୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ
କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ ରହୁଥିବା ୯୫ ବର୍ଷୀୟ ଭାଇ ଏବଂ ୯୪ ବର୍ଷୀୟା ଭଉଣୀ। ବୟସର ଅପରାହ୍ନରେ ପହଞ୍ଚିଥିଲେ…
ପାରାଲାଲ ବାର୍ସ ବିଶ୍ୱକପ୍ ଫାଇନାଲରେ ଓଡ଼ିଆ ପୁଅ
ନୂଆଦିଲ୍ଲୀ,୧।୬(ପିଟି)- ଓଡ଼ିଆ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ସ୍ଲୋଭାନିଆର କୋପରଠାରେ ଚାଲିଥିବା ଏଫ୍ଆଇଜି ବିଶ୍ୱକପ୍ର ପାରାଲାଲ ବାର୍ସ ଇଭେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ସେ ୧୩.୨୫୦ ସ୍କୋର କରି ଟପ୍-୮ ସ୍ଥାନ ପାଇ ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ…
ମୋଦିଙ୍କ ସହ ଡିନର୍ କରିବାକୁ ଚାହାଁନ୍ତି କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ ଏବେ ତାଙ୍କ ଅପ୍ କମିଙ୍ଗ୍ ଫିଲ୍ମ ଭାରତ ପାଇଁ ଖୁବ୍ ବିଜି ରହୁଛନ୍ତି। ଲଗାତର ଫିଲ୍ମର ପମୋଶନ ଇଭେଣ୍ଟରେ ଦେଖିବାକୁ ମିଳୁଛି କ୍ୟାଟ୍ରିନା ଓ ସଲମାନଙ୍କୁ। ତେବେ ନିକଟରେ ଏମିତି ଏକ ଇଭେଣ୍ଟରେ ଯୋଗ…
ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..
ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏସବୁ ମଧ୍ୟରେ ସ୍ନାନ ସମୟରେ ନିମ୍ବ ପାଣିର ବ୍ୟବହାର ଉପକାରୀ ବୋଲି କୁହାଯାଇପାରେ।…
ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ
ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ ଭାରତୀୟ ଦଳର ସଦସ୍ୟମାନେ ପେଣ୍ଟ ବଲ ଖେଳୁଥିବାର ନଜର ଆସିଛି। ଏହାର ଏକ ଫଟୋ…
ମଦ୍ରାସା ପରୀକ୍ଷା ଫଳ ପ୍ରକାଶିତ
ଭୁବନେଶ୍ୱର, ୧।୬(ବ୍ୟୁରୋ): ଚଳିତ ବର୍ଷ ମାଦ୍ରାସାର ବିଭିନ୍ନ ବର୍ଗର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ୯୩୭ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ମୌଲବୀ, ଆଲିମ୍ ପ୍ରି ଡିଗ୍ରୀ, ଆଲିମ୍, ଫଜିଲ୍-ଇ-ହଡିଥ୍ ଓ ଫଜିଲ୍-ଇ-ଉର୍ଦ୍ଦୁରେ ମୋଟ ପାସ୍ ହାର ୫୫ %…
କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍ ଲେଖିଲେ ଭାଇଜାନ୍
ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍ଙ୍କ ଫିଲ୍ମକୁ ମିସ୍ କରିବାକୁ ବିଲ୍କୁଲ୍ ଚାହୁଁନାହାନ୍ତି। ଏପଟେ ଫିଲ୍ମର ପ୍ରମୋଶନରେ କେହି କାହାକୁ କମ୍ ନୁହଁନ୍ତି।…
ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ
ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ ନିଜ କ୍ଷେତରେ ଏକ ସମାଧି ତିଆରି କରିଥିଲେ। ସେଥିମଧ୍ୟରେ ସେ ଈଶ୍ୱରଙ୍କୁ ଆରାଧନା କରି…
ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବ ଅନୁମୋଦନ, ଉପକୃତ ହେବେ ତାଲିକାଭୁକ୍ତ ୬,୦୧୧ ସାମ୍ବାଦିକ
ଭୁବନେଶ୍ୱର,୧।୬(ବ୍ୟୁରୋ): କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି। ଶୁକ୍ରବାର ଦାସ ପ୍ରଥମ କାର୍ଯ୍ୟଦିବସରେ ଲୋକସମ୍ପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରସ୍ତାବକୁ…
ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ
ଭୁବନେଶ୍ୱର, ୧।୬(ବ୍ୟୁରୋ): ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଅଡିଟୋରିୟମ୍(ସୂଚନାଭବନର ଦ୍ୱିତୀୟ ଅଡିଟୋରିୟମ୍)ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ଶନିବାର ଏହି ସୂଚନା…
ମା’ ନର୍ଗିସଙ୍କୁ ମନେପକାଇ କାନ୍ଦି ପକାଇଲେ ସଞ୍ଜୟ
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ନାୟିକା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସ ଦତ୍ତ। ଜୁନ୍ ପହିଲାରେ ଜନ୍ମ ନେଇଥିବା ନର୍ଗିସଙ୍କୁ ମନେ ପକାଇ ଶୁକ୍ରବାର ଏକ ପୁରୁଣା ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି ପୁଅ ସଞ୍ଜୟ।…
ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ
ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର ବିଭାଗ…

