Home Left

ଲଗାଣ ବର୍ଷାରେ ଭାଙ୍ଗିଲା ମାଟିଘର

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଜିଲାରେ ଜନ ଜୀବନ ପ୍ରଭାବିତ ହୋଇଛି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ଗଳିକନ୍ଦିରେ ବର୍ଷାପାଣି ନିଷ୍କାସିତ ନ ହୋଇ ଜମି ରହିଛି। ଫଳରେ ଯାତାୟାତ ସମସ୍ୟା ଉପୁଜିଛି।…

ପରକୀୟା ପ୍ରୀତି ସମ୍ପର୍କ ଜାଣି ହିଂସାତ୍ମକ ହେଲେ ସ୍ୱାମୀ: କାଟିଦେଲେ ସ୍ତ୍ରୀ’ର ବେକ, ପ୍ରେମିକାର ଗୁପ୍ତାଙ୍ଗ

ଯାଜପୁର,୧୦।୭: ଯାଜପୁର ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଳହାଟ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉଭୟଙ୍କ ଗଳାରେ ଗଭୀର କ୍ଷତ ଦେଖାଦେଇଥିବା ବେଳେ ପୁରୁଷଙ୍କ ଗୁପ୍ତାଙ୍ଗ ମଧ୍ୟ…

ଏହି ସିରିଜରେ ଖେଳିବେ କୋହଲି-ରୋହିତ, BCCIର ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଆସନ୍ତା ମାସରେ ଦଳ ଏକ ODI ସିରିଜ ଖେଳିବ, ଯେଉଁଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ। ଏହି ODI ସିରିଜ ଶ୍ରୀଲଙ୍କା…

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୯ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଜଣେ ଯୁବକଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦୁଃଖଦ ମୃତ୍ୟୁ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କୁମୁ ଗ୍ରାମର ଭୁବନେଶ୍ୱର ବେଶ୍ରାଙ୍କ…

କାଲିଠୁ ମିଳି ନ ପାରେ ପେଟ୍ରୋଲ-ଡିଜେଲ! ହଇରାଣରେ ପଡ଼ିବେ ଗାଡ଼ି ଚାଳକ…

ଭୁବନେଶ୍ୱର, ୯।୭(ଅନୁରାଧା ମହାରଣା): ବିଭିନ୍ନ ଟ୍ରେଡ୍‌ ୟୁନିୟନ ଏବଂ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯୋଗୁ ତୈଳ ସେବା ପ୍ରଭାବିତ ହୋଇଛି। ଭାରତ ବନ୍ଦ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ କୌଣସି ଘୋଷଣା ହୋଇ ନ ଥିଲା। ମାତ୍ର…

୬ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ୟେଲୋ…

କାରରେ ଆସି ଗୁହାଳରୁ ନେଇଗଲେ ଛେଳି

ପାଟଣା,୯।୭(ବୀରକିଶୋର ଦାଶ):ଦିନ ଦ୍ୱିପ୍ରହରରେ କାରରେ ଆସିଲେ। ଗୁହାଳୁ ଛେଳି ନେଇ ଚାଲିଗଲେ । କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣି ଗ୍ରାମର ହୃଷିକେଶ ମହାନ୍ତଙ୍କ ଗୁହାଳୁ ବୁଧବାର ଅପରାହ୍ନରେ କାରରେ ଆସି ୩ ଛେଳି ଚୋରି କରିନେଇଛନ୍ତି। ଛେଳି ଗୁଡ଼ିକର ମୂଲ୍ୟ…

ବିଜେଡିକୁ ବଡ଼ ଝଟ୍‌କା: ଦଳରୁ ଇସ୍ତଫା ଦେଲେ…

ଭୁବନେଶ୍ୱର,୯।୭: ବିଜୁ ଜନତା ଦଳ(ବିଜେଡି)କୁ ବଡ଼ ଝଟ୍‌କା। ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା…

ଆପାର୍ଟମେଣ୍ଟରୁ ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ, ପ୍ରଶଂସକ ସ୍ତବ୍ଧ; ମୃତ୍ୟୁକୁ ନେଇ…

ଇସଲାମାବାଦ: ପାକିସ୍ତାନର ଖ୍ୟାତନାମା ଅଭିନେତ୍ରୀ ହୁମାଇରା ଅସଗର ଆଉ ନାହାନ୍ତି। କରାଚି ସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ କରାଯାଇଛି। ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପୋଲିସ ମୃତଦେହ ଜବତ କରିବା ବେଳକୁ ତାହା ଅଧିକାଂଶ…

ରାଷ୍ଟ୍ରୀୟ ପରିଷଦ ସଦସ୍ୟା ମମିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଟଣା,୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମର ବରିଷ୍ଠ ଭାଜପାନେତ୍ରୀ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ମଙ୍ଗଳବାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସକାଶେ ସାହାରପଡ଼ା…

ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ

ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ ଶୋଇଥାଆନ୍ତି,…

ସାରା ତେନ୍ଦୁଲକରଙ୍କ ମୁହଁକୁ ବି ଚାହିଁଲେ ନାହିଁ ଗିଲ, ଭାଇରାଲ Videoକୁ ନେଇ…

ନୂଆଦିଲ୍ଲୀ,୯।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଉଭୟଙ୍କୁ ଇଂଲଣ୍ଡରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଗିଲ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri