Home Left

ସାମାନ୍ୟ ଅସାବଧାନତା ପାଇଁ ପୋଲ ତଳକୁ ଖସିଲା କାର୍‌: ଭିଡିଓ ଭାଇରାଲ

ନଓ୍ବୋଡି,୨୯।୧୦: ମଧ୍ୟ ପ୍ରଦେଶର ନଓ୍ବୋଡି ଜିଲାରୁ ଆସିଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଟିକେ ଅସାବଧାନତା ଓ ଦ୍ରୁତ ଗତି ୫ ଜଣଙ୍କ ଜୀବନ ସହ ଖେଳ ଖେଳିଛି। ସୌଭାଗ୍ୟ ବଶତଃ ଏମାନେ ବଞ୍ଚି ଯାଇଛନ୍ତି ସତ ହେଲେ…

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିବା ଘଟଣା: ବୃଦ୍ଧା ମୃତ

ଦିଗପହଣ୍ଡି,୨୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁ ଦଳିତ ସାହିରେ ଲଗାଣ ବର୍ଷାରେ ଗତ ଶନିବାର ସନ୍ତୋଷ ନାଇକଙ୍କ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ତାଙ୍କର ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ…

ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏହି ଅବସରରେ…

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ: ଏଥର ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଗତ ୪ତାରିଖ ସୁଦ୍ଧା ସମସ୍ତ ଦୋକାନ ଖାଲି…

ମୁଖ୍ୟମନ୍ତ୍ରୀ ପାଇଁ ରାହୁଲ ଗାନ୍ଧୀଙ୍କଠାରୁ ୧୦ ଗୁଣା ଅଧିକ ଯୋଗ୍ୟ ଆଦିତ୍ୟ ଠାକରେ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ ଏମାନଙ୍କ ଭିତରେ ଅଙ୍କକଷା ଛିଡି ପାରୁ ନାହିଁ। ଏତିକି ବେଳେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ବୟାନ ଚର୍ଚ୍ଚାର ପରିସରକୁ…

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ କୁମାର ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇ ୨କୋଟି ଟଙ୍କା ଦାନ କରିଥିଲେ।…

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କେବିନ୍ଦ। ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ…

ନମନୀୟ ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ତେଣୁ ତ୍ୱଚାର ଘରୋଇ ଉପଚାର ସମୟରେ ଏହାକୁ ଆପଣେଇ ପାରନ୍ତି… -ଆଣ୍ଟି ଏଜିଂ…

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେବି ଅଡି ବସିଛି ଶିବାସେନା। ୫୦-୫୦ ଅଙ୍କକୁ ନେଇ ଶିବସେନା…

ପଶ୍ଚିମବଙ୍ଗରେ ବିସ୍ଫୋରଣ: ୩ ମୃତ, ଜଣେ ଗୁରୁତର

କୋଲକାତା,୨୯।୧୦: ପଞ୍ଚିମବଙ୍ଗର ଫର୍ଜିପାରାରେ ଥିବା ବର୍ଡ଼ର ଆଉଟପୋଷ୍ଟ ପାଖରେ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ପୋରଣରେ ତିନି ଜଣ ଗୋରୁଚାଲାଣକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୀମା…

କିପରି ଦେଖାଯିବେ ଷ୍ଟାଇଲିଶ୍‌

ଆଉ ଦିନ କେଇଟା ପରେ ଶୀତଦିନ ଆସିବ । ଏହି ଦିନରେ କିପରି ଷ୍ଟାଇଲିଶ୍‌ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ… – ଆପଣ ଜିନ୍ସ ବଦଳରେ ମ୍ୟାକ୍ସି ସ୍କର୍ଟ କ୍ୟାରି କରିପାରିବେ। ଏହାକୁ ପିନ୍ଧିଲେ ଅଧିକ ଥଣ୍ଡାରେ ଆପଣ ଷ୍ଟାଇଲିଶ୍‌ ଲାଗିବେ।…

ମିଠା ପଲଉ

ଆବଶ୍ୟକ ସାମଗ୍ରୀ ଘିଅ ୩ଚାମଚ(ବଡ଼),ଦୁଇଟି ବଡ଼ ତେଜପତ୍ର,କଞ୍ଚାଲଙ୍କା୫-୬ଟି,କଳା ଅଳେଇଚ୨-୩ଟି,ଡାଳଚିନି ଦୁଇଖଣ୍ଡ, ଲବଙ୍ଗ ୭-୮ଟି, ଜାଇତ୍ରୀ-୧ଟି,କେସର ୩-୪ଖଣ୍ଡ,ଅଦା ଏକ ଚାମଚ, ବାସ୍‌ମତି ଚାଉଳ ଏକ କପ୍‌, କାଜୁ ୧୨-୧୬ଟି, କିସ୍‌ମିସ୍‌ ଏକଚତୁର୍ଥାଂଶ, ପିସ୍ତା ୧୨-୧୬ଟି, ଚିନି ଦୁଇ ବଡ଼ ଚାମଚ, ଲୁଣ ଆବଶ୍ୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri