Home Left

ଠକିଦେଲେ ଠିକାଦାର: ଜିଲାପାଳଙ୍କ ନିକଟରେ ଫେରାଦ ହେଲେ କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା

ଦେବଗଡ,୨୯।୪(ଶଶାଙ୍କ ଶେଖର ଝାଙ୍କର): ଠିକାଦାରଙ୍କ ଠକାମିର ଶିକାର ହୋଇ ଏବେ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କ୍ଷତିଗ୍ରସ୍ତ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଅନୁନ୍ନତ…

ପାନୀୟଜଳ ସମସ୍ୟା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଦେବଗଡ଼,୨୯।୪,(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମପଞ୍ଚାୟତ ଫୁଲପଥରଖୋଳ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ନିମନ୍ତେ ଗ୍ରାମବାସୀ ଦେବଗଡ଼ ଜିଲାପାଳଙ୍କ ନିକଟରେ ଲିଖିତ ଗୁହାରୀ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପାନୀୟ ଜଳ ପାଇଁ…

ବିବାହ ପୂର୍ବରୁ ଯୁବତୀଙ୍କୁ ଅପହରଣ

ଘଷିପୁରା,୨୯l୪(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ଅଧୀନ ଦରଡ଼ିପାଳ ପଞ୍ଚାୟତ ଟୋଲକନାଣ୍ଡି ଅଞ୍ଚଳରୁ ବିବାହ ପୂର୍ବରୁ ଜଣେ ଯବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ…

ତୁର୍କୀର ପାକିସ୍ତାନ ପ୍ରେମ, ପଠାଇଲା ଗୋଳାବାରୁଦ, ଆସିଲା ରାଷ୍ଟ୍ରପତି Erdoganଙ୍କ ଜବାବ

ଅଙ୍କାରା,୨୯।୪: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭାରତ-ପାକିସ୍ତାନ ସମ୍ପର୍କରେ ଏକ ନୂତନ ଫାଟ ସୃଷ୍ଟି କରିଥିଲା। ଏହି ଆକ୍ରମଣରେ ୨୬ ଜଣ ନିରୀହ ଜନତା ପ୍ରାଣ ହରାଇଥିଲେ, ଯେଉଁମାନଙ୍କ ମଧ୍ୟରୁ…

ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ମୌ, ୨୯।୪: ଭୋଜପୁରୀ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ଲକ୍ଷ୍ମୌର ହଜ୍‌ରତଗଞ୍ଜ ଥାନାରେ ଦେଶଦ୍ରୋହ ସମେତ ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ନେହା ସୋସିଆଲ ମିଡିଆରେ ମୋଦି ସରକାରଙ୍କ ବିରୋଧରେ ଉତ୍ତେଜକ ପୋଷ୍ଟ କରିଥିଲେ।…

ଏଇ ଭାରତରେ

ବର୍ଜ୍ୟରୁ ଅବିକଳ ମୂର୍ତ୍ତି ତିଆରି କରୁଛନ୍ତି ବନ୍ଦନା ଜୈନ। ବସାଇର ଏକ ଷ୍ଟୁଡିଓରେ ଅଦକାରୀ କାର୍ଡବୋର୍ଡ ବକ୍ସ ବ୍ୟବହାର କରି ସେ ଏହିସବୁ ମୂର୍ତ୍ତି ତିଆରି କରୁଛନ୍ତି । କାର୍ଡବୋର୍ଡ ବକ୍ସଗୁଡ଼ିକୁ ଥରେ ବ୍ୟବହାର କରିବା ପରେ ସେସବୁକୁ ବାହାରେ ପିଙ୍ଗି…

ନିରଙ୍କୁଶ କୈଶୋର

ଲାଳୟେତ ପଞ୍ଚବର୍ଷାଣି ଦଶବର୍ଷାଣି ତାଡୟେତ/ପ୍ରାପ୍ତେତୁ ଷୋଡ଼ଶ ବର୍ଷେ ପୁତ୍ର ମିତ୍ରବତ୍‌ ଆଚରେତ’ -ଏହି ଆପ୍ତବାକ୍ୟଟିର ପରିଭାଷା ଯୁଗୋପଯୋଗୀ। ଅନ୍ୟଥା ସାମ୍ପ୍ରତିକ ପରିସ୍ଥିତି କିପରି ଲଗାମବିହୀନ କିଶୋର ମନଟିକୁ ଯୌବନର ଉଦ୍ଦାମତ୍ତାରେ ଉଡ଼ାଇ ଉଡ଼ାଇ ଅପରାଧ ଦୁନିଆରେ ପାଦଥାପିବା ପାଇଁ ଖୋରାକ ଯୋଗାଉଛି,…

ଭାଜପା ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା: ଅଡୁଆ ବଢ଼ିଲା

ଜଗତ୍‌ସିଂହପୁର,୨୯।୪(ପ୍ରମୋଦ କୁମାର ନାୟକ): ଦୀର୍ଘ ୩ ବର୍ଷ ପରେ ଜଗତ୍‌ସିଂହପୁର ପୌର ପରିଷଦ ରାଜନୈତିକ ସମୀକରଣ ଭିନ୍ନ ମୋଡ଼ ନେଇଛି। ପରିଷଦର ୧୪ ନମ୍ବର ୱାର୍ଡ ଭାଜପା କାଉନସିଲର ତଥା ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ…

ଭାଷା ସୁରକ୍ଷାରେ ଶାସକୀୟ ପ୍ରୋତ୍ସାହନ

ଇଂରାଜୀ ଭାଷା ଭାରତରେ ଏତେ ଲୋକପ୍ରିୟ ଓ ବହୁଳ ଆଦୃତ ହେବାର ପ୍ରମୁଖ କାରଣ ମଧ୍ୟରୁ ଶାସକୀୟ ପ୍ରୋତ୍ସାହନ ସର୍ବାଗ୍ରେ ରହିବ। ଇଂରେଜମାନଙ୍କ ପୂର୍ବରୁ ବହିରାଗତ ମୁସଲମାନ ଶାସକଙ୍କ ଶାସନ କାଳରେ ଆରବୀ ଭାଷା କ୍ୱଚିତ୍‌ ଲୋକ ଜାଣିଥିଲେ। କିନ୍ତୁ ଶାସକଗଣ…

ବାସ୍କେଟ ବଲ୍‌ କୋଚ୍‌ ଭୂମିକାରେ ଆମୀର

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରଠାରୁ ଅଭିନେତା ଆମୀର ଖାନ୍‌ ଅଭିନୟରୁ ଦୂରେଇ ରହିଛନ୍ତି। ତେବେ ଖୁବ୍‌ଶୀଘ୍ର ତାଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରେ ଦେଖିବାକୁ ମିଳିବ। ୨୦୦୭ରେ ରିଲିଜ୍‌ ହୋଇଥିବା ଆମୀରଙ୍କ ‘ତାରେ ଜମିନ ପର’ ଫିଲ୍ମର ଏହା…

ଘରଡିହ, ସ୍ଥାୟୀ ପଟ୍ଟା ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୯ା୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଘରଡିହ, ଦଖଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନକୁ କଡାକଡି ଲାଗୁ କରିବା ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

୬୫ ବର୍ଷ ହେଲା ଛୁଟି ନେଇନାହାନ୍ତିି ଶତାୟୁ ମହିଳା

ରୋମ: ଇଟାଲୀର ନେବ୍ୟୁନୋ ଗ୍ରାମରେ ରହୁଥିବା ଆନ୍ନା ପୋସି ୧୦୦ ବର୍ଷ ବୟସର ହୋଇଥିଲେ ମଧ୍ୟ ସେ ତାଙ୍କ କଫି ଦୋକାନରେ କାମ କରିବା ସହ ଲୋକଙ୍କୁ କଫି ପରସି ବହୁ ପ୍ରଶଂସା ସାଉଣ୍ଟୁଛନ୍ତି। ଇଟାଲୀର ସବୁଠାରୁ ବୟସ୍କା କଫି ଦୋକାନୀ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri