ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ପ୍ରସୂତି ଛୁଟି ପାଇବାକୁ ହକଦାର: ଓଡ଼ିଶା ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,୬ା୭: ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ମଧ୍ୟ ପ୍ରସୂତି ଛୁଟି ପାଇବାକୁ ହକଦାର। ନିଯୁକ୍ତିର ପ୍ରକାର ଆଧାରରେ ଏହି ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ପୁନରାବୃତ୍ତି କରିଛନ୍ତି।…
ସେନା ଡାକ୍ତରଙ୍କ ଅବିଶ୍ୱସନୀୟ ସାହାଯ୍ୟ: ହେୟାର କ୍ଲିପ୍, ପକେଟ୍ ଛୁରୀରେ ରେଳ ପ୍ଲାଟଫର୍ମରେ ହେଲା ଶିଶୁକନ୍ୟାର ଜନ୍ମ
ଝାନ୍ସୀ,୬ା୭: ଝାନ୍ସୀ ରେଳ ଷ୍ଟେସନର ପ୍ଲାଟଫର୍ମରେ ଏକ ଅବିଶ୍ୱସନୀୟ ଘଟଣାରେ ଜଣେ ଯୁବ ସେନା ଡାକ୍ତର ହେୟାର କ୍ଲିପ୍ ଓ ପକେଟ୍ ଛୁରୀ ବ୍ୟବହାର କରି ଜଣେ ଗର୍ଭବତୀ ମହିଳାଙ୍କର ଶିଶୁକନ୍ୟାର ଜନ୍ମ ସଫଳତାର ସହ ସମ୍ପନ୍ନ କରାଇଛନ୍ତି। ଏହି ଘଟଣା…
ଟ୍ରାଫିକ ପୋଲିସ ସାଜିଲେ ସିଦ୍ଧାନ୍ତ ମହାପାତ୍ର, ଅମାନିଆ ଚାଳକଙ୍କ ସହ କଲେ ଏମିତି
ଭୁବନେଶ୍ୱର,୬ା୭: ରାଜଧାନୀ ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ହେଲମେଟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ବିଧାୟକ ମହାପାତ୍ର ଟ୍ରାଫିକ ପୋଲିସ ବେଶରେ ନିଜେ ଉପସ୍ଥିତ ରହି ଦୁଇ ଚକିଆ ଗାଡ଼ି ଚାଳକମାନଙ୍କୁ ହେଲମେଟ…
ବିନିକାରେ ବାହୁଡ଼ାଯାତ୍ରାରେ ଅଘଟଣ: ରଥରେ ଚାପି ହୋଇ ୬ ଆହତ, ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ
ବିନିକା,୬ା୭: ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆହତମାନଙ୍କ…
କାନ୍ଥ ପଡ଼ି ୨ ମହିଳାଙ୍କ ଜୀବନ ଗଲା, କୁନି ଝିଅ ଗୁରୁତର
ନୂଆପଡ଼ା,୬ା୭(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ଅଧୀନସ୍ଥ ଶିଲଭା ପଞ୍ଚାୟତ ପଟପରପାଲି ଗାଁରେ ରବିବାର କୁକୁଡ଼ା ଫାର୍ମ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଟପରପାଲି ଗାଁର ରୂପେ ଶବର…
ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା
ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ଜନସ୍ବାସ୍ଥ୍ୟ…
ଜବରଦସ୍ତ ସରକାରୀ ଯୋଜନା! କୃଷକଙ୍କୁ ମାସକୁ ମିଳିବ ୩୦୦୦ ପେନସନ, ଜାଣନ୍ତୁ କିଭଳି କରିବେ ଆବେଦନ
ନୂଆଦିଲ୍ଲୀ,୬।୭: କେନ୍ଦ୍ର ସରକାର କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ପିଏମ୍ କିଶାନ ମାନଧନ ଯୋଜନା ଚଳାଉଛନ୍ତି। ଏହି ଯୋଜନାରେ ବହୁତ କମ୍ ଟଙ୍କା ଯୋଗଦାନ କରି (୫୫ରୁ ୨୦୦ ଟଙ୍କା ମାସକୁ) ୬୦ ବର୍ଷ ବୟସ ପରେ୩୦୦୦ ଟଙ୍କା ପେନସନ…
ମୃତ ଶିଶୁ ପ୍ରସବ ପରେ ମା’ର ମୃତ୍ୟୁ: ନର୍ସିଂହୋମ୍ରେ ଉତ୍ତେଜନା
କେନ୍ଦ୍ରାପଡ଼ା,୬ା୭: କେନ୍ଦ୍ରାପଡ଼ା ଜିଲାର ଏକ ଘରୋଇ ନର୍ସିଂହୋମ୍ରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଟାଉନ ଥାନା ବଳଗଣ୍ଡିସ୍ଥିତ ଏକ ନର୍ସିଂହୋମ୍ରେ ପ୍ରସୂତି ଜଣକ ଏକ ମୃତ ଶିଶୁ ପ୍ରସବ କରିବାର କିଛି ସମୟ ଭିତରେ ସେ ଆଖି…
ଦୁର୍ଘଟଣା ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ହେବ
ନୂଆପଡ଼ା,୬ା୭ (ମକାରୁ ବେମାଲ)-ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଜିଲା ରାଜସ୍ବ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର…
ନିୟମ ଭାଙ୍ଗିଲେ ଗିଲ? ବର୍ମିଂହାମ ଟେଷ୍ଟରେ ଅଧିନାୟକ ଏଭଳି କରିବାକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ,୬।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଏବଂ ଦ୍ୱିତୀୟ ଇନିଂସରେ ଶତକ ମାରି ଇତିହାସ ରଚିିଛନ୍ତି। କିନ୍ତୁ ଏହାପରେ ସେ ବର୍ମିଂହାମରେ ନିୟମ ଭାଙ୍ଗିଥିବା କୁହାଯାଉଛି। ଏବେ ପ୍ରଶ୍ନ ହେଉଛି, ଗିଲ…
ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ…
ଦିଗପହଣ୍ଡି,୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଗାଁ ଉସ୍ତପଲ୍ଲୀ ଗାଁରେ ହଇଜା ପ୍ରଭାବରେ ୧୦ରୁ ଊଦ୍ଧର୍ବ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…
ଦ୍ରୁତଗତିରେ ଆସି ଦୋକାନ ଘର ଭିତରେ ପଶିଗଲା କାର୍, ଜଣେ ଗୁରୁତର
ଭଞ୍ଜନଗର,୬ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ରାସ୍ତାରେ ରବିବାର ଅପରାହ୍ନ ୧ଟା ସମୟରେ ଏକ କାର ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଭଞ୍ଜନଗର ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭର ଗୋରା ଚାନ୍ଦ ପଟ୍ଟନାୟକ(୬୫) ଗୁରୁତର…
Archives


