ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର
ଇସ୍ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ ହମ୍ମାଦ ଅଲ-ଥାନୀଙ୍କୁ ନେବା ପାଇଁ ଯାଇଥିଲେ। ତାଙ୍କର ଏହି ଭିଡିଓ ପାକିସ୍ତାନରେ ଭାଇରାଲ ହେବା…
ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ କହିଲେ ଅଧୀର ରଞ୍ଜନ
ନୂଆଦିଲ୍ଲୀ,୨୪।୬: ଲୋକ ସଭାରେ କଂଗ୍ରେସ ଲିଡର ଅଧୀର ରଞ୍ଜନ ଚୌଧୁରୀ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ କଥା ଉଠାଇଛନ୍ତି। ଅଧୀର କହିଛନ୍ତି ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କ ନଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା କରିବା ଦରକାର। ସୂଚନାଯୋଗ୍ୟ, ଗତ…
କ୍ରିକେଟ ବେଟିଂ: ୨ ଗିରଫ
ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍ ଆଫ୍ରିକା ମ୍ୟାଚ୍ ଚଳିତ ଆଇସିସି ବିଶ୍ୱକପ୍ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାରୋଟିକ୍ ସେଲ (ଏଏନ୍ସି) ଗ୍ରାଣ୍ଟ ରୋଡ୍ ହୋଟେଲରେ ଚଢ଼ାଉ କରି ଏକ…
ହୃଦ୍ଘାତ ହେଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା ଜାଣନ୍ତୁ
ହୃଦ୍ଘାତରେ ଆଜିକାଲି ଅଧିକାଂଶ ଶିକାର ହେଉଛନ୍ତି। ଏପରିକି ଏହି ସମସ୍ୟା କମ୍ ବୟସ ପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଭାରତରେ ହୃଦ୍ଘାତରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଢେର ଅଧିକ। ଡାକ୍ତରଙ୍କ କହିବା ଅନୁସାରେ, ହୃଦ୍ଘାତରେ ଆକ୍ରାନ୍ତ ହେବା ପୂର୍ବରୁ ଶରୀରର ୩ଟି ସ୍ଥାନରେ…
ବଲିଉଡ୍ରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲଙ୍କ ଭାଇ
ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଆସିଛି ଚର୍ଚ୍ଚାର ପରିସରକୁ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପ୍ରିୟଙ୍କା ସବୁବେଳେ ପତି…
ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେଲ୍ ପଠାଇବାକୁ ପଛାଇବେ ନାହିଁ। ମୋଦି ସରକାର ବିଭିନ୍ନ…
ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍ର ଏହିସବୁ ଅଭିନେତ୍ରୀ
କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍ ବିଲ୍କୁଲ ମେଳ ଖାଇଥାଏ। ଏହାର ନିଚ୍ଛକ ଉଦାହରଣ ବଲିଉଡ୍ରୁ ଦେଖିବାକୁ ପାଇବେ। ଅଧିକାଂଶ ଅଭିନେତ୍ରୀ ମାଆଙ୍କ ଅବିକଳ। ଜାଣନ୍ତୁ ଏମାନଙ୍କ…
ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ
ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ ମ୍ୟାଚରେ ଭାରତଠାରୁ ପରାସ୍ତ ହେବାପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଦଳ ଏହି…
ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ
ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ ଦେଇପାରିବେ। ୟୁରୋପିଆନ୍ ସୋସାଇଟି ଅଫ୍ ହ୍ୟୁମାନ୍ ରିପ୍ରଡକ୍ସନ୍ ଆଣ୍ଡ୍ ଏମ୍ବ୍ରିୟୋଲୋଜିର ବାର୍ଷିକ ବୈଠକରେ ଏନେଇ…
ପଶ୍ଚିମବଙ୍ଗ ହିଂସା: ୫୦ ଜୀବନ୍ତ ବୋମା ଉଦ୍ଧାର କଲା ପୋଲିସ
କୋଲକାତା,୨୪।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନିକଟରୁ ପୋଲିସ ସୋମବାର ୫୦ଟି ଜୀବନ୍ତ ବୋମା ଉଦ୍ଧାର କରିଥିବା ସୂଚନା ମିଳିଛି। ଭାତପରା ପୋଲିସ ଷ୍ଟେଶନ ଅଧିନରେ ଥିବା କାକିନାରାରୁ ଏହି ବୋମା ଉଦ୍ଧାର କରାଯାଇଛି। ଏବେ ସେଠାରେ ସ୍ଥିତି ସାମାନ୍ୟ ରହିଥିବା…
ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍: ହଇରାଣ ହେଲେ ୧୨ ହଜାର ଯାତ୍ରୀ
ଟୋକିଓ,୨୪।୬: ଜାପାନର ଟ୍ରେନ୍ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍ର ଆସିବା ଏବଂ ଛାଡିବା ସମୟ ସବୁବେଳେ ଠିକ ଥାଏ। ଟ୍ରେନ୍ ସମୟ ଅନୁସାରେ ଲୋକେ ନିଜର ଘଣ୍ଟା ସମୟ ଯାଞ୍ଚ୍…
ସ୍ବତନ୍ତ୍ର ପର୍ବକୁ ନେଇ ଧାନ କ୍ଷେତରେ ନାଚିଲେ ଲୋକେ
ମଙ୍ଗଲୁର,୨୪।୬: କର୍ନାଟକର ମଙ୍ଗଲୁରରେ ସୋମବାର ଶ୍ରୀ ଜ୍ଞାନ ଶକ୍ତି ସୁବ୍ରମଣ୍ୟମ୍ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଯୁବକମାନେ ଭାଗ ନେଇଥିଲେ। ଧାନ କ୍ଷେତରେ ଆୟୋଜିତ ଏହି ସମାରୋହରେ ଲୋକେ…

