ସାତକୋଶିଆରେ ଚଢ଼ାଉ : ଶିକାରୀ ଗିରଫ
ବନ୍ତଳା, ୧ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ଶିକାର ପାଇଁ ପ୍ରସ୍ତୁତ ହେଉଥିବା କଟକ ନରସିଂହପୁର ଥାନା ଯାନିସାହି ଗ୍ରାମର ଅଶୋକ କୁମାର ପଣ୍ଡାଙ୍କୁ ବୁଧବାର ଗିରଫ ପରେ ଅନୁଗୋଳ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ସାତକୋଶିଆରେ…
ସର୍ଫରାଜଙ୍କ ଫିଟ୍ନେସ୍କୁ ଅଖତାରଙ୍କ ସମାଲୋଚନା
କାର୍ଡିଫ,୧।୬- ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍ନେସ୍କୁ ପ୍ରବଳ ସମାଲୋଚନା କରିଛନ୍ତି। ପାକିସ୍ତାନ ଦଳ ମାତ୍ର ୧୦୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହା…
ଭାରତ-ପାକ୍ ସୀମାରୁ ମିଳିଲା ୨୦ ବର୍ଷ ତଳର ଲ୍ୟାଣ୍ଡମାଇନ୍
ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାସ୍ଥିତ ଭାରତ-ପାକ୍ ସୀମାରେ ୨୦ ବର୍ଷ ତଳର ପୁରୁଣା ଲ୍ୟାଣ୍ଡମାଇନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପୋଲିସ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷିତ ରଖିଛି। ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯିବ…
ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର
ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ଭର୍ଜିନିଆ ସମୁଦ୍ରକୂଳରେ ଥିବା ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିଲା।…
ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ
ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେଣୁ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ…
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%
ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ ବୃଦ୍ଧି ଘଟି ୩୧୨ ପଏଣ୍ଟ ହୋଇଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୨୮ ପଏଣ୍ଟ…
ଦେଶରେ ବୀମା ପେନିଟ୍ରେଶନ ଜିଡିପିର ୦.୯% : ଏସ୍ବିଆଇ ଜେନେରାଲ ଏମ୍ଡି
ଭୁବନେଶ୍ୱର,୧-୬: ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ,ଅଣ ଜୀବନ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର…
ପିଜିଏଲ୍ ହୋଣ୍ଡାରେ ‘ହୋଣ୍ଡା ସିବିଆର୍ ୬୫୦ ଆର୍’ର ଡେଲିଭରି
ଭୁବନେଶ୍ୱର,୧।୬: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ବଜାରକୁ ଆସିଥିବା ନୂଆ ‘ହୋଣ୍ଡା ସିବିଆର୍ ୬୫୦ ଆର୍’ର ସ୍ଥାନୀୟ ପିଜିଏଲ୍ ହୋଣ୍ଡାଠାରେ ଡେଲିଭରି ପ୍ରଦାନ କରାଯାଇଛି। ଯାନଟିର ଏକ୍ସଶୋ’ରୁମ ବଜାର ଦର ୭.୭୦ ଲକ୍ଷ ଟଙ୍କା ରହିଛି।…
ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ
ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ। କାରଣ ନୀତୀଶଙ୍କ ମନ୍ତ୍ରିମଣ୍ଡଳର ଆଉ ୪ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଥିବାରୁ…
ମେଡ୍ ସର୍ଭିସ ହାୟର ଅନ୍ ଆଓ୍ବାର ଶୁଭାରମ୍ଭ
ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍ ସର୍ଭିସ ‘ହାୟର ଅନ୍ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍ଡି ସଞ୍ଜୟ କୁମାର ପାତ୍ର ଏବଂ ନିର୍ଦ୍ଦେଶକ ଧର୍ମାବ୍ରତା ପୃଷ୍ଟି ଏହି ସେବାକୁ ଶୁଭାରମ୍ଭ କରିଥିଲେ। ଗ୍ରାହକମାନେ ଘରୋଇ କାର୍ଯ୍ୟ…
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର
ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଏହାକୁ ଦର୍ଶନ ଲାଗି ଖୋଲାଯାଇଛି। ପ୍ରଥମ…
୪୭୨ ବର୍ଷ ପୁରୁଣା ଜେଲ୍ରେ ଏବେ ଅଛନ୍ତି ଜଣେ କଏଦୀ…
ଜେଲ୍ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍। ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି। ଆରବ ସାଗର ମଝିରେ ଥିବା…

