ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP ସହିତ ମିଶି ଭାରତର ସବୁଠାରୁ ବଡ଼ ଫ୍ଲାଇଟ ଟ୍ରେନିଂ ଓ ସିମୁଲେସନ କମ୍ପାନୀ Flight Simulation Technique Centre Pvt Ltd (FSTC)ରେ ଅଧିକାଂଶ ସ୍ଟେକ କିଣିବାକୁ ଚୁକ୍ତି ସାଇନ କରିଛନ୍ତିି। ଏହି ଡିଲର ଏନ୍ଟରପ୍ରାଇଜ ଭାଲ୍ୟୁ ୮୨୦ କୋଟି, ଯାହା ଆଡାନୀର ଏଭିଏସନ କ୍ଷେତ୍ରରେ ଏକ ରଣନୀତିକ ପଦକ୍ଷେପ ଭାବେ ଦେଖାଯାଉଛି।

ଏହି ଅଧିଗ୍ରହଣ ମାଧ୍ୟମରେ ଆଡାନୀ ଗ୍ରୁପ ଏଭିଏସନ ସର୍ଭିସେସରେ ଏକ ସମ୍ପୂର୍ଣ୍ଣ ଇଣ୍ଟିଗ୍ରେଟେଡ ପ୍ଲାଟଫର୍ମ ଗଢ଼ିବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ MRO (ମେଣ୍ଟେନାନ୍ସ, ରିପେୟାର୍‌ ଓ ଓଭରହଲ)ରୁ ଆରମ୍ଭ କରି ଫ୍ଲାଇଟ ଟ୍ରେନିଂ ଓ ସିମୁଲେସନ ପଯ୍ୟନ୍ତ ସମେତ ସିଭିଲ ଏବଂ ରକ୍ଷା କ୍ଷେତ୍ରରେ ସେବା ପ୍ରଦାନ କରାଯିବ। FSTCରେ ୧୧ଟି ଅଡଭାନ୍ସ ଫ୍ଲାଇଟ ସିମୁଲେଟର୍‌ ଓ ୧୭ଟି ଟ୍ରେନିଂ ଏରପ୍ଲେନ ରହିଛି, ଯାହା କମର୍ସିଆଲ ପାଇଲଟ ଲାଇସନ୍ସ, ଟାଇପ ରେଟିଂ, ରିକରେଣ୍ଟ ଟ୍ରେନିଂ ଓ ସ୍ପେସାଲାଇଜ୍ଡ ସ୍କିଲ କୋର୍ସରେ ସମ୍ପୂର୍ଣ୍ଣ ପାଇଲଟ ଟ୍ରେନିଂ ପ୍ରଦାନ କରେ। ଏହି କମ୍ପାନୀ DGCA (ଡାଇରେକ୍ଟରେଟ ଜେନେରାଲ ଅଫ ସିଭିଲ ଏଭିଏସନ) ଓ EASA (ଇଉରୋପିୟନ ୟୁନିୟନ ଏଭିଏସନ ସେଫଟି ଏଜେନ୍ସି) ଦ୍ୱାରା ସାର୍ଟିଫାଇଡ। ଗୁରୁଗ୍ରାମ ଓ ହାଇଦ୍ରାବାଦ ରାଜ୍ୟ-ସ୍ତରୀୟ ସିମୁଲେସନ ସେଣ୍ଟର୍‌ ଚାଲାଏ। ଏହା ସହିତ ହରିଆଣାରେ ଭାରତର ସବୁଠାରୁ ବଡ଼ ଫ୍ଲାଇଂ ସ୍କୁଲ ସଞ୍ଚାଳନ କରେ।

କାହିଁକି ଏହି ଡିଲ ଗୁରୁତ୍ୱପୂର୍ଣ୍ଣ?
ଦେଶର ଏୟାରଲାଇନ୍ଗ କମ୍ପାନୀମାନେ ଆଗାମୀ କିଛି ବର୍ଷରେ ୧,୫୦୦ରୁ ଅଧିକ ଏରୋପ୍ଲେନ ଆସିବ। ଯାହା ସାର୍ଟିଫାଇଡ ପାଇଲଟଙ୍କର ଚାହିଦାକୁ ବୃଦ୍ଧି କରିବ। ଏହା ସହିତ ସରକାରଙ୍କର ପ୍ରତିରକ୍ଷା କ୍ଷେତ୍ରରେ ଅଡଭାନ୍ସ ଟ୍ରେନିଂ ଓ ମିଶନ ରିହର୍ସାଲକୁ ପ୍ରୋତ୍ସାହନ ଦେବା ନୂତନ ସୁଯୋଗ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?