Home Left

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ

ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ। କାରଣ ନୀତୀଶଙ୍କ ମନ୍ତ୍ରିମଣ୍ଡଳର ଆଉ ୪ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଥିବାରୁ…

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର ଏବଂ ନିର୍ଦ୍ଦେଶକ ଧର୍ମାବ୍ରତା ପୃଷ୍ଟି ଏହି ସେବାକୁ ଶୁଭାରମ୍ଭ କରିଥିଲେ। ଗ୍ରାହକମାନେ ଘରୋଇ କାର୍ଯ୍ୟ…

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ହେମକୁଣ୍ଡ ସାହିବ ଗୁରୁଦ୍ୱାର

ଡେରାଡୁନ,୧।୬: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଥିବା ହେମକୁଣ୍ଡ ସାହିବ ଗୁରୁଦ୍ୱାରକୁ ଶନିବାର ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ଦୀର୍ଘ ୬ ମାସ ହେବ ଶୀତ ପାଇଁ ଏହାକୁ ବନ୍ଦ କରି ଦିଆଯାଇଥିବା ବେଳେ ଏବେ ଏହାକୁ ଦର୍ଶନ ଲାଗି ଖୋଲାଯାଇଛି। ପ୍ରଥମ…

୪୭୨ ବର୍ଷ ପୁରୁଣା ଜେଲ୍‌ରେ ଏବେ ଅଛନ୍ତି ଜଣେ କଏଦୀ…

ଜେଲ୍‌ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍‌। ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି। ଆରବ ସାଗର ମଝିରେ ଥିବା…

ତାମିଲନାଡୁ ସ୍କୁଲରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କଲେ କମଲ

ଚେନ୍ନାଇ,୧।୬: ତାମିଲନାଡୁ ସ୍କୁଲରେ ୩ଟି ଭାଷା ପ୍ରଚଳନକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହି ପ୍ରସ୍ତାବ ଉପରେ ଡିଏମ୍‌କେ ଓ ମକ୍କଲ ନିଧି ମୟମ ବିରୋଧ ପ୍ରକାଶ କରିଛି। ଡିଏମ୍‌କେର ରାଜ୍ୟ ସଭା ସଦସ୍ୟ ତିରୁଚି ଶିବା ଓ…

ଏଠି ମାତ୍ର କିଛି ଘଣ୍ଟା ପାଇଁ ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା ପାଇଁ ମଧ୍ୟ ବିବାହର ଆୟୋଜନ କରାଯାଇଥାଏ। ଇରାନରେ ଏଭଳି ବିବାହ ଦେଖିବାକୁ ମିଳେ। ତେବେ…

କରୁଣାରତ୍ନେଙ୍କ ବିଶ୍ୱକପ୍‌ ରେକର୍ଡ

କାର୍ଡିଫ,୧।୬- ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଓପନିଂ ବ୍ୟାଟିଂ କରିବାକୁ ଆସି ଦଳ ଅଲଆଉଟ୍‌ ହେବା ପର୍ଯ୍ୟନ୍ତ ନଟ୍‌ଆଉଟ୍‌ ରହିଥିଲେ। ସେ ୮୪…

ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ

ଭଟଲି,୧।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ। ଏହି ପୀଠରେ ମଧ୍ୟ ପୁରୀ ଭଳି ବାରମାସରେ…

ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ

ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୨୮ ଏକର ଜାଗାରେ ଏହି ପାର୍କ ନିର୍ମାଣ କରାଯାଇଛି। ୩୬ ବର୍ଷ ପୂର୍ବେ…

ହୃଦୟରୁ କରନ୍ତୁ ଏହି ୩ କାମ: ସମସ୍ତେ କରିବେ ପସନ୍ଦ

ପ୍ରାୟ ସମସ୍ତଙ୍କୁ ଏହା ପସନ୍ଦ ହୋଇଥାଏ ଯେ ତାଙ୍କୁ କିଏ ପସନ୍ଦ କରୁ, ତାରିଫ କରୁ। ସେ ଘର ହେଉ ଅବା ଅଫିସ। ସମସ୍ତଙ୍କ ମୁହଁରେ ତାଙ୍କରି ନାଁ ରହୁ। ତେବେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ତାରିଫ ନ…

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋଟିରେ ଶେରଓ୍ବାନୀ ପିନ୍ଧିଛନ୍ତି ସୈଫ୍‌। ସେହିଭଳି କରିନା ବୋହୁ ବେଶରେ ଅଛନ୍ତି। ପରିବାରର…

ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?