Home Left

୧.୮୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୯-୧୧: ଚଳିତ ସପ୍ତାହରେ ଲଗାତର ୨ ଦିନ ଦେଶର ପୁଞ୍ଜି ବଜାର କାରବାର ଉର୍ଦ୍ଧ୍ୱଗାମୀ ହେବା ଯୋଗୁ ନିବେଶକ ବେଶ ଲାଭବାନ ହୋଇଛନ୍ତି। ବୁଧବାର ଏବଂ ଗୁରୁବାର ଶେୟାର ବଜାରରେ ବେଶ ଉତ୍ସାହ ପରିଲକ୍ଷିତ ହେବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୮୭…

୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ ଖାଉଟି ଚାହିଦା କମିଛି। ଘରୋଇ ନିବେଶ ହ୍ରାସ ଏବଂ ବିଶ୍ୱ ମାନ୍ଦାବସ୍ଥା ଭାରତ ବଜାର…

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କୁହାଯାଏ। ନିକଟରେ କେରଳର ଜଣେ ଦମ୍ପତି ଏମିତି…

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି

ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍‌ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଥାଏମିନ୍‌, ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ଥାଏ। ମେଥି…

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ

ଜି.ଉଦୟଗିରି,୨୮ା୧୧(ଡି.ଏନ.ଏ.)-ଜି.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ପ୍ରଧାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଗୃହୀତ ହୋଇଛି । ଅନାସ୍ଥା ପ୍ରସ୍ତାବ ନିମନ୍ତେ ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ସ୍ବତନ୍ତ୍ର ବୈଠକରେ ଏମ୍‌ପି ଓ ବିଧାୟକ, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଅନୁପସ୍ଥିତ ଥିଲେ।…

ପକାରୀ ସରପଞ୍ଚ ହେଲେ ମଙ୍ଗଳୁ କହଁର

ଫିରିଙ୍ଗିଆ, ୨୮ା୧୧- ଫିରିଙ୍ଗିଆ ବ୍ଲକ ପକାରୀ ଉପ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି ା ମଙ୍ଗୁଳୁ କହଁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବସୁଦେବ କହଁରଙ୍କୁ ୫୩ ଖଣ୍ଡ ଭୋଟରେ ପରାସ୍ତ କରି ନୂତନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଫୁଲବାଣୀ…

ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର ଛତ୍ରପୁର ଆସି ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସମ୍ବନ୍ଧୀୟ ଆବେଦନ…

‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍‌ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ଆପଣଙ୍କ ପ୍ରତି କିଭଳି ଥିଲା? ପୋଲିସର କାର୍ଯ୍ୟ ଉପରେ ଆପଣ…

ରାସ୍ତା ତଳକୁ ଖସିଲା ବାଇକ୍‌, ଜଣେ ମୃତ

ଝୁମ୍ପୁରା, ୨୮।୧୧ (ଡି.ଏନ.ଏ.)-ବାରିଆ ଥାନାଞ୍ଚଳ ଅନ୍ତର୍ଗତ ବରାହପଶି ଜଙ୍ଗଲ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ହିମାଂଶୁ ମହାନ୍ତ ନାମକ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଗୁରୁତର…

ଡିଆର୍‌ଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ

ରୂପ୍‌ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ଫୁଟ୍‌ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିବା ସହ ସେ ଯାତ୍ରୀ ପ୍ରତୀକ୍ଷାଳୟ…

ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ୧୦ରୁ…

ଗେଲ ନ ଖେଳିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିପିଏଲ ଦଳ

ଢାକା,୨୮।୧୧(ଏଏଫ୍‌ପି)- ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ରେ ଓ୍ବେଷ୍ଟଇଣ୍ଡିଜ ଷ୍ଟାର ଓପନର କ୍ରିସ୍‌ ଗେଲ୍‌ ନ ଖେଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଟୋଗ୍ରାମ ଚାଲେଞ୍ଜର୍ସ। ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ ପାଇଁ ଗେଲଙ୍କୁ ଚିଟୋଗ୍ରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri