Home Left

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ ନୂଆ ସଂଗଠନ ଲଞ୍ଚ୍‌ କରାଯାଇଛି। ଏଥିସହ ସଂଗଠନ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି।…

ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ: ଏସ୍‌ଆର୍‌ସି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜ୍ୟର ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ ଆଇଆଇଟି ମୁମ୍ବାଇକୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁସ୍ଖଳନ ଏବେ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା…

ଭାଜପାର ପ୍ଲାନ ‘ବି’କୁ ନେଇ ମତ ରଖିଲେ ଫଡନବିସ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଶିବସେନାର ନଖରାମି ପରେ ଏବେ ଭାଜପା ପ୍ଲାନ ‘ବି’ ପ୍ରସ୍ତୁତିରେ ରହିଥିବା ଆଲୋଚନା ହେଉଛି। ଭାଜପାର ରାଜ୍ୟସଭା ଏମ୍‌ପି ସଞ୍ଜୟ କାକଡେ କହିଛନ୍ତି, ଭାଜପା ଶିବସେନା ବିନା ମହାରାଷ୍ଟ୍ରରେ ସରକାର ଗଢିବ। ସେ କହିଛନ୍ତି ଶିବସେନାର ୫୬ ବିଧାୟକଙ୍କ…

ରତ୍ନଭଣ୍ଡାର ଗହଣାର ଅଡିଟ ଦାବି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ସମସ୍ତ ଅଳଙ୍କାରର ଅଡିଟ୍‌ ପାଇଁ ଦାବି ହୋଇଛି। ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ ପାଇଁ ସେ…

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ

ଅନୁଗୋଳ ଅଫିସ,୨୯।୧୦: ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଙ୍ଗଳବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ମେଡିକାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ମେଡିକାଲର ଯକ୍ଷ୍ମା ବିଭାଗ ସହ ମେଲ୍‌ଓ୍ବାଡ ଏବଂ…

ସଚିନ ତେନ୍ଦୁଲକରଙ୍କ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବିଶ୍ୱର ମହାନ ଉଇକେଟକିପରଙ୍କ ମଧ୍ୟରେ ଅନ୍ୟତମ କୁମାର ସାଙ୍ଗାକାରାଙ୍କ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବିଶ୍ୱ କ୍ରିକେଟରରେ ନିଜ ବ୍ୟାଟିଂ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସାଙ୍ଗାକାରା। ସଚିନ ତେନ୍ଦୁଲକରଙ୍କ…

ମୁସଲମାନଙ୍କୁ ସରକାରୀ ଚାକିରି ମିଳିବା ନେଇ ପ୍ରତିକ୍ରିୟା ରଖିଲେ ଏଆଇୟୁଡିଏଫ୍‌ ଅଧ୍ୟକ୍ଷ

ଗୁଆହାଟି,୨୯।୧୦: କିଛି ଦିନ ପୂର୍ବରୁ ଆସାମ ସରକାର ସରକାରୀ ଚାକିରି ନେଇ ଏକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଏଆଇୟୁଡିଏଫ୍‌ର ଅଧ୍ୟକ୍ଷ ତଥା ଲୋକ ସଭା ଏମ୍‌ପି ବଦରୁଦ୍ଦିନ ଅଜମଲ ଏନେଇ ପ୍ରତିକ୍ରିୟା…

ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଏଣିକି ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବ। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି ଓ ରାଉରକେଲା । ଅତ୍ୟାଧୁନିକ ଟେକ୍‌ନୋଲୋଜି ଦ୍ୱାରା ୫ଟି ବାଟାଲିଅନକୁ ଅପଗ୍ରେଡ୍‌ କରାଯିବ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନରେ…

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ କେତେକ ଯୁବକ ପିକ୍‌ଅପ୍‌ ଗାଡ଼ିକୁ ଅଟକାଇଥିଲେ। ପରେ ଏହାକୁ ନେଇ…

ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ ବୟସ୍କଙ୍କ ଠାରେ ଅଧିକ ଦେଖାଯାଉଛି। ଏହା ଏକ ସାଧାରଣ ହରମୋନଜନିତ ଅନିୟମିତତା। ଋତୁସ୍ରାବରେ ଅନିୟମିତତା,…

ଅବସର ପୂର୍ବରୁ ରାଞ୍ଚିକୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ଧୋନୀ

ରାଞ୍ଚି,୨୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ନିଜକୁ ଦୂରେଇ ରଖିଥିବା ଧୋନୀ କିନ୍ତୁ ଏବେ ବିନ୍ଦାସ ଜୀବନ ବିତାଉଛନ୍ତି। କେବେ ତାଙ୍କୁ ଭାରତୀୟ କ୍ରିକେଟ…

ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର

ରାଇସୁଆଁ,୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଝୁଲନ୍ତାବସ୍ଥାରେ ଯୁବକଙ୍କ ଗଳିତ ଶବ ମଙ୍ଗଳବାର ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନାନୁଯାୟୀ, ମଙ୍ଗଳବାର ମୌଦାନକେଲା ପଞ୍ଚାୟତ ବାସୁଦେବପୁର ଜଙ୍ଗଲର ଏକ ଗଛରେ ଯୁବକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri