Home Left

କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଓ୍ବାର୍ସା,୩ା୬: କଞ୍ଜରଭେଟିଭ୍‌ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। ତେବେ ରବିବାର ସନ୍ଧ୍ୟାରେ…

ଗେମିଂ ଆପ୍‌ରେ ୫ ଲକ୍ଷ ହରାଇ ଦମ୍ପତିଙ୍କ ଆତ୍ମହତ୍ୟା

କୋଟା, ୩।୬ (ପି.ଟି.): ଏକ ଅନ୍‌ଲାଇନ ଗେମିଂ ଆପ୍‌ରେ ୫ ଲକ୍ଷ ଟଙ୍କା ହରାଇବା ପରେ ରାଜସ୍ଥାନର କୋଟା ଜିଲାରେ ଏକ ଦମ୍ପତି ହତାଶ ହୋଇ ରବିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଛନ୍ତି। କୋଟାର ଖେଡ଼ା ରାମପୁର ଗ୍ରାମସ୍ଥିତ ନିଜ ଘରେ ଦୀପକ…

ବିନୀତା ଛେତ୍ରୀ ରନର୍‌ଅପ୍‌

ଲଣ୍ଡନ: ବ୍ରିଟେନ୍‌ର ଲୋକପ୍ରିୟ ରିୟଲିଟି ଶୋ’ ‘ବ୍ରିଟେନ୍ସ ଗଟ୍‌ ଟ୍ୟାଲେଣ୍ଟ’ର ଚଳିତ ସିଜନରେ ଭାରତର ୯ ବର୍ଷୀୟା ବିନୀତା ଛେତ୍ରୀ ଦ୍ୱିତୀୟ ରନର ଅପ୍‌ ହୋଇଛନ୍ତି। ଏହି ମଞ୍ଚରେ ବିନୀତା ନିଜ ନୃତ୍ୟ ଦ୍ୱାରା ଦର୍ଶକ ଏବଂ ବିଚାରକମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରି ଅନ୍ତର୍ଜାତୀୟ…

‘ଠଗ୍‌ ଲାଇଫ୍‌’ ରିଲିଜ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲ ହାସନ୍‌

ବେଙ୍ଗାଲୁରୁ, ୩।୬ (ପି.ଟି.): ଅଭିନେତା କମଲ ହାସନଙ୍କ ଆଗାମୀ ଫିଲ୍ମ ‘ଠଗ୍‌ ଲାଇଫ୍‌’ ଆସନ୍ତା ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି। କର୍ନାଟକରେ ଏହି ଫିଲ୍ମକୁ ସୁରୁଖୁରୁରେ ମୁକ୍ତିଲାଭ କରିବାକୁ ଦିଆଯାଉ ଦାବିରେ କମଲ ସୋମବାର କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ…

ଆର୍‌ସିବିକୁ ଫାଇନାଲ ନେବାରେ ଏହି ୯ ହିରୋ, ଜାଣନ୍ତୁ …

ଅହମଦାବାଦ,୩ା୬: ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମ୍ୟାଚ୍‌ ଜିତିବା ପାଇଁ ମୁଖ୍ୟତଃ ଟପ ଅର୍ଡର ବ୍ୟାଟରଙ୍କ ଉପରେ ନିର୍ଭର କରୁଥିଲା। କିନ୍ତୁ ଚଳିତ ସିଜନରେ ଆର୍‌ସିବି ଦଳରେ ବର୍ତ୍ତମାନ ସେଭଳି ପରିସ୍ଥିତି ନାହିଁ। ଚଳିତ ଆଇପିଏଲ୍‌ର ୧୫ ମ୍ୟାଚ୍‌ରେ ଦଳକୁ…

ରକ୍ତ ଅଭାବକୁ ଦୂର କରିବା ପାଇଁ ପ୍ରୟାସ

ଦିଗପହଣ୍ଡି,୨ା୬ (ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମରେ ମା’ଶ୍ୟାମଲାଈ ଯାତ୍ରାର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ହାଇସ୍କୁଲ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ…

ବିଦେଶରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧିମଣ୍ଡଳ, ଚିନ୍ତାରେ ବିରୋଧୀ

ନୂଆଦିଲ୍ଲୀ,୨ା୬: ଅପରେଶନ ସିନ୍ଦୁର ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଅବସ୍ଥାନକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ୩୩ଟି ଦେଶକୁ ପଠାଯାଇଥିବା ସର୍ବଦଳୀୟ ସାଂସଦୀୟ ପ୍ରତିନିଧିମଣ୍ଡଳ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି…

ବର୍ଷାରେ ବେହାଲ ସିର୍ଲିଗୁଡ଼ା-ତେଣ୍ଡାପାଳି ରାସ୍ତା

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଜୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତର ସିର୍ଲିଗୁଡ଼ାଠାରୁ ତେଣ୍ଡାପାଳି ରାସ୍ତା ଶୋଚନୀୟ ହୋଇପଡିଛି। ଖାଲଖମାପୂର୍ଣ୍ଣ ରାସ୍ତାରେ ବର୍ଷାପାଣି ଜମି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସ୍ଥାନୀୟ ଲୋକେ ରାସ୍ତା ମରାମତି କିମ୍ବା ପୁନଃ…

ନୂଆ ରେକର୍ଡ କଲା UPI: ମେ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨ା୬: ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ମେ ମାସରେ ୟୁ ନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ମାଧ୍ୟମରେ ରେକର୍ଡ ୧,୮୬୮ କୋଟି କାରବାର ହୋଇଛି। ଏନପିସିଆଇ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ପରିଚାଳନା କରେ,…

ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା

କୋରାପୁଟ/ଲକ୍ଷ୍ମୀପୁର,୨।୬(ଅମିତାଭ ବେହେରା/ଅନନ୍ତ ପ୍ରସାଦ ନାୟକ) କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ୪ଟି ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ରବିବାର କୋରାପୁଟ ଏମ୍‌ପି ଏବଂ କଂଗ୍ରେସର ସମର୍ଥନ ଏକ…

ପାକିସ୍ତାନକୁ ମିସାଇଲ ବିକ୍ରି କରି ଫସିଲା ଚାଇନା: ଭାରତୀୟ ବୈଜ୍ଞାନିକମାନେ ରିଭର୍ସ ଇଞ୍ଜିନିୟରିଂ ମାଧ୍ୟମରେ ଜାଣିବେ ଚାଇନାର ଟେକ୍ନୋଲୋଜି

ନୂଆଦିଲ୍ଲୀ,୨ା୬: ଚାଇନା ପାକିସ୍ତାନକୁ ମିସାଇଲ ବିକ୍ରି କରି ଏକ ବଡ଼ ଭୁଲ କରିଥିବା ଆଲୋଚନା ଜୋର ଧରିଛି।ସୂଚନା ଅନୁସାରେ, ଚାଇନା ପାକିସ୍ତାନକୁ ଯେଉଁ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି, ତାହା ଭାରତୀୟ ବୈଜ୍ଞାନିକମାନଙ୍କ ହାତରେ ପଡ଼ିବା ପରେ ଏହାକୁ ଭାଙ୍ଗି ରିଭର୍ସ ଇଞ୍ଜିନିୟରିଂ…

EPFO ଇଏଲଆଇ ଯୋଜନା ପାଇଁ UAN-ଆଧାର ଲିଙ୍କ୍ ଅବଧି ବଢ଼ିଲା, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୨ା୬: ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର UAN ସକ୍ରିୟ କରି ନାହାନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) UAN ସକ୍ରିୟକରଣ ଏବଂ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବାର ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri