Home Left

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ ଘଟଣା: କ୍ଷମା ମାଗିଲେ ଯୁବତୀ

ପୁରୀ ଅଫିସ,୩୦।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟକୁ ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିବା ଯୁବତୀ ଶେଷରେ ଭୁଲ ମାଗିଛନ୍ତି। ସେ ଭୁଲ କରିଥିବା ନିଜ ଟିକ୍‌ଟକ୍‌ ସାଇଟ୍‌ରେ ଦର୍ଶାଇ କ୍ଷମା ପ୍ରାର୍ଥନା କରି ଏକ ଅଡିଓ ଅପଲୋଡ୍‌…

ଏମ୍‌ସିସି ବିଶ୍ୱ କ୍ରିକେଟ କମିଟିରୁ ଶକିବଙ୍କ ଇସ୍ତଫା

ଲଣ୍ଡନ,୩୦।୧୦(ପି.ଟି.)- ଦୁର୍ନୀତିରେ ଲିପ୍ତ ହେବା ଲାଗି ୩ଥର ବୁକି ଯୋଗାଯୋଗ କରିଥିଲେ ମଧ୍ୟ ରିପୋର୍ଟ ନ କରିବାରୁ ବାଂଲାଦେଶ ଦଳର ଅଧିନାୟକ ଓ ଟପ୍‌ ଅଲ୍‌ରାଉଣ୍ଡର ଶକିବ ଅଲ ହସନଙ୍କୁ ୨ ବର୍ଷ ଲାଗି ବାସନ୍ଦ କରାଯାଇଛି। କ୍ରିକେଟର ନୂଆ ନିୟମ…

ନିଜ ଭିତରେ ଏହିଭଳି ପରିବର୍ତ୍ତନ ଦେଖୁଥିବା ପୁରୁଷ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କର ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଏକୁଟିଆ ବଞ୍ଚତ୍ବା ସମ୍ଭବ ହୋଇ ନ ଥାଏ। ସେତେବେଳେ…

ଆଲିଆଙ୍କୁ ଆଦର୍ଶ ମାନନ୍ତି ଅନନ୍ୟା

ପ୍ରଥମ ଚଳଚ୍ଚିତ୍ର ମୁକ୍ତି ଲାଭ କରିବା ପୂର୍ବରୁ ଅନନ୍ୟା ପାଣ୍ଡେ ଦ୍ୱିତୀୟ ଚଳଚ୍ଚିତ୍ର ପାଇଁ ମୋହର ମାରି ସାରିଥିଲେ। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ‘ପତି ପତ୍ନୀ ଔର ଓ’ ଫିଲ୍ମ ପୁଣିଥରେ ନିର୍ମାଣ ହେବାକୁ ଯାଉଛି ଏଥିରେ ଅନନ୍ୟାଙ୍କ ସହ…

ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ: ଭାରତ ସରକାର ଜାରି କଲେ ୧୨୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ,୩୦।୧୦: ପୃଥିବୀରେ ଯୋଗ ଶିକ୍ଷାର ପ୍ରସାର କରାଇଥିବା ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ୧୨୫ ଟଙ୍କିଆ କଏନ୍‌ ଜାରି କରାଯାଇଛି। ଏହାର ଓଜନ ୩୫ ଗ୍ରାମ୍‌ ରହିଛି। ଏଥିରେ ୫୦ ପ୍ରତିଶତ ରୁପା, ୪୦ ପ୍ରତିଶତ…

୧୮ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାଶ: ଅଭିଯୋଗକାରୀ ନିଜେ ଲୁଟେରା

ଖୁଣ୍ଟୁଣୀ, ୩୦।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ଥାନାଠାରୁ ମାତ୍ର ୩ଶହ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ଉପରୁ ଜର୍ଦ୍ଦା କାରଖାନା କର୍ମଚାରୀ ସନ୍ତୋଷ ରାଜ ମଙ୍ଗଳବାର ୧୮ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଥିଲେ। ତେବେ…

ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ୧୨ ଡିସେମ୍ବରରେ: ବୋରିସ୍‌ଙ୍କ ପ୍ରସ୍ତାବ ପାରିତ

ଲଣ୍ଡନ,୩୦।୧୦: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ସମୟ ପୂର୍ବରୁ ୧୨ ଡିସେମ୍ବରରେ ହେବ। ଏନେଇ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବ ହାଉସ୍‌ ଅଫ୍‌ କମନ୍ସ୍‌ରେ ପାରିତ ହୋଇଛି। ପ୍ରସ୍ତାବ ସପକ୍ଷରେ ୪୧୮ ଭୋଟ ପଡ଼ିଥିବାବେଳେ ଏହାର ବିରୋଧରେ ୨୦…

କ୍ୟୁଟ ଅନ୍ଦାଜରେ ବାର୍ଥଡେ ମନାଇଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବୁଧବାର ନିଜର ୨୧ତମ ଜନ୍ମଦିନ ପାଳିଛନ୍ତି। ଅନନ୍ୟା ବଲିଉଡ୍‌ରେ ସବୁଠାରୁ କମ୍‌ ବୟସ୍କା ଅଭିନେତ୍ରୀ ହୋଇଥିବା ବେଳେ ପ୍ରାୟ ସମୟରେ ତାଙ୍କର କ୍ୟୁଟ ଅନ୍ଦାଜରେ ମସ୍ତିଭରା ଭିଡିଓ ଭାଇରାଲ ହୋଇଥାଏ। ଇତିମଧ୍ୟରେ ତାଙ୍କର ବର୍ଥଡେ…

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା ପକ୍କା କରି ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛନ୍ତି। ଅଲ୍‌ରାଉଣ୍ଡର ଜେ.ଜେ. ସ୍ମିଥ୍‌ଙ୍କ ୫୯ ରନ୍‌ର…

ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି। ସବୁଥର ଭଳି ଏହାର ନିିର୍ମାତା କିଛି ଭିନ୍ନ କରିବାକୁ ଯାଇ କେବଳ ସେଲିବ୍ରିଟିମାନଙ୍କୁ ଘରେ…

ଜାତୀୟ ରାଜପଥରେ ଗୋରୁକୁ ଧକ୍କାଦେଲା ଟ୍ରକ: ୧ ମୃତ, ୨ ଗୁରୁତର

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ବିରଗୋବିନ୍ଦପୁର ପୋଲ ନିକଟରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଗୋଟିଏ ଗୋରୁର ମୃ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଛନ୍ତି। ତେବେ ୩୦ରୁ ଊର୍ଦ୍ଧ୍ୱ ଗୋରୁ…

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି ଓ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri