Home Left

ବାଥ୍‌ରୁମରୁ ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଜାରି

ଭଦ୍ରକ,୧୨।୮: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ବାସୁଦେବପୁର ଅଞ୍ଚଳର ଏହି ଛାତ୍ରୀ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ…

ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ: ଏହି କାରଣରୁ ନେଲେ ଚରମ ପଦକ୍ଷେପ

ଭୁବନେଶ୍ୱର, ୧୨।୮: ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲା ବିଂଝାରପୁରର ଏହି ଯୁବକ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ପାରିବାରିକ ବିବାଦ ଯୋଗୁଁ…

ଆସିଲା ବଡ଼ ଖବର କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୧୨।୮: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ….ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କେନ୍ଦୁଝରରେ। କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗୀରରେ ମନ୍ତ୍ରୀ ରବି…

ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର…

ଅନଲାଇନ ଗେମକୁ ପରିବାର ଲୋକେ ବାରଣ କରିବାରୁ ଚରମ ନିଷ୍ପତ୍ତି ନେଲେ ନାବାଳକ, ବାଥରୁମ୍‌ରେ…

ବାଲେଶ୍ୱର, ୧୨।୮(ବାଞ୍ଛାନିଧି ଦେ): ଅନଲାଇନ ଗେମ ହେଲା କାଳ। ପରିବାରଲୋକେ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ନାବାଳକ ପୁଅ । ମୃତ ନାବାଳକ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର। ଅନଲାଇନ ଗେମ ଖେଳକୁ ପରିବାର…

ଜେଲ ଦଣ୍ଡ ସମାପ୍ତ କରିଥିବା ଦୋଷୀଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୮: ୨୦୦୨ ନୀତିଶ କଟାରା ହତ୍ୟା ମାମଲାରେ ଦୋଷୀ ସୁଖଦେବ ପେହଲୱାନଙ୍କୁ ୨୦ ବର୍ଷର ଦଣ୍ଡ ସମାପ୍ତ ହେବା ପରେ ଜେଲରୁ ମୁକ୍ତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ସୁଖଦେବ ଭଳି ନିଶ୍ଚିତ…

ଭାରତର ସଙ୍କଟମୋଚକ ସାଜିବେ ଏହି ୨ ଦେଶ: ଟ୍ରମ୍ପଙ୍କୁ ପାନେ ଦେବାକୁ ଯୋଜନା

ଓ୍ବାଶିଂଟନ୍‌,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଛନ୍ତି। ଭାରତ ଏବେ ଆମେରିକାର ଏହି ଟାରିଫ୍‌କୁ ମୁକାବିଲା କରିବାର ଉପାୟ ଖୋଜୁଛି। ଭାରତ ଏବେ ସେହି ରୁଷିଆର ବଜାର ଆଡ଼କୁ ଚାହିଁ ରହିଛି, ଯାହା…

ଭାରତ ଜବାବ ଶୁଣି ରାଗିଗଲା ପାକିସ୍ତାନ: ପୁଣି ବିଷ ଓଗାଳିଲା

ଇସଲାମାବାଦ୍‌,୧୨।୮: ପାକିସ୍ତାନ ଏପର୍ଯ୍ୟନ୍ତ ଅନେକ ଥର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇସାରିଛି। ଅପରେଶନ ସିନ୍ଦୂର ସମୟରେ ମଧ୍ୟ ଏହା ତାର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲର ଉଚିତ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏହାର ପ୍ରତିକ୍ରିୟା…

୩୫ ବର୍ଷ ପରେ ଖୋଲିଲା ପୁରୁଣା କଶ୍ମୀରୀ ପଣ୍ଡିତ ମହିଳା ହତ୍ୟା ମାମଲା, ତଲାସୀ ଜାରି

ନୂଆଦିଲ୍ଲୀ,୧୨।୮: ରାଜ୍ୟ ତଦନ୍ତ ସଂସ୍ଥା (ଏସଆଇଏ) ମଙ୍ଗଳବାର ମଧ୍ୟ କଶ୍ମୀରର ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚଲାଇଛି, ଯାହା ୩୫ ବର୍ଷ ପୂର୍ବେ ଜଣେ କାଶ୍ମୀରୀ ପଣ୍ଡିତ ମହିଳା ସରଲା ଭଟଙ୍କ ହତ୍ୟା ମାମଲାର ତଦନ୍ତର ଅଂଶ। ଅଧିକାରୀମାନେ ଜଣାଇଛନ୍ତି ଯେ…

ସାମ୍ନାକୁ ଆସିଲା ବାହୁବଳୀ-୩ ପୋଷ୍ଟର, ଏହି ଦିନ ହେବ ରିଲିଜ, ହେଲା ଘୋଷଣା

ମୁମ୍ବାଇ: ଭାରତୀୟ ସିନେମାର ସବୁଠାରୁ ମହାନ ଏବଂ ସଫଳ ଫ୍ରାଞ୍ଚାଇଜ ବାହୁବଳୀ ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ। ନିର୍ଦ୍ଦେଶକ ଏସ.ଏସ. ରାଜମୌଲୀ ଫିଲ୍ମର ନୂତନ ପୋଷ୍ଟର ରିଲିଜ କରିଛନ୍ତି, ଯାହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି।…

୧୨ ବର୍ଷର ଝିଅଙ୍କୁ ବଳାତ୍କାର କଲେ ୨୦୦ରୁ ଅଧିକ ପୁରୁଷ: ସେକ୍ସ ରାକେଟର ପର୍ଦ୍ଦାଫାସ

ପୁଣେ,୧୨।୮: ମହାରାଷ୍ଟ୍ରର ପାଲଘରରେ ଏକ ୧୨ ବର୍ଷୀୟା ବାଂଲାଦେଶୀ ଝିଅକୁ ଏକ ସେକ୍ସ ରାକେଟରୁ ଉଦ୍ଧାର କରାଯାଇଛି। ପଚରାଉଚରା ସମୟରେ ସେ ସାଂଘାତିକ ଘଟଣା ଉଲ୍ଲେଖ କରିଛନ୍ତି। ୩ ମାସ ମଧ୍ୟରେ ୨୦୦ରୁ ଅଧିକ ପୁରୁଷ ତାଙ୍କୁ ଏକ ଫ୍ଲାଟରେ ବଳାତ୍କାର…

ଟ୍ରମ୍ପଙ୍କ ଘୋଷଣା ପରେ ଏତେ ଖସିଲା ସୁନାଦର, ଭୁବନେଶ୍ୱରରେ କେତେ ଅଛି ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୧୨।୮: ଗତ ଗୋଟିଏ ସପ୍ତାହ ଧରି ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ କେବଳ ଗୋଟିଏ ଘୋଷଣା ସହିତ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri