ଜିଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ: ୩୫୨୫୮୦ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା
ବ୍ରହ୍ମପୁର,୧୯।୧: ଜିଲାସ୍ତରୀୟ ପଲସ ପୋଲିଓ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଯାଇଛି। ସିଟି ହସ୍ପିଟାଲ ପରିସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ(ସିଡିଏମ୍ପିଏଚଓ) ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ…
ପୋଲିଓ, ଟିକାକରଣର ଶୁଭାରମ୍ଭ କଲେ ଜିଲାପାଳ
ବରଗଡ଼ ଅଫିସ, ୧୯।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ ଚାଲିଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ଜିଲା ମୁଖ୍ୟ ଡାକ୍ତରଖାନାର…
ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର ଅଫିସ,୧୯।୧: ବାଲେଶ୍ୱର ଷ୍ଟେଶନ ପାଖ ଅଡ଼ର ବଜାର ନିକଟ ରେଳ ଧାରଣାରୁ ରବିବାର ସକାଳେ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ସିଙ୍ଗଳା ଥାନା ଅଞ୍ଚଳର ସୁରୂପା ମହାନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।…
ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ
ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ ବିରୋଧ କରି ରାଜ୍ୟବ୍ୟାପି ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ…
ମୁମ୍ବାଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ହୃଦ୍ଘାତରେ ମୃତ୍ୟୁ
ମୁମ୍ବାଇ,୧୯।୧: ରବିବାର ସକାଳେ ଡ୍ରିମ୍ ରନ୍ ମୁମ୍ବାଇ ମାରାଥନ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହର ସହ ଏଥିରେ ଦୌଡୁଥିବା ଦେଖାଯାଇଥିଲା। ଏହି ସମୟରେ ୬୪ ବର୍ଷୀୟ ଜଗାନନ ମାଲଜାଲକରଙ୍କ ହୃଦ୍ଘାତରେ…
ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସୁନନ୍ଦା କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଖ୍ୟାତ କବି ବୈକୁଣ୍ଠ…
ପେପର୍ ଓ୍ବିଗ୍
ଆସିୟା ଓ ଡିମିଟ୍ରି କୋଜିନ୍ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍ ତିଆରି କରି ସୋସିଆଲ ମିଡିଆରେ ବହୁ ପ୍ରଶଂସିତ ହୋଇଛନ୍ତି। କାରଣ ସେଗୁଡିକ ଓ୍ବିଗ୍ ନୁହେଁ ଗୋଟେ ଗୋଟେ…
ର଼୍ୟାମ୍ପ୍ରେ ଚାଲିବେ କୁକୁର: ୪୦ ଦେଶୀ-ବିଦେଶୀ ପ୍ରଜାତି ହେବେ ସାମିଲ୍
ଜୟପୁର,୧୯।୧: ମଣିଷ ର଼୍ୟାମ୍ପ୍ରେ ଚାଲିବା ଜଣା ଅଛି ତେବେ କୁକୁର ଏପରି କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ରାଜସ୍ଥାନ ଜୟପୁରରେ ଏଭଳି ଏକ ନିଆରା ଶୋ ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ଦଶହରା ପଡ଼ିଆରେ ରାଜସ୍ଥାନ କେନଲ କ୍ଲବ୍…
୪୦ ବର୍ଷର ରେକର୍ଡ ଭାଙ୍ଗିଲା ହିମାଚଳ ପ୍ରଦେଶର ତୁଷାରପାତ
କୁଲୁ,୧୯।୧: ହିମାଚଳ ପ୍ରଦେଶରେ କିଛିଦିନ ହେଲା ତୁଷାରପାତ ସାଧାରଣ ଜୀବନଯାତ୍ରା ଉପରେ ବେଶ୍ ପ୍ରଭାବ ପକାଇଛି। କୁହାଯାଉଛି ଏଥରର ତୁଷାରପାତ ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। କାରଣ ୪୦ ବର୍ଷ ପୂର୍ବେ ଜାନୁୟାରୀରେ ଏମିତି ତୁଷାରପାତ ହୋଇଥିଲା। ଏହାପରେ ଜାନୁୟାରୀରେ…
ବୃକ୍ଷ ପ୍ରେମରେ ବନ୍ଧା ମଣିଷ
ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା କରିବା ଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି ା ତା’ସହିତ ପରିବେଶ ସନ୍ତୁଳନରେ…
ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ
ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ପ୍ରିଭେନ୍ଟିଭ୍ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଏହା କମ୍ ରହିଛି। ହେଲେ ହେଲେ ଆଗାମୀ ଦିନରେ ଏହା…
ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍ ସେଲିବ୍ରିଟି
ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍ ରନ୍ରେ ଯୋଗ ଦେବାକୁ ବହୁ ସଂଖ୍ୟକ ପ୍ରତିଯୋଗୀ ପହଞ୍ଚିଥିବା ଦେଖାଯାଇଛି। ପିଲାମାନଙ୍କ ସହ ବଲିଉଡ୍ ଅଭିନେତା ରାହୁଲ ବୋଷ,…

