Home Left

ଅର୍ଜୁନ ମୁଣ୍ଡା ଆର୍ଚେରୀ ଆସୋସିଏଶନ ସଭାପତି

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନିର୍ବାଚନ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ପୂର୍ବତନ ଏଏଆଇ ସଭାପତି ବିଜୟ କୁମାର ମାଲହୋତ୍ରାଙ୍କ…

ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ସାରା-କାର୍ତ୍ତିକଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍‌ ବି…

ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ ଆଣ୍ଟିବାୟୋଟିକ୍‌ ଓ ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ। ଏହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି…

ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଚମକିଲେ ନେପାଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା

ବମ୍ବେ: ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଜଲଓ୍ବା। ସେ ବି ଏଭଳି ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା। ନେପାଳର ନୁବାକେଟ ଜିଲାର ଏକ କୃଷକ ପରିବାରରେ ଜନ୍ମ ନେଇଥିବା ଅଞ୍ଜଳୀ ଲାମା…

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ…

ବିଶ୍ୱର ସବୁଠାରୁ ଦାମୀ ମଦ

ମଦର ଦାମ୍‌ ଭାରତରେ ୫ରୁ ୧୦ ହଜାର ଭିତରେ ହେଲେ ଏହାକୁ ଦାମୀ ମଦ ବୋଲି କୁହାଯାଏ। ହେଲେ ୟୁରୋପର ପ୍ରମୁଖ ପର୍ଯ୍ୟଟନସ୍ଥଳ ଟୋକଜରେ ଏକ ମଦ ଉତ୍ପାଦକ ଏବେ ଏମିତି ଏକ ମଦ ତିଆରି କରିଛନ୍ତି ଯାହାର ଦେଢ ଲିଟରର…

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ କୁନାଲ ସିଂଙ୍କ ସହ ୫ଜଣଙ୍କୁ ଅଟକ…

ପିକ୍‌ନିକ୍‌ ହେଲା କାଳ: ଜଳପ୍ରପାତରେ ଗାଧୋଇବା ବେଳେ ଚାଲିଗଲା ୨ ଛାତ୍ରଙ୍କ ଜୀବନ

ସମ୍ବଲପୁର,୧୮।୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରାଠାରେ ଥିବା ଦେବଝରଣ ପର୍ଯ୍ୟଟନସ୍ଥଳୀକୁ ଶନିବାର ଭିସୁଟ୍‌ ଇଞ୍ଜିନିୟରିଂ ଛାତ୍ର ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଜଳପ୍ରପାତରେ ଗାଧୋଉଥିବା ସମୟରେ ବୁଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁର୍ଲା ଭିସୁଟ୍‌ କମ୍ପ୍ୟୁଟର ସାଇନ୍ସ ତୃତୀୟ ବର୍ଷ ଛାତ୍ର…

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମେଲ୍‌ବୋର୍ନ,୧୮।୧- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯଦି ସେ ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ସଫଳ ହୁଅନ୍ତି, ତେବେ ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କ ନୋଭାକ ଜୋକୋଭିଚ୍‌ଙ୍କୁ ଭେଟିବେ।…

ଏହି ମହିଳାଙ୍କୁ ଅଜବ ରୋଗ, ଶୁଣିପାରନ୍ତିନି ପୁରୁଷଙ୍କ କଥା

ବେଜିଂ: ଈଶ୍ୱର ଶୁଣିବା ପାଇଁ ଦୁଇଟି କାନ ଦେଇଛନ୍ତି। ଏହାଦ୍ୱାରା ସମସ୍ତଙ୍କ କଥା ଶୁଣି ହେବ। ମାତ୍ର ଜଣେ ମହିଳାଙ୍କ କାନରେ ଏପରି ରୋଗ ହୋଇଛି ଯାହାଙ୍କୁ ପୁରୁଷଙ୍କ କଥା ଶୁଭେ ନାହିଁ। ବିଶ୍ୱାସ ହେଉ ନ ଥିଲେ ବି ସତ।…

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର କହିଛନ୍ତି…

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ ବିୟୁଟି ଜୁହି ଚାଓ୍ବଲାଙ୍କ ପୁଅ ମଧ୍ୟ ଏ କ୍ଷେତ୍ରରେ ଦୁଇ ପାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?