ରାତିରେ ସେଓ ଖାଇଲେ କ’ଣ ହୁଏ …
ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ ଆସ୍କରବିକ୍ ଏବଂ…
ଉପଯୁକ୍ତ ଜୀବନସାଥୀ ଖୋଜିବାକୁ ଚାଇନାରେ ଚାଲିଲା ସ୍ବତନ୍ତ୍ର ଲଭ୍ ଟ୍ରେନ୍
ବେଜିଂ,୩୧।୮: ଚାଇନାରେ ଆମେ ଦୁଇ ଆମର ଏକ ନୀତି ଏବେ ଚାଇନା ବାସୀଙ୍କୁ ଅଡୁଆରେ ପକାଇଛି। କାରଣ ଏଠାରେ ଏବେ ଅନେକ ଯୁବତୀ ଯୁବକ ଅବିବାହିତ ରହି ଯାଉଛନ୍ତି। ଏଥିପାଇଁ ଏବେ ସେଠାରେ ପ୍ରଚଳିତ ହୋଇଛି ଲଭ୍ ଟ୍ରେନ୍। ଆଉ ଏହି…
ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି ପରିଣୀତି
ମୁମ୍ବାଇ: ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ପରେ ଏବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ତାଙ୍କ ସହ ଅଦିତି ରାଓ ହୈଦରୀ ଓ କିର୍ତ୍ତୀ କୁଲ୍ହାରୀ ନଜର ଆସିବେ। ଫିଲ୍ମରେ ଜଣେ…
କାହିଁକି ଶୌଚାଳୟରେ ହେଲା ବିବାହ
ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ ବିବାହର ମୁହୂର୍ତ୍ତକୁ ଅଭୁଲା କରିବା ଲାଗି ଚେଷ୍ଟା କରିଥାଆନ୍ତି। ଏଥିପାଇଁ କିଏ ବଡ ବଡ…
ବ୍ରହ୍ମଚାରୀ ରହିବାକୁ ଚାହୁଁଥିବା ଗଣେଶ କାହିଁକି କରିଥିଲେ ବିବାହ ଜାଣନ୍ତୁ…
କୌଣସି ଶୁଭ କାମ ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଏ। ସମସ୍ତ ଦେବତାଙ୍କଠାରୁ ଗଣେଶଙ୍କ ସ୍ଥାନ ସର୍ବାଗ୍ରେ। ପୌରାଣିକ କଥା ଅନୁସାରେ, ଗଣେଶ ଆଜୀବନ ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ। କିନ୍ତୁ ଦିନେ ତାଙ୍କର ବିବାହ ନ କରିବା ସଂକଳ୍ପ ଭାଙ୍ଗିଗଲା ଏବଂ ରିଦ୍ଧି,…
ମିଡ୍ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ
ନ୍ୟୁୟର୍କ,୩୧।୮: ବିଶ୍ୱକପ୍ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍ର ଇନିଂସ ଯୋଗୁ ମିଡ୍ଲସେକ୍ସ ରେକର୍ଡ ରନ୍ର ପିଛା କରି ସମରସେଟ୍ ହରାଇଛି। ପ୍ରଥମେ ବ୍ୟାଟିଂ କରି ସମରସେଟ ଧାର୍ଯ୍ୟ…
ସେପ୍ଟେମ୍ବର ପହିଲାରୁ କଳାହାଣ୍ଡିରେ ଏମ୍ଭି ଆକ୍ଟ କଡ଼ାକଡ଼ି ଲାଗୁ
ଭବାନୀପାଟଣା,୩୧।୮(ଡି.ଏନ୍.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ସରକାରଙ୍କ ପରିବହହନ ବିଭାଗ ପକ୍ଷରୁ ମୋଟରଯାନ ଧାରା ୧୯୮୮କୁ ପରିବର୍ତ୍ତନ କରି ନୂତନ ନିୟମ…
ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗରେ ବଢିଛି ଭାଜପା ସଦସ୍ୟଙ୍କ ସଂଖ୍ୟା: ନଡ୍ଡା
ରାଞ୍ଚି,୩୧।୮: ଝାଡ଼ଖଣ୍ଡର ଦାଲତୋଗଞ୍ଜରେ ଶନିବାର ଆୟୋଜିତ ‘ଶକ୍ତି କେନ୍ଦ୍ର ସମ୍ମିଳନୀ’ରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏବେ ଜମ୍ମୁ-କଶ୍ମୀର ଓ ପଶ୍ଚିମବଙ୍ଗରେ ଭାଜପା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି…
ଯାତ୍ରୀବାହୀ ବସ୍ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୬୦ଯାତ୍ରୀ
କେନ୍ଦୁଝର/କୋଳିମାଟି,୩୧।୮(ସ୍ବ.ପ୍ର./ଡି.ଏନ୍.ଏ): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ରାଉତ ନାମକ ଏକ ଯାତ୍ରୀବାହୀ…
ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ
ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଶଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ…
୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ
ମୁମ୍ବାଇ: ବଲିଉଡ୍ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଂଶାଅଲ୍ଲାହ’କୁ ଏବେ କୋଲ୍ଡ ଷ୍ଟୋରରେ ପକାଇ ଦେଇଛନ୍ତି। ସଲମାନ ଖାଁ ଓ ଆଲିଆ…
ସମଲିଙ୍ଗୀ ଦମ୍ପତି ହେଲେ ଭାରତ-ପାକିସ୍ତାନ ଯୁବତୀ: କାଲିଫର୍ନିଆରେ କଲେ ବିବାହ; ସୋସିଆଲ୍ ମିଡ଼ିଆରେ ଭାଇରାଲ
କାଲିଫର୍ନିଆ,୩୧।୮: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଦୁଇ ଦେଶର ୨ ଯୁବତୀ ବିବାହ କରି ସମଲିଙ୍ଗୀ ଦମ୍ପତି ହୋଇଛନ୍ତି। ଭାରତର ବିୟାଙ୍କା ପାକିସ୍ତାନର ସାୟମାଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବରେ ବିୟାଙ୍କା ବର .ହୋଇଥିବାବେଳେ ସାୟମା କନ୍ୟା ହୋଇଥିଲେ। ସେମାନଙ୍କର…

