Home Left

ନୂଆଖାଇ ପାଇଁ ତିହାରି ହାଟାର ଗ୍ରାହକଙ୍କ ଭିଡ

ରିଷିଡ଼ା,୨୩ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ାଠାରେ ନୂଆଖାଇ ପାଇଁ ଶନିବାର ବସିଥିବା ତିହାରି ହାଟ ଚଳଚଞ୍ଚଳ ହୋଇପଡିଥିଲା। ବିଭିନ୍ନ ସାମଗ୍ରୀ କିଣିବା ଲାଗି ଏଠାରେ ଲୋକଙ୍କ ଗହଳି ଲାଗିଥିଲା। କଳାହାଣ୍ଡି, ବଲାଙ୍ଗୀର ଓ କନ୍ଧମାଳ ଜିଲା ସୀମାନ୍ତରେ ଥିବା ହାଟରେ ନୂଆଧାନ,…

ସିରାଜଙ୍କୁ ଟିମ୍‌ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା 

ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ…

ଏସ୍‌ପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ପେଟ୍ରୋଲ, ଦିଆସିଲି ଜବତ

ଢେଙ୍କାନାଳ,୨୩।୮: ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ଶନିବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ହେଲେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍‌ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଉଛି।…

ସାମାନ୍ୟ କାକୁଡ଼ି ଦେଖିଲେ ଭୟରେ ଛାନିଆ ହୋଇଯାଆନ୍ତି ‘ଦ ଅଣ୍ଡରଟେକର’, ଯାହାଙ୍କୁ ରିଙ୍ଗରେ….

ମୁମ୍ବାଇ:  WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ଶୁଣି ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରହର ହୁଅନ୍ତି। ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ବକ୍ସିଂ ବେଳେ ଆହୁରି ଭୟଙ୍କର…

ଆସିଲା ଧମାକାଦାର୍‌ ଅଫର୍‌, ୧ଟଙ୍କାରେ ମିଳିବ ୪୯୯୯ଟଙ୍କାର ରିଚାର୍ଜ ପ୍ଲାନ! ଅଗଷ୍ଟ ୩୧ଯାଏ…

ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଗୋଟିଏ ଟେଲିକମ କମ୍ପାନୀ ଏମିତି ଏକ ଅଫର ଆଣିଛି ଯାହାକୁ ଆପଣ ଶୁଣିଲେ ତାଜୁବ ହୋଇଯିବେ। ଗ୍ରାହକମାନଙ୍କ ପାଇଁ ଏକ ଅଫର ଆଣିଛି ଯାହା ଟେଲିକମ ବଜାରରେ ହଇଚଇ ସୃଷ୍ଟି କରିଛି। କମ୍ପାନୀ ତାର ଉପଭୋକ୍ତାମାନଙ୍କୁ…

ଆମେରିକାକୁ ବଡ଼ ଝଟ୍‌କା ଦେଲା ଭାରତ, ବନ୍ଦ କଲା… 

ନୂଆଦିଲ୍ଲୀ,୨୩।୮: ଭାରତୀୟ ଡାକ ବିଭାଗ ଆମେରିକା ସରକାରଙ୍କ ନିକଟରେ ଜାରି ହୋଇଥିବା ଏକ୍ଜିକ୍ୟୁଟିଭ ଅର୍ଡର ନମ୍ବର ୧୪୩୨୪ (୩୦ ଜୁଲାଇ) ଅନୁଯାୟୀ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଆଦେଶ ଅନୁସାରେ, ଆମେରିକାକୁ ପଠାଯାଉଥିବା ସାମଗ୍ରୀ ଉପରେ ୮୦୦ ଆମେରିକୀୟ ଡଲାର…

ପ୍ରବୀଣଙ୍କୁ ଝୁରୁଛି ଘରୋଇ ବସ ମାଳିକ ସଂଘ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଘରୋଇ ବସ ମାଳିକ ସଂଘ ପକ୍ଷରୁ ଶନିବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ସ୍ୱର୍ଗତ ଖମାରୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ଘରୋଇ ବସ ମାଳିକ ସଂଘର ସଭାପତି ପ୍ରବୋଧ ରଥ…

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ଅର୍ଜୁନ-ଏଲାଭେନିଲ ଯୋଡ଼ିଙ୍କୁ ମିଳିଲା ସ୍ବର୍ଣ୍ଣ

ସିମ୍‌କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍‌ ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍‌କେ ଲୁ’ ଓ ଜିନ୍‌ଲୁ…

OMG! ୬୦୦୦ ଲୋକଙ୍କୁ ଚାକିରି ଦେବେ ଡଲି ଚାଏବାଲା, ଘୋଷଣା କରି ଚମକାଇଲେ… 

ନାଗପୁରର ପ୍ରସିଦ୍ଧ ଚା’ ବିକାଳି ସୁନୀଲ ପାଟିଲ, ଯାହାଙ୍କୁ ସମସ୍ତେ Oଲି ଚାୟାୱାଲା ନାମରେ ଜାଣନ୍ତି, ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ନିଆରା ଚା’ ପରିବେଷଣ ଶୈଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସୋସିଆଲ ମିଡିଆରେ ସେ ବେଶ ଲୋକପ୍ରିୟ।…

ତିଖାଲି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ଖଡ଼ିଆଳ,୨୩ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ଗତ ୨ଦିନ ଧରି ଏଠାରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଫଳରେ ତିଖାଲି ଡ୍ୟାମ୍‌ରେ ଜଳସ୍ତର…

ଅଧ୍ୟାପକ କର୍ମଚାରୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

ଖଡ଼ିଆଳ,୨୩ା୮(ସୁଜିତ କୁମାର ପ୍ରଧାନ): ରାଜ୍ୟ ସଂଘ ଆହ୍ବାନକ୍ରମେ ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ କର୍ମଚାରୀ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ କଲେଜର ୩୦ରୁ ଊର୍ଦ୍ଧ୍ବ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ…

ଏହିଦିନ IPLରୁ ସନ୍ୟାସ ନେବେ ବିରାଟ କୋହଲି! ସାଥି ଖେଳାଳିଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୩।୮: ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇଥିବା ବିରାଟ କୋହଲି ODI କ୍ରିକେଟରେ ସକ୍ରିୟ ଅଛନ୍ତି ଏବଂ IPLରେ ମଧ୍ୟ ଖେଳୁଥିବାର ଦେଖାଯାଉଛି। ବିରାଟ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ତାଙ୍କୁ ବହୁତ ଦିନ ହେବ IPLରେ ଖେଳୁଥିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri