ଅଧ୍ୟକ୍ଷ ପଦ ପାଇଁ ମନା କଲେ ଦିଗ୍ବିଜୟ
ଭୋପାଳ,୩୧।୮: କଂଗ୍ରେସରେ ଏବେ ଅଧ୍ୟକ୍ଷ ପଦକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ମଧ୍ୟପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଏବେ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି ଅଙ୍କକଷା। ତେବେ…
୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇ ଯାଇଛି କହି ଅଧା ଦିନ ଛୁଟି ପାଇଁ ଲେଖିଲେ ଦରଖାସ୍ତ: ପ୍ରିନ୍ସିପଲ କଲେ ମଞ୍ଜୁର
କାନପୁର,୩୧।୮: ଉତ୍ତରପ୍ରଦେଶରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ କାନପୁରର ଏକ ସ୍କୁଲରେ ଜଣେ ୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇଯାଇଥିବା ଦର୍ଶାଇ ପ୍ରିନ୍ସିପଲଙ୍କୁ ଦରଖାସ୍ତ ଲେଖିଛନ୍ତି। ଏଥିପାଇଁ ସ୍କୁଲରୁ…
ଇମ୍ରାନଙ୍କ ପରେ ଏବେ ପାକିସ୍ତାନ ସେନାମୁଖ୍ୟ ଦେଲେ ଭାରତକୁ ଚେତାବନୀ
ଇସ୍ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି ଏହାକୁ ନେଇ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କ ମଧ୍ୟସ୍ଥତା ମଧ୍ୟ ଲୋଡି ସାରିଲାଣି। ହେଲେ…
ଭାରସାମ୍ୟ ହରାଇ ଜଳଖିଆ ଦୋକାନରେ ପଶିଲା ବାଇକ୍: ଜଣେ ମୃତ, ଦୁଇ ଗୁରୁତର
ବୌଦ୍ଧ,୩୧।୮(ଡି.ଏନ୍.ଏ.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ଶିବମନ୍ଦିରଠାରେ ଶନିବାର ସକାଳେ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସୂଚନାମୁତାବକ, ୩ ଯୁବକ ଏକ ବାଇକ୍ ଯୋଗେ ମନମୁଣ୍ଡାରୁ ନିଜ ଗ୍ରାମ ନୟାଗଡ଼କୁ ଫେରୁଥିବା…
ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି…
ରାଓ୍ବଲପିଣ୍ଡି ହସ୍ପିଟାଲରେ ଗୁଳିକାଣ୍ଡ
ରାଓ୍ବଲପିଣ୍ଡି,୩୧।୮: ପାକିସ୍ତାନ ରାଓ୍ବଲପିଣ୍ଡିରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ହେଲେ ଲାର୍ସାବ ଓ ହବିଦ୍। ହସ୍ପିଟାଲ ଭିତରେ ଲାର୍ସାବ ତାଙ୍କର ଚେକ୍ ଅପ୍ କରିବାକୁ ଆସୁଥିବା…
ମହାରାଷ୍ଟ୍ରରେ ରାସାୟନିକ କାରଖାନାରେ ବିସ୍ଫୋରଣ
ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ ରାସାୟନିକ କାରଖାନାରେ ଶନିବାର ବିସ୍ଫୋରଣ ଘଟିଛି। ସ୍ଥାନୀୟ ଶିରପୁରଠାରେ ଥିବା ଏହି କାରଖାନାରେ ପୂର୍ବାହ୍ନ ୯ଟା ୧୫ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ୧୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୫୮ ଜଣ ଆହତ…
ପଦ୍ମ ପୁରସ୍କାର ପାଇଁ ଏପର୍ଯ୍ୟନ୍ତ ଆସିଲାଣି ୨୫ ହଜାର ଆବେଦନ
ନୂଆଦିଲ୍ଲୀ,୩୧।୮: ସମ୍ମାନ ଜନକ ପଦ୍ମ ପୁରସ୍କାର ୨୦୨୦ ପାଇଁ ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ ୨୫ ହଜାର ଆବେଦନ ପହଞ୍ଚି ଥିବା ସୂଚନା ମିଳିଛି। ସେପ୍ଟେମ୍ବର ୧୫ ଆବେଦନର ଶେଷ ତାରିଖ ଥିବା ବେଳେ ଆହୁରି କିଛି ଆବେଦନ ପତ୍ର ପହଞ୍ଚିବ ବୋଲି…
ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଅମୃତାଙ୍କ ୧୦୦ତମ ଜନ୍ମବାର୍ଷିକୀ: ଡୁଡଲ୍ କରି ମନେ ପକାଇଲା ଗୁଗଲ୍
ଲୋକପ୍ରିୟ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମଙ୍କ ଶନିବାର ୧୦୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ତାଙ୍କୁ ଡୁଡଲ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ୧୯୧୯ରେ ପଞ୍ଜାବର ଗୁଜରାଂବାଲା ଜିଲାରେ ଜନ୍ମ ହୋଇଥିଲେ ଅମୃତା। ତାଙ୍କୁ ପଞ୍ଜାବୀ ଭାଷାର ପ୍ରଥମ ନାରୀକବି ଭାବେ ବିବେଚନା…
ନିର୍ଦ୍ଧାରିତ ସମୟ ମଧ୍ୟରେ ତିଆରି ହେବ କରତାରପୁର କରିଡର: ଶାହ
ନୂଆଦିଲ୍ଲୀ,୩୧।୮: ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପ୍ରଥମ ପ୍ରକାଶ ପର୍ବ ପାଳନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋଦି ସରକାର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରତାରପୁର ସାହିବ କରିଡରର ନିର୍ମାଣ କାର୍ଯ୍ୟ…
ବିଦ୍ୟାଳୟରୁ ତାଲାଭାଙ୍ଗି ଟଙ୍କା, ମଧ୍ୟାହ୍ନଭୋଜନ ଚାଉଳ ଚୋରିକଲେ ଦୁର୍ବୃତ୍ତ
ଛେଣ୍ଡିପଦା,୩୧।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତର ସରପାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବିଦ୍ୟାଳୟ କବାଟ ଓ ଆଲ୍ମିରା ଭାଙ୍ଗି ୫ ହଜାର ଟଙ୍କା, ମଧ୍ୟାହ୍ନଭୋଜନ ଚାଉଳ ଚୋରି କରିଥିବା…
ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଜଣେ ଗିରଫ, ଗଞ୍ଜେଇ ଜବତ
ବାଲେଶ୍ୱର ଅଫିସ,୩୧।୮: ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଶନିବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୫ କିଲୋ ଗଞ୍ଜେଇ ଜବତ କରାଯାଇଥିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସେ…

