ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପିଓକେ ପ୍ରସଙ୍ଗରେ ସହାୟତା ଯୋଗାଇବ ଆମେରିକା: ସୁବ୍ରମଣ୍ୟମ୍ ସ୍ବାମୀ
ନୂଆଦିଲ୍ଲୀ,୩୧।୮: ତାଲିବାନ ବିରୋଧରେ ଭାରତ ଲଢ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ପ୍ରସଙ୍ଗରେ ଆମେରିକା ଆବଶ୍ୟକ ସହାୟତା କରିବ। ଏନେଇ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ବାମୀ ଶନିବାର ଟୁଇଟ୍ କରି ଏଭଳି ଦାବି କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସହିତ ଭାରତ ଲଢ଼େଇ…
ପାଣି ଭର୍ତ୍ତି ନାଳରେ ଖସିପଡ଼ିଲା ବସ୍: ଗଁ।ଲୋକେ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ
ଭୋପାଳ,୩୧।୮: ମଧ୍ୟପ୍ରଦେଶର ରତଲାମ ଜିଲାର ଜ୍ୱାରା ତହସିଲର ରିଙ୍ଗନୋଦ ଥାନା ଅନ୍ତର୍ଗତ ରୋଲା ଗଁ। ନିକଟରେ ଶୁକ୍ରବାର ଏକ ଯାତ୍ରାବହୀ ବସ୍ ପାଣି ଭର୍ତ୍ତି ଥିବା ଏକ ନାଳକୁ ଖସି ପଡ଼ିଥିଲା। ନାଳରେ ପାଣିର ଗଭୀରତା ଏତେ ଥିଲା ଯେ ବସ୍ଟି…
ବିହାରରେ ସ୍ଥାପନ କରାଯିବ ଜେଟଲୀଙ୍କ ପ୍ରତିମୂର୍ତ୍ତି: ନୀତୀଶ
ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଆହୁରି ମଧ୍ୟ କହିଛନ୍ତି ଜେଟଲୀଙ୍କ ଜନ୍ମ ଦିବସକୁ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ…
ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ
କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାରେ ରହିଛନ୍ତି। କୃଷି ଶ୍ରମିକ…
ଲାଲୁ ଯାଦବଙ୍କ କିଡ୍ନୀ ୩୭ ପ୍ରତିଶତ କାର୍ଯ୍ୟକ୍ଷମ ଥିବା କହିଲେ ଡାକ୍ତର
ପାଟନା,୩୧।୮: ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି ଯେ, ତାଙ୍କର କିଡ୍ନୀ ୩୭ ପ୍ରତିଶତ କାମ କରୁଛି। ଏହା ସହିତ ଲାଲୁଙ୍କ ରକ୍ତରେ…
ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା: ଚଳପ୍ରଚଳ ରାସ୍ତାରେ ସିସିଟିଭି, ୬୫ ସ୍ଥାନରେ ଲାଗିବ ସ୍ପିଡ୍ ବ୍ରେକର୍
ଭୁବନେଶ୍ୱର,୩୧।୮(ବ୍ୟୁରୋ): ଗତ କିଛି ଦିନ ଧରି ରାଜ୍ୟରେ ହାତୀମାନଙ୍କ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହାତୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଶନିବାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହାର ନାମ ରହିଛି ‘ଗଜବନ୍ଧୁ’ ଯୋଜନା।…
ଉତ୍ତରାଖଣ୍ଡରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେଲେ ବଡ଼ କ୍ଷତି ସହିବାକୁ ପଡ଼ିବ: ହରିଶ ରାଓ୍ବତ
ଡେରାଡୁନ,୩୧।୮: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟାୟ କ୍ରମେ ମଦ ବିକ୍ରି କରାଯାଉ ବୋଲି ସେ କହିଛନ୍ତି। ଯଦି ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଉପରେ…
ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼କିଲୋ କେଶ
ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ ଖାଉଥିବା ଜଣାପଡ଼ିଛି। ଯୁବତୀଙ୍କ ଖାଇବା ପିଇବା କମିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ…
୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ
କିଙ୍ଗ୍ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ ଓଜନଦାର କ୍ରିକେଟର ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ୬ ଫୁଟ୍ ୬ ଇଞ୍ଚ…
୫ ଉଇକେଟ ପଡ଼ିବା ସତ୍ତ୍ୱେ ଭାରତର ସ୍ଥିତି ଦୃଢ଼
କିଙ୍ଗ୍ଷ୍ଟନ (ଜାମାଇକା),୩୧।୮: ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ବିଶ୍ୱ ଚାମ୍ପିୟନଶିପର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଦିନରେ ୫ ଉଇକେଟ ହରାଇଥିଲେ ମଧ୍ୟ ଦୃଢ଼ ସ୍ଥିତିରେ ରହିଛି।…
ଏନ୍ଆର୍ସି ତାଲିକାରୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ସନାଉଲାଙ୍କ ନାମ ପୁଣି ବାଦ ପଡ଼ିଲା
ଗୁଆହାଟୀ,୩୧।୮: ରାଷ୍ଟ୍ରପ୍ରତି ସମ୍ମାନରେ ସମ୍ମାନିତ ଭାରତୀୟ ସେନାର ଅବସରପ୍ରାପ୍ତ ଜୁନିୟର କମିଶନଡ୍ ଅଫିସର ମହମ୍ମଦ ସନାଉଲାଙ୍କ ନାମ ସଦ୍ୟ ପ୍ରକାଶିତ ଆସାମ ଏନ୍ଆର୍ସି ତାଲିକାରେ ନାହିଁ। ପୂର୍ବରୁ ତାଙ୍କ ନାମ ଏଥିରୁ ବାଦ୍ ପଡ଼ିଥିଲା। ତାଲିକାରେ ତାଙ୍କ ସ୍ତ୍ରୀଙ୍କ ନାମ ଥିବାବେଳେ…
ଡରିଲାଣି ପାକିସ୍ତାନ: ସର୍ତ୍ତ ରଖି କଥା ହେବାକୁ ଦେଉଛି ପ୍ରସ୍ତାବ
ଇସ୍ଲାମାବାଦ,୩୧।୮: ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଡରି ଯାଇଥିବା ଆଲୋଚନା ହେଉଛି। କାରଣ ସେ ଏବେ ଭାରତ ସହ ସର୍ତ୍ତମୂଳକ କଥା ହେବାକୁ ପ୍ରସ୍ତାବ ଦେଇଛି। ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି…

