ଯାଜପୁର: NH -୧୬ରେ ଓଲଟିଲା ବସ୍; ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
ଧର୍ମଶାଳା,୬ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥରେ କୁଆଖିଆ ଥାନା ଅଧୀନ ମୂଳାପାଳ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ‘ସ୍ୱସ୍ତି ରଥ’ ନାମକ ଏହି ବସ୍ଟି କଟକରୁ ବରୀ ଅଭିମୁଖେ ଯାଉଥିବା ବେଳେ…
ମହାପ୍ରଭୁ ପିନ୍ଧିବେ କି ନୂଆ ଅଳଙ୍କାର ? ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୬ା୭: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନୂଆ ଅଳଙ୍କାର ପରିଧାନ କରାଇବା ନେଇ ଭକ୍ତଙ୍କ ମଧ୍ୟରେ ଦୀର୍ଘ ଦିନର ଆକାଂକ୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି ଯେ, ଏହି…
ଭାରତର ଅର୍ଥନୀତି ୨୦୩୫ ସୁଦ୍ଧା ୯.୮୨ ଟ୍ରିଲିୟନ ଡଲାରରେ ପହଞ୍ଚିବ: ରିପୋର୍ଟ
ନୂଆଦିଲ୍ଲୀ,୬ା୭: ଭାରତୀୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାରମ୍ପାରିକ କ୍ଷେତ୍ର-ଆଧାରିତ ମଡେଲକୁ ଅତିକ୍ରମ କରି ମାନବୀୟ ଓ ଶିଳ୍ପ ଆବଶ୍ୟକତା ଉପରେ ଧ୍ୟାନ ଦେଇ ୨୦୩୫ ସୁଦ୍ଧା ୯.୮୨ ଟ୍ରିଲିୟନ ଡଲାରର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିପାରିବେ ବୋଲି ପିଡବ୍ଲ୍ୟୁସି ଇଣ୍ଡିଆର ଏକ ରିପୋର୍ଟରେ…
ସରିଲା ବାସି ବାହୁଡ଼ା ଯାତ୍ରା
ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରବିବାର ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ସମ୍ପନ୍ନ ହୋଇଛି। ଶନିବାର ଅପରାହ୍ନରେ ଧାଡି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କୁ ରଥାରୂଢ କରାଯାଇଥିଲା। ପରେ ରଥ ଉପରେ…
ଲଗାଣ ବର୍ଷାରେ ଫୁଲିଲା ବ୍ରାହ୍ମଣୀ
ରାଉରକେଲା,୬।୭(ସଙ୍ଗୀତା ଜେନା): ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଝାଡଖଣ୍ଡରେ ଥିବା ଡ୍ୟାମ୍ଗୁଡ଼ିକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏନେଇ କୋଏଲ, ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ନଦୀକୂଳ ତଳି ଅଞ୍ଚଳରେ…
ଆଇଇଡି ବ୍ଲାଷ୍ଟରେ ଜୀବନ ହାରିଲା ହାତୀ
ରାଉରକେଲା,୬।୭(ସଙ୍ଗୀତା ଜେନା): ପ୍ରାୟ ସପ୍ତାହ ତଳେ ଝାଡ଼ଖଣ୍ଡ-ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ଏକ ହାତୀ ଶାବକକୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା। ଗତ ଜୁନ୍ ୨୭ ତାରିଖରେ ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ଡ୍ରୋନ୍ ସର୍ବେକ୍ଷଣରେ ଉକ୍ତ ହାତୀ ଏକ ନାଳ…
ଓଡ଼ିଶା ଭାଜପା ସଭାପତି ନିର୍ବାଚନ: ଭୋଟର ତାଲିକା ପ୍ରକାଶ, ଏହିମାନେ ଦେବେ ଭୋଟ
ଭୁବନେଶ୍ୱର,୬।୭: ଓଡ଼ିଶା ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ମୋଟ ୨୭୩ ଜଣ ଭୋଟରଙ୍କ…
ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ ଭୋଇଙ୍କ…
ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ
ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି। ଏହା…
୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର
ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ସଫଳ କରିବା ନିମନ୍ତେ ଏଆଇଟିୟୁସି,…
ବିହାରରେ ଶିକ୍ଷକଙ୍କୁ ଅଭିଭାବକଙ୍କ ମାଡ଼: ଛାତ୍ରଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା
ଗୟା,୬।୭: ବିହାରର ଗୟା ଜିଲ୍ଲାରେ ଏକ ବିଦ୍ୟାଳୟରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ରାଗିଯାଇଥିବା ଅଭିଭାବକମାନେ ଜଣେ ଶିକ୍ଷକଙ୍କୁ ନିର୍ମମ ଭାବେ ପ୍ରହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଶିକ୍ଷକ ରାକେଶ ରଞ୍ଜନ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏହି…
ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର
ପୁରୀ,୫ା୭: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି। ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ ତଢାଉ ବେଶ ଅନ୍ୟତମ । ୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ…
Archives


