ଗଛରେ ବାଇକ୍ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ
ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ ଏକ ନିମ୍ବ ଗଛରେ ପିଟି ହେବାରୁ ବାଇକ ଆରୋହୀ ଗୁରୁତର ହୋଇଥିଲେ। ବିଜାପଦର…
ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ
ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ ୪…
ସତର୍କ ସଙ୍କେତ ଉପରେ ବୈତରଣୀ
ଭଦ୍ରକ,୭ା୭: ଭଦ୍ରକ ଜିଲା ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି। ତେବେ ଏହି ନଦୀର ସତର୍କ ସଙ୍କେତ ୧୭.୮୩ ମି. ହୋଇଥିବାବେଳେ ସୋମବାର ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି। ସୂଚନା ଥାଉକି, ବୈତରଣୀ ନଦୀର…
ଆଜି ମହାପ୍ରଭୁଙ୍କ ଅଧରପଣା: ଅମୃତ ପାନ କରିବେ ଦେବାଦେବୀ-ଚଣ୍ଡୀଚାମୁଣ୍ଡା
ପୁରୀ,୭ା୭: ଆଜି ଅର୍ଥାତ୍ ସୋମବାର ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ଅଧରାମୃତ ପାନ କରିବେ ରଥରେ ଥିବା ପାଶର୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା। ଅପରାହ୍ନ ୪ଟା ୩୦ରୁ ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ୩୦ରେ…
କୁପୋଲା ମଡ୍ୟୁଲରେ ଶୁଭାଂଶୁ
ନୂଆଦିଲ୍ଲୀ/ଓ୍ବାଶିଂଟନ୍, ୭ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ର ୭ ଝରକାବିଶିଷ୍ଚ କୁପୋଲା ମଡ୍ୟୁଲରୁ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ କିଛି ଫଟୋ ଆସିଛି। ଭାରତ ସରକାରଙ୍କ ପକ୍ଷରୁ ରବିବାର ଏକ୍ସ’ରେ ଏହାକୁ ଶେୟାର କରାଯାଇଛି। ଫଟୋଗୁଡ଼ିକରେ ଶୁଭାଂଶୁ କୁପୋଲା ମଡ୍ୟୁଲରୁ…
ଏଇ ଭାରତରେ
ଲୋକଙ୍କ ଟାହିଟାପରା ଶୁଣି ଅନେକେ ଭାଙ୍ଗିପଡ଼ନ୍ତି, ହେଲେ ଆଉ କେତେକ ଏହାକୁ ନିଜର ସାମର୍ଥ୍ୟ କରିଦିଅନ୍ତି। ତା’ପରେ ସଫଳତା ଆପେ ଆପେ ମିଳିଯାଏ। ଠିକ୍ ଏମିତି କିଛି ଘଟିଛି ହର୍ଷ ଗୁପ୍ତାଙ୍କ ସହିତ। ମହାରାଷ୍ଟ୍ରର ଏହି ଯୁବକ ଏବେ ଆଇଆଇଟିର ଛାତ୍ର।…
କୃଷି କ୍ଷେତ୍ରରେ ଆତଙ୍କବାଦ
ବର୍ତ୍ତମାନର ଦୁନିଆରେ ମଣିଷ ଜାତିର ଅନ୍ୟତମ ପ୍ରଧାନ ଶତ୍ରୁ ହେଲା ଆତଙ୍କବାଦ। ଅଧିକାଂଶସ୍ଥଳେ ଏହା ମୂଳରେ ଥାଏ ଜାତିଧର୍ମ, ରାଜନୈତିକ, ଆଦର୍ଶଗତ ତଥା ଅନ୍ୟାନ୍ୟ ବିଦ୍ୱେଷ। ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଇସ୍ଲାମୀୟ ଆତଙ୍କବାଦୀମାନେ ଆମେରିକାରେ, ୨୦୦୮ ଏବଂ ୨୦୧୧ରେ…
କାବ୍ୟ ଚେତନାରେ ଅରଣ୍ୟ
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ବିଶ୍ୱାସ ବା ପ୍ରତ୍ୟୟର ପ୍ରାଣକେନ୍ଦ୍ର। ଜଗନ୍ନାଥଙ୍କୁ କେନ୍ଦ୍ରକରି ଏଠି ଗଢ଼ି ଉଠିଛି ନୂତନ ଦର୍ଶନ, ଚିନ୍ତାଧାରା, ସଂସ୍କୃତି ଓ କିମ୍ବଦନ୍ତୀ ଇତ୍ୟାଦି। କେଉଁ ପ୍ରାଚୀନ କାଳରୁ ଜଗନ୍ନାଥ ଚେତନା ଆଧାରରେ ପରିପୁଷ୍ଟ ହୋଇଛି ଉକତ୍ଳର ସାହିତ୍ୟ ଓ…
ଅଧିକ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଖାଉଛନ୍ତି କି? ଦେଖାଦେଇପାରେ ଏସବୁ ସମସ୍ୟା…
ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଏଣୁତେଣୁ ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଥାଏ ତେବେ ଏହା କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ବିଶେଷଭାବରେ ଜଣେ ବ୍ୟକ୍ତି ଫ୍ୟାଟ୍ଜାତୀୟ ଖାଦ୍ୟ ପ୍ରତି ଅଧିକ ସର୍ତକତା ଅବଲମ୍ବନ କରିବା ଦରକାର।…
ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ
ବର୍ମିଂହାମ, ୬।୭- ଅଧିନାୟକ ଶୁବମନ ଗିଲ୍ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ସିରିଜକୁ ୧-୧ରେ ବରାବର…
ଯାଜପୁର: NH -୧୬ରେ ଓଲଟିଲା ବସ୍; ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
ଧର୍ମଶାଳା,୬ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥରେ କୁଆଖିଆ ଥାନା ଅଧୀନ ମୂଳାପାଳ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ‘ସ୍ୱସ୍ତି ରଥ’ ନାମକ ଏହି ବସ୍ଟି କଟକରୁ ବରୀ ଅଭିମୁଖେ ଯାଉଥିବା ବେଳେ…
ମହାପ୍ରଭୁ ପିନ୍ଧିବେ କି ନୂଆ ଅଳଙ୍କାର ? ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୬ା୭: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନୂଆ ଅଳଙ୍କାର ପରିଧାନ କରାଇବା ନେଇ ଭକ୍ତଙ୍କ ମଧ୍ୟରେ ଦୀର୍ଘ ଦିନର ଆକାଂକ୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି ଯେ, ଏହି…
Archives


