Posted inଫୁରସତ

ଏହି ମହିଳାଙ୍କୁ ଅଜବ ରୋଗ, ଶୁଣିପାରନ୍ତିନି ପୁରୁଷଙ୍କ କଥା

ବେଜିଂ: ଈଶ୍ୱର ଶୁଣିବା ପାଇଁ ଦୁଇଟି କାନ ଦେଇଛନ୍ତି। ଏହାଦ୍ୱାରା ସମସ୍ତଙ୍କ କଥା ଶୁଣି ହେବ। ମାତ୍ର ଜଣେ ମହିଳାଙ୍କ କାନରେ ଏପରି ରୋଗ ହୋଇଛି ଯାହାଙ୍କୁ ପୁରୁଷଙ୍କ କଥା ଶୁଭେ ନାହିଁ। ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ମହିଳାଙ୍କୁ ଏହି ଅଜବ ରୋଗ ହୋଇଛି। ତାଙ୍କ କାନକୁ ପୁରୁଷଙ୍କ କଥା ଶୁଭୁନାହିଁ।
ଏକ ରିପୋର୍ଟ ଅନୁସାରେ, ଚାଇନାର ଚେନ୍‌ ନାମକ ଜଣେ ମହିଳାଙ୍କ କାନକୁ କେବଳ ମହିଳାଙ୍କ କଥା ଶୁଭୁଛି। ପୁରୁଷଙ୍କ କଥା ଆଦୌ ଶୁଭୁନାହିଁ। ଦିନେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ କିଛି କହୁଥିବା ବେଳେ ତାଙ୍କୁ କିଛି ଶୁଭି ନ ଥିଲା। ଡାକ୍ତରଖାନା ଯାଇ ଦେଖାଇବାରୁ ଏପରି ରୋଗର ଅଜବ ଲକ୍ଷଣ ସବୁ ଜଣାପଡ଼ିଥିଲା।

ଏହି ରୋଗର ନାମ ‘ରିଭର୍ସ ସ୍ଲୋପ୍‌ ହିୟରିଂ ଲସ୍‌’। ଏହାର ଲକ୍ଷଣ ହେଲା କେବଳ ଉଚ୍ଚ ସ୍ବରରେ କହୁଥିବା ଶବ୍ଦ ଶୁଭିବ। ଡାକ୍ତର କୁହନ୍ତି, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବର ଉଚ୍ଚ ହୋଇଥିବାରୁ ଚେନ୍‌ଙ୍କୁ କେବଳ ମହିଳାଙ୍କ ଶବ୍ଦ ଶୁଭେ। ଆଉ ଏକ କଥା ମଧ୍ୟ ଜଣାପଡ଼ିଥିଲା ତାଙ୍କୁ ଚିକିତ୍ସା କରୁଥିବା ପୁରୁଷ ଡାକ୍ତରଙ୍କ କଥା ତାଙ୍କୁ କିଛି ଶୁଭୁ ନ ଥିଲା। କେବଳ ମହିଳା ଡାକ୍ତରଙ୍କ କଥା ସେ ଶୁଣିପାରୁଥିଲେ। ସବୁ ମହିଳାଙ୍କର ଯେ ଉଚ୍ଚ ସ୍ବର ସେ କଥା ମଧ୍ୟ ନୁହେଁ। ଯେଉଁ ମହିଳାଙ୍କ ସ୍ବର କ୍ଷୀଣ ସେମାନଙ୍କ କଥାକୁ ମଧ୍ୟ ଏହି ରୋଗ ହେଲେ କେହି ଶୁଣିପାରିବେ ନାହିଁ। ଡାକ୍ତରଙ୍କ ମତରେ ଏହାର ଉପଚାର ହେଲା ଶ୍ରବଣ ଯନ୍ତ୍ର କାନରେ ଲଗାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri