ଫାଶୀ ଭୟରେ ସେଲ୍ରେ ଚୁପ୍ଚାପ୍ ରହୁଛନ୍ତି ୪ ଦୋଷୀ: ବିନୟ ଅଧିକ ବିଚଳିତ
ନୂଆଦିଲ୍ଲୀ,୧୯।୨: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତୃତୀୟ ଥର ଡେଥ୍ ଓ୍ବାରେଣ୍ଟ୍ ଜାରି ହୋଇଛି। ଏହାକୁ ନେଇ ଭୟରେ ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପଓ୍ବନ କୁମାର ଗୁପ୍ତା ଏବଂ ବିନୟ କୁମାର ଶର୍ମା ଚୁପ୍ଚାପ୍…
ନିଜ କେନ୍ଦ୍ରରେ ପରୀକ୍ଷା ଦାବିକରି ରାସ୍ତା ଅବରୋଧ କଲେ କଲେଜ ଛାତ୍ରୀଛାତ୍ର
ଭୋଗରାଇ,୧୯।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ନିଜ କଲେଜରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଦାବିକରି ବୁଧବାର ରାସ୍ତାରୋକୋ କରିଛନ୍ତି। ସକାଳ ସାଢେ ସାତଟାରୁ ସାଢେ ଦଶଟା ପର୍ଯ୍ୟନ୍ତ…
ସ୍ବାମୀଙ୍କୁ ଛାଡପତ୍ର ଦେଲେ ସ୍ବାତୀ ମାଲିୱାଲ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏନେଇ ଟୁଇଟରେ ସେ ସୂଚନା ଦେଇ ଏକ ଭାବପ୍ରବଣ କ୍ୟାପଶନ୍ ଲେଖିଛନ୍ତି। ମୋର ଏବଂ ନବୀନ ପରସ୍ପରଙ୍କୁ ଛାଡ଼ପତ୍ର ଜୀବନସାଥୀଙ୍କଠାରୁ ଅଲଗା ହେବା ସବୁଠାରୁ…
ପ୍ରତିଦିନ ବ୍ରଶ୍ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର
କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର ନର୍ଥ କେରୋଲିନାସ୍ଥିତ ଏକ ଜୁ’ରେ ଧଳା ରଙ୍ଗର କୁମ୍ଭୀର ରହିଛନ୍ତି। ଏହାକୁ ଦେଖିବା ପାଇଁ…
ଟ୍ରମ୍ପ୍ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍ ଜଳ
ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍ ଯେପରି ଭାରତର ଦାରିଦ୍ର୍ୟ ନ ଦେଖି ପାରିବେ ସେଥିପାଇଁ ଅହମଦାବାଦ୍ ବିମାନବନ୍ଦରରୁ ମୋଟେରା…
ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ
ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ ଗୁଜରାଟର ଅହମଦାବାଦ ଓ ଦିଲ୍ଲୀରେ ରହିବେ। ଏହି ଗସ୍ତ ସମୟରେ ଟ୍ରମ୍ପ ଅହମଦାବାଦର ସାବରମତୀ…
ଓ୍ବେଲସ୍ପୁନ୍ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଖୁସିରେ ନାଚିଲେ: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୯।୨: ଓ୍ବେଲସ୍ପୁନ୍ ସିଇଓ ଦିପାଳୀ ଗୋଏଙ୍କା କର୍ମଚାରୀଙ୍କ ସହିତ ଅଫିସ୍ରେ ଖୁସିରେ ନାଚୁ ଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ହିନ୍ଦୀ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡିର ଗୀତ ‘ମୁକାବିଲା’ର…
ଭାଇରସ୍ ଯୋଗୁ ଏବେଠୁ ଅଲିମ୍ପିକ୍ସ ଉପରେ ବିପଦ ଅଛି କହିବା ଉଚିତ ନୁହେଁ: ଡବ୍ଲ୍ୟୁଏଚ୍ଓ
ଜେନେଭା,୧୯।୨- ଚାଇନାରେ କରୋନା ଭାଇରସ ୧୮୦୦ରୁ ଊର୍ଦ୍ଧ୍ୱ ପ୍ରାଣ ନେଇସାରିଲାଣି। କିନ୍ତୁ ଏବେଠାରୁ ଟୋକିଓ ଅଲିମ୍ପିକ୍ସ ଉପରେ ଭାଇରସ୍ର ପ୍ରଭାବ ପଡ଼ିବ କି ନାହିଁ, କହିବା ଉଚିତ ହେବ ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଜଣେ ସିନିୟର ଅଫିସିଆଲ…
୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ଓଲଟିଲା ବସ୍
ଭଣ୍ଡାରିପୋଖରୀ,୧୯।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…
ଏସିଡିଟିରୁ ମୁକ୍ତି ପାଇଁ ଘରୋଇ ଉପଚାର
ଏସିଡିଟି ଏକ ସାଧାରଣ ସମସ୍ୟା। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଯେପରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ଅଧିକ ଚା ପିଇବା ଆଦି। ଏସିଡିଟି ଯୋଗୁ…
ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର: ରାମଚଣ୍ଡୀ ଥାନାରେ ଅଭିଭାବକଙ୍କ ଅଭିଯୋଗ
କୋଣାର୍କ,୧୯।୨(ଡି.ଏନ୍.ଏ): ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି…
ନକଲି ଡିଏଲ୍ ପ୍ରସ୍ତୁତକାରୀ ଦୋକାନ ଠାବ: ବିଭିନ୍ନ ସାମଗ୍ରୀ ଜବତ, ୨ ଗିରଫ
ବଡ଼ବିଲ,୧୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏମଭି ତନଖି କରୁଥିବାବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଏକ ବାଇକ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ପୋଲିସ ତନାଘନା ସମୟରେ ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରୁଥିବା ପାଟଣା ଥାନା…

