ପଙ୍କ ସହ ବିବାଦ ପରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୬।୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି।…

୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୬।୭ (ଅନୁରାଧା ମହାରଣା): ଆସନ୍ତା ୯ ତାରିଖରେ ସର୍ବଭାରତୀୟ ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ…

ଏସବୁ ପରିବାକୁ ତେଲରେ ଭାଜି ଖାଇଲେ ହୁଏ ନାନା ସମସ୍ୟା

ସାଧାରଣତଃ ନିତିଦିନ ଆମେ କିଛି ନା କିଛି ପରିବା ଖାଇଥାଉ। ହେଲେ ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କେଉଁ କେଉଁ ପରିବାକୁ ତେଲରେ ଭାଜି ଖାଇଲେ ରୋଗ ସୃଷ୍ଟି ହୋଇଥାଏ ତାହା ହୁଏତ ଜାଣି ନ ଥିବେ। ଆମେ ଆପଣଙ୍କୁ…

ବର୍ମିଂହାମ ଟେଷ୍ଟ: ଦୃଢ଼ ସ୍ଥିତରେ ଭାରତ

ବର୍ମିଂହାମ, ୫।୭: ଅଧିନାୟକ ଶୁବମନ ଗିଲ୍‌ଙ୍କ କ୍ରମାଗତ ଶତକ ଏବଂ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ବର୍ମିଂହାମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ଅଧିନାୟକ…

୧୧ ଝିଅଙ୍କ ବିବାହ ପାଇଁ ସାକ୍ଷାତକାରରେ ସାମିଲ ହେଲେ ୧୯୦୦ ଯୁବକ, ଦେଖନ୍ତୁ କେମିତି ହେଲା ଫାଇନାଲ

ଜୟପୁର,୫।୭: ରାଜସ୍ଥାନରେ, ୧୯୦୦ ଯୁବକ ୧୧ ଜଣ ଝିଅଙ୍କ ସହିତ ବିବାହ ପାଇଁ ଆବେଦନ କରିଥିଲେ, ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ଯୁବକମାନଙ୍କ ପରିବାର ଏବଂ ବ୍ୟବସାୟ ଦେଖାଯାଇଥିଲା। ମନୋନୀତ ପୁଅମାନଙ୍କ ବିଷୟରେ ଝିଅମାନଙ୍କ ମତାମତ ନିଆଯାଇଥିଲା ଏବଂ ସେମାନଙ୍କ ସମ୍ମତି ପରେ…

ଆମେରିକାରେ ଚମକିଲେ ଓଡ଼ିଆ ଯବାନ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତନରଡା ଆଇଆର୍‌ବି ୮ମ ସ୍ବତନ୍ତ୍ର ବାଟାଲିୟନର ଯବାନ ଅଶୋକ ଦଣ୍ଡସେନା ଆମେରିକାର ବର୍ମିହୋମରେ ଚାଲିଥିବା ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଚମକିଲେ । ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଦଣ୍ଡସେନା ଭାଗ…

ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ…

ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।…

ମ୍ୟାଚ୍‌ ବେଳେ ମଇଦାନକୁ ପଶି ଆସିଲା କୁକୁର, ତା’ ପରେ ଯାହା ହେଲା…

ନୂଆଦିଲ୍ଲୀ,୫।୭: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି ଯେଉଁଥିରେ ଅଷ୍ଟ୍ରେଲିଆ ୧୫୯ ରନରେ ବିଜୟୀ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ୍‌ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦୃଢ଼…

VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା

ବର୍ମିଂହାମ,୫।୭: ବର୍ମିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଟିମ ଇଣ୍ଡିଆର ଉପ-ଅଧିନାୟକ ରିଷଭ ପନ୍ତଙ୍କ ଅସାଧାରଣ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଥିଲା। ଏହି ସମୟରେ ପନ୍ତ ଏପରି କିଛି କରିଥିଲେ ଯାହା ଯୋଗୁ…

ବୈବାହିକ ଜୀବନରେ ଝଡ଼ ନା ଆଉ କିଛି! ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରଣବୀର ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ନିଜର ଅଭବ ଡ୍ରେସିଂ ଷ୍ଟାଇଲ୍‌ ସହ ଅଭିନୟକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ବଡ଼ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟଗୁଡ଼ିକ ହଟାଇ ଦେଇଛନ୍ତି। ଜନ୍ମଦିନର ଗୋଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri