‘ଯେତେବେଳେ ପାଳି ଆସିଲା…’, ମୋଦିଙ୍କ ଅବସର ସର୍ମ୍ପକରେ ଅଖିଳେଶ ଯାଦବଙ୍କ ବିସ୍ଫୋରକ ବୟାନ
ନୂଆଦିଲ୍ଲୀ,୨୯।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଅବସର ବୟସ ସମ୍ପର୍କିତ ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖିଛନ୍ତି। ସମାଜବାଦୀ ପାର୍ଟିର ମୁଖ୍ୟ କାହାର ନାମ ନ ନେଇ ସୋସିଆଲ ମିଡିଆ ସାଇଟ…
କଂଗ୍ରେସ-ଆରଜେଡିର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହି ଫସିଲେ ବ୍ୟକ୍ତି, ହେଲା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୨୯।୮: ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିହାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦରଭଙ୍ଗାର ବାସିନ୍ଦା ରିଜଭି କଂଗ୍ରେସ ରାଲିରେ…
୪ ଦିନ ହେଲା ମିଳୁ ନ ଥିଲା ବୃଦ୍ଧାଙ୍କ ଖୋଜଖବର, ଆଜି ମୃତଦେହ ଦେଖି…
ଦେବଗଡ଼,୨୯ା୮(ଶଶାଙ୍କ ଶେଖର ଝାଙ୍କର): ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡ଼ପୋଶି ଗ୍ରାମର ସ୍ବର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ(୭୦)…
ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ, କହିଲେ ସାର୍ ଆମକୁ…
ବଣାଇଁ,୨୯ା୮: ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ୭ ଛାତ୍ରୀ। ତେବେ ଶିକ୍ଷକ ଜଣକ କୁଆଡ଼େ ଏହି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ କହିଛନ୍ତି, ସାର ଆମକୁ ସବୁବେଳେ ଅସଦାଚରଣ କରନ୍ତି। ଏନେଇ ଛାତ୍ରୀମାନେ…
ରାଜ୍ୟରେ ଚାଲିବ ୧୦୦୦ ଇ-ବସ୍
ଭୁବନେଶ୍ୱର,୨୯ା୮(ବନ୍ଦନା ସେଠୀ): ଓଡ଼ିଶା ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚଳାଚଳରେ ଦେଶରେ ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏବେ ୪୫୦ଟି ଇ-ବସ୍ ଚଳାଚଳ କରୁଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦…
ଏଇ ଭାରତରେ
ସ୍ବର୍ଣ୍ଣଚମ୍ପାର ମୂଲ୍ୟ ବଜାରରେ ଅଧିକ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସିନ୍ଧୁଦୁର୍ଗର ଉଦୟ ଗୋପୀନାଥ ଭେଲାଙ୍କର ଏହି ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ଜଣେ ସଫଳ ଚାଷୀ ଭାବେ ଏଥିରୁ ସେ ବର୍ଷକୁ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।…
ଭାରତୀୟ ଦର୍ଶନରେ କର୍ମବାଦ
ରତୀୟ ସଂସ୍କୃତିରେ ଦର୍ଶନକୁ ତତ୍ତ୍ୱଜ୍ଞାନ ବା ଆଧ୍ୟାତ୍ମିକ ବିଦ୍ୟା ବୋଲି ଅଭିହିତ କରାଯାଏ। ଦର୍ଶନର ଆକ୍ଷରିକ ଅର୍ଥ ହେଉଛି ‘ପ୍ରଜ୍ଞାନୁରାଗ’। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମତରେ ଦର୍ଶନ ହେଉଛି ବାସ୍ତବତାର ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ସମସ୍ୟା। ଭାରତୀୟ ଦର୍ଶନରେ ମାନସିକ, ସାମାଜିକ, ଆଧ୍ୟାତ୍ମିକ…
ଧ୍ୟାନରତ ମନ
ନୀରବ ସଚେତନ ମନ ହେଉଛି ଧ୍ୟାନର ପ୍ରଥମ ପାହାଚ। ଅର୍ଥାତ୍ ମନରେ ଭାବନା ଚାଲି ନ ଥିବ କିନ୍ତୁ ଶରୀର ନୀରବ ନିଶ୍ଚଳ ରହିଥିବ। ଏହିପରି ଅବସ୍ଥା ରାତିରେ ଶୋଇବା ବେଳେ ଘଟିପାରେ। କିନ୍ତୁ ଦିନ ବେଳା ମଧ୍ୟ ଯଦି ଜଣେ…
ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ, ଛାତ ଉପରୁ ମିଳିଲା…
ଭୁବନେଶ୍ୱର,୨୯ା୮: ରାଜଧାନୀର ପାଣ୍ଡରା ଅଞ୍ଚଳରେ ଗୁରୁବାର ରାତି ଅଧରେ ଘଟିଯାଇଛି ଏକ ଛାତିଧରା ଘଟଣା। ଜଣେ ଆଇନଜୀବୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି…
ନ୍ୟାୟ ପାଇଁ ସଂଗ୍ରାମ
ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାରେ ଥିବା ଆଇନ, ନୀତି ଓ ଏହାସହ ଜଡ଼ିତ ସଂସ୍ଥାଗୁଡ଼ିକ ଗମ୍ଭୀର ଅପରାଧରେ ଲିପ୍ତ ଅପରାଧୀମାନଙ୍କୁ ଉତ୍ତରଦାୟୀ କରିବାରେ ନିଆଯାଉଥିବା ପଦକ୍ଷେପ ସବୁକୁ ମାର୍ଗଦର୍ଶନ କରିଆସିଛି। ବିଶ୍ୱ ମୁଖ୍ୟତଃ ଗଣତନ୍ତ୍ର ଓ ମାନବ ଅଧିକାରକୁ ଅଧିକ ସମ୍ମାନ ଦେବା…
ସରକାରୀ ଗାଡ଼ିରେ ବସି ବିଅର ପିଉଥିଲେ SDO, କାର୍ଯ୍ୟାନୁଷ୍ଠାନ ପରେ କହିଲେ ଭିିଡିଓ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିବି ନାହିଁ…
ୟୁପିର ମୈନପୁରୀ ଜିଲାରେ ନିଯୁକ୍ତ ବିଦ୍ୟୁତ ବିଭାଗର ଏସ୍ଡିଓ ସୁଖବୀର ସିଂ ସରକାରୀ ଗାଡ଼ିରେ ବିଅର ପିଉଥିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସୋମବାରର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…
କଳାହାଣ୍ଡିରେ ନୂଆଁଖାଇ: ଖିରି, ପିଠାରେ ମହକିଲା ଘର; ପରମ୍ପରାକୁ ନ ଭୁଲି …
ଭବାନୀପାଟଣା,୨୮ା୮(ଉତ୍ତମ କୁମାର ଦାଶ)- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୁରୁବାର କଳାହାଣ୍ଡି ଜିଲାରେ ଧୁମଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ ୯ଟା ୫୦ରେ ନବାନ୍ନ ଲାଗିଥିଲା। ପରେ ସହରର ପ୍ରତ୍ୟେକ ବର୍ଗର ଲୋକ ମହାପ୍ରଭୁଙ୍କୁ…
Archives


