Home Left

ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ ସର୍ଫରାଜଙ୍କୁ ପ୍ରଂଶସକ ଓ ପୂର୍ବତନ କ୍ରିକେଟରଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି…

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର ସଂସଦ ଭବନରେ ଅନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହେବା କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ…

କଚୋଡି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବର୍ଷକୁ ଆୟ ୬୦ ଲକ୍ଷ

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶର ଅଲିଗଡ଼ ସହରର ସୀମା ଟକିଜ୍‌ ନିକଟରେ ଥିବା ଏକ ଜଳଖିଆ ଦୋକାନୀଙ୍କ ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା। ଗତ ୧୦ ବର୍ଷରୁ ଦୋକାନୀ ମୁକେଶ କଚୋଡି ଓ ସିଙ୍ଗଡା ବିକ୍ରି କରିଆସୁଛନ୍ତି। ଏଥିରେ ତାଙ୍କର ବର୍ଷକୁ ୬୦ଲକ୍ଷରୁ…

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ ଆରମ୍ଭ କରିଛନ୍ତି। ଓ୍ବିମ୍ବେଲଡନ ଓପନ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ୧୭ ବୟସରେ ହିଁ ୩…

ମାଗଣା ଖାଦ୍ୟ ପାଇଁ ଡେଟିଂରେ ଯାଆନ୍ତି ଅଧିକାଂଶ ଯୁବତୀ

ବର୍ତ୍ତମାନର ଜୀବନ ଶୈଳୀ ବଦଳିବାରେ ଲାଗିଛି। ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟି ଯାଇଛି। ହେଲେ ପ୍ରତି ୪ ଜଣରେ ଜଣେ ଯୁବତୀ ରୋମାନ୍ସ ବା ଆଫେୟାର୍ସ ପାଇଁ ଡେଟିଂରେ ଯାଆନ୍ତି ନାହିଁ ବରଂ ମାଗଣା ଖାଦ୍ୟ…

ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ ଅମିତାଭଙ୍କ ଚେହେରାର ଶୁଟିଂ ସମୟରେ ୧୪ ମିନିଟ୍‌ର ଲମ୍ବା ଡାଇଲଗ୍‌ ଚର୍ଚ୍ଚାକୁ ଆସିଥିଲା। ଆଉ…

ରମାଦେବୀ ପରୀକ୍ଷା ଫଳ ପ୍ରକାଶିତ: ପାସ୍‌ ହାର ୮୪.୬୧%

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଯୁକ୍ତ ୩ରେ ୭,୭୩୭ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬,୫୪୭ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୮୪.୬୧ ପ୍ରତିଶତ।

ଋଷି କପୁରଙ୍କୁ ଭେଟିଲେ ଆଲିଆ, ଐଶ୍ଚର୍ଯ୍ୟା

ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର କର୍କଟ ଚିକିତ୍ସା ଲାଗି ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସହିତ ସ୍ତ୍ରୀ ନୀତୁ ସିଂହ ମଧ୍ୟ ସେଠାରେ ରହୁଛନ୍ତି। ପୁଅ ରଣବୀର କପୁର ମଧ୍ୟ ବାପାଙ୍କ ସ୍ବାସ୍ଥ୍ୟବସ୍ଥାର ଅପ୍ଡେଟ ରଖୁଛନ୍ତି। ମଝିରେ ମଝିରେ ଋଷିଙ୍କୁ ବଲିଉଡ…

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିଲେ ସାମିଲ ହୋଇଥିଲେ ଅରବାଜଙ୍କ ପୂରା ପରିବାର। ସଲମାନ ନିଜ ତଥାକଥିତ ଗର୍ଲ…

ଆମେଠିରେ ଘର କିଣିବେ ସ୍ମୃତି

ଆମେଠି,୨୪।୬: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତ କରିଥିଲେ। ଏବେ ସେ ସେଠାରେ ଏକ ଘର କିଣିବେ ବୋଲି ଶୁଣିବାକୁ ମିଳିଛି। ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥିତି ଦୃଢ କରିବା ପାଇଁ ଏଭଳି କରିଥିବା…

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା କରିବାକୁ ଲାଗିପଡିଲେ। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରକୁ ଦେଖିବା ପାଇଁ ଭିଡ ମଧ୍ୟ ଜମିଥିଲା। ବନ…

ପଟ୍ଟାମୁଣ୍ଡାଇରେ କାଉ ମଡ଼କ: ବାର୍ଡଫ୍ଲ୍ୟୁ ସନ୍ଦେହ

ପଟ୍ଟାମୁଣ୍ଡାଇ,୨୪।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାଉ ମଡ଼କ ଦେଖିବାକୁ ମିଳିଛି। ଏତେ ସଂଖ୍ୟାରେ କାଉ ମରିବାନେଇ ବାର୍ଡଫ୍ଲ୍ୟୁ ଆଶଙ୍କା ପ୍ରକାଶ ପାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ଇଣ୍ଟା ଗ୍ରାମରେ ସୋମବାର ସକାଳେ କେନାଲ ବନ୍ଧ ବରଗଛ ନିକଟରେ ଶତାଧିକ କାଉ ମରିପଡିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?