ବିଶ୍ୱର ଭିନ୍ନ ପ୍ରକାରର ଜୀବ: କାହାର ଥଣ୍ଟ ଚାମଚ ପରି, ଆଉ କିଏ ବିପରୀତ ଦିଗରୁ ଉଡ଼ିଥାଏ
ବିଶ୍ୱରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦେଖିବାକୁ ସୁନ୍ଦର ତ ଆଉ କିଛି ଦେଖିଲେ ଡର ଲାଗିଥାଏ। ଜାଣିବା ସେମିତି କିଛି ଭିନ୍ନ ପ୍ରକାରର ଦେଖାଯାଉଥିବା ଜୀବଙ୍କ ବିଷୟରେ। ଷ୍ଟାର ନୋଜ୍ଡ ମୋଲ: ଏହାର ମୁହଁ ଦେଖିବାକୁ…
ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ
ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୋଲିସ ଭଣଜାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର…
ଭଙ୍ଗାଯିବ ୩୫ ବିଧାୟକଙ୍କ କ୍ୱାଟର୍, ଖୁବ୍ଶୀଘ୍ର ଜାରି ହେବ ନୋଟିସ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାର ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ। ବିଧାନସଭା ନିକଟରେ ଥିବା ବିଧାୟକ କଲୋନୀର ୩୫ଜଣ ବିଧାୟକଙ୍କ କ୍ୱାଟର ଭଙ୍ଗାଯିବ। ୪ଶହ କୋଟି ଟଙ୍କା ବ୍ୟୟରେ ୧୪୦ ବିଧାୟକଙ୍କ ପାଇଁ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରାଯିବ।…
ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ଫାଇନାଲରେ ଶିବ, ପୂଜା
ଟୋକିଓ,୩୦।୧୦(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକଧାରୀ ଶିବ ଥପ୍ପା (୬୩ କେଜି) ଓ ପୂଜାରାଣୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ବକ୍ସିଂ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଆଉ ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ…
ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି
ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍ସିୟମ, ଭିଟାମିନ୍ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ…
ମୃତ ବାପାଙ୍କ ଫୋନ୍କୁ ୪ ବର୍ଷଧରି ମେସେଜ ଦେଉଥିଲେ ଝିଅ: ଅଚାନକ ଦିନେ ବାପାଙ୍କ ନମ୍ବରରୁ ଆସିଲା ଜବାବ, ଜାଣନ୍ତୁ ପୂରା ଘଟଣା
ଜୀବନରେ ମା’ବାପାଙ୍କ ସ୍ଥାନ କେହି ବି ନେଇ ନ ପାରେ। ଉଭୟଙ୍କ ମଧ୍ୟରୁ କାହାରିକୁ ହରାଇଦେବା ସନ୍ତାନଟିଏ ଗ୍ରହଣ କରିପାରେ ନାହିଁ। ତେବେ ପୁଅ ସହ ମା’ର ଏବଂ ବାପା ସହ ଝିଅର ସମ୍ପର୍କ ନିବିଡ଼ ବୋଲି କୁହାଯାଏ। ବାପାଙ୍କୁ ହରାଇବା…
ରାଜୋରିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼
ଶ୍ରୀନଗର,୩୦।୧୦: ସୁଧୁରିନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ପାକିସ୍ତାନ ସେନା ପକ୍ଷରୁ ରାଜୋରିର ସୁନ୍ଦରବଣି ସେକ୍ଟରରେ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିସହ ମୋର୍ଟାର ମାଡ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏହାର ପାଲଟା ଜବାବରେ ଭାରତୀୟ…
କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ ଘଟଣା : ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଅନୁଗୋଳ ଅଫିସ,୩୦।୧୦: ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉଚ୍ଛେଦକୁ ବିରୋଧ କରି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କ…
ସ୍ତ୍ରୀଙ୍କ ପାଇଁ ଦିନେ ବ୍ୟବସାୟୀଙ୍କୁ ପିଟିଥିଲେ, ଏବେ ମ୍ୟାଚ୍ ଫିକ୍ସିଂ ଜାଲରେ ଫଶିଲେ
ଢାକା,୩୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ତେବେ ଶକିବଙ୍କ କ୍ରିକେଟ କ୍ୟାରିୟର ଯେତିକି ରୋଚକ ତାଙ୍କ ପ୍ରେମ କାହାଣୀ ମଧ୍ୟ…
ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍ ମେସେଜ
ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି। ଆଇସିସି ବୁଧବାର ଶକିବଙ୍କ ନିକଟକୁ ଭାରତୀୟ ବୁକି ଦୀପକ ଅଗ୍ରଓ୍ବାଲଙ୍କ ଆଡ଼ୁ ହୋଇଥିବା ହ୍ବାଟସଆପ…
ପିସିସି ସଭାପତି ପଦରେ ରହିବାକୁ ଚାହୁଁନାହିଁ, ମୋତେ ମୁକ୍ତି ଦେଇ ପଦବୀ କିଏ ନେବ କୁହନ୍ତୁ: ନିରଞ୍ଜନ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ପିସିସି ସଭାପତି ପଦରୁ ହଟାଇବା ଲାଗି କଂଗ୍ରେସ ନେତାଙ୍କ ମେଳି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ସେମାନେ ମୋତେ କୁହନ୍ତୁ। ମୁଁ ସେମାନଙ୍କ ନାମ ଏଆଇସିସିକୁ ସୁପାରିଶ…
ନଭେମ୍ବରରେ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିବା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ନଭେମ୍ବରରେ ପ୍ରଦାନ କରାଯିବ। ଏନେଇ ଘୋଷଣା କରାଯିବା ପରେ ଉଭୟ ଭାଜପା ଏବଂ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭାଜପା ନେତା ତଥା ଦଳୀ ଉପସଭାପତି ସମୀର ମହାନ୍ତି…
Archives


