ପିଙ୍କ୍ ବଲ ଟେଷ୍ଟ: ଟିକେଟ ଅର୍ଥ ଫେରାଇବ ସିଏବି
କୋଲକତା,୨୫।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍ ସମୟରେ ଜିତି ନେଇଥିଲା। ମ୍ୟାଚ୍ର ୪ର୍ଥ ଓ ୫ମ ଦିନର ଖେଳ ଦେଖିବା ପାଇଁ ଟିକେଟ କରିଥିବା ଦର୍ଶକଙ୍କୁ ଅର୍ଥ…
ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା
ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରବୀନ୍ଦ୍ରନାଥ ମହାନ୍ତଙ୍କ ସ୍ତ୍ରୀ ମଞ୍ଜୁଲତା(୫୫)। ସୂଚନାଯୋଗ୍ୟ, ମଞ୍ଜୁଲତା…
ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବି
ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଟ୍ଟଗୋଳ ହେବାରୁ ଗୃହକୁ ଆସନ୍ତା କାଲି ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଭାଜପା, ଏନ୍ସିପି ସହ ମିଶି ସରକାର ଗଢିବାକୁ ନେଇ ଏବେ…
କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା
ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍ ସହ ଜଡ଼ିତ ସମସ୍ତ କାମ ସାରିବା ପରେ ୩୧ ବର୍ଷୀୟ କୋହଲି ମୁମ୍ବାଇ ଫେରିଆସିଥିଲେ। ସେଠାରେ ପହଞ୍ଚତ୍ବା…
ତାପସିଙ୍କୁ ହିନ୍ଦୀ କହିବାକୁ କହି ଫସିଗଲେ ଯୁବକ
ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ନିକଟରେ ଗୋଆରେ ଅନୁଷ୍ଠିତ ୫୦ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ‘ଓମେନ୍ ଇନ୍ ଲିଡ୍’ ସେସନରେ ନିଜର ବକ୍ତବ୍ୟ ରଖିବାକୁ ପହଞ୍ଚିଥିଲେ। ଏହି ସମୟରେ ସେ ଇଂରାଜୀରେ ନିଜର ବକ୍ତବ୍ୟ…
ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପାର ମୁକୁଟ, ଚିତା…
ବିଦ୍ୟୁତ୍ ଫାଶରେ ଦନ୍ତାହାତୀର ପ୍ରାଣଗଲା, ଶିକାରୀ ଗିରଫ
ବଇଣ୍ଡା,୨୫।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ। ବାର୍ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରୁ ଫାଶ…
ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !
ଇସଲାମାବାଦ୍,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍ ଉଲେମା ଇ-ଇସଲାମ୍-ଫଜଲ୍ ମୁଖ୍ୟ ମୌଲାନା ଫଜଲୁର୍ ରହେମାନ ସୋମବାର ସୂଚନା ଦେଇଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍କୁ ସାକ୍ଷାତ୍ ଦେଇ ସେ ଏଭଳି କହିଛନ୍ତି। ବିରୋଧୀ…
ଅଦ୍ଭୁତ ଶିଶୁ: ୨ ମୁଣ୍ଡ, ୩ ହାତ; ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ
ଭୋପାଳ,୨୫।୧୧: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ହସ୍ପିଟାଲରେ ଜଣେ ଅଦ୍ଭୁତ ଶିଶୁ ଜନ୍ମ ନେଇଛନ୍ତି। ଯାହାର ୨ଟି ମୁଣ୍ଡ ଏବଂ ୩ଟି ହାତ। ଶିଶୁଟିକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏବେ…
ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର
ଭୁବନ,୨୫।୧୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ (ବି) ଗ୍ରାମର ବାଳକୃଷ୍ଣ ପରିଡ଼ାଙ୍କ ଝିଅ ବନିତା ରାଉତ (୨୩)। ବନିତା ମେ ୨୦୧୮ରେ…
ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ
ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ କଣ୍ଠର ଯାଦୁରେ ପ୍ରଭାବିତ ହୋଇ ବଲିଉଡ୍ ଗାୟକ ହିମେଶ ରେଶମିୟା ତାଙ୍କୁ ଗୀତ ଗାଇବାକୁ…
ଭୁଲ୍ କଲେ ବି ଖୁବ୍ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ
ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଫିଲ୍ମ ‘ଗୁଡ୍ ନ୍ୟୁଜ’ରେ ଆସିବେ ଏହି ଯୋଡି। ଏବେ ଏହାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି କଳାକାରମାନେ। ପୂର୍ବରୁ ମଧ୍ୟ ଏହିଯୋଡି…
Archives


