Home Left

୭୦୦ତମ ମ୍ୟାଚ୍‌ରେ ମେସିଙ୍କ ଗୋଲ

ବାର୍ସିଲୋନା,୨୮।୧୧- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସି ନିଜର କ୍ଲବ ସ୍ତରୀୟ କ୍ୟାରିୟରର ୭୦୦ତମ ମ୍ୟାଚ୍‌ରେ ଗୋଲ ସ୍କୋର କରିଛନ୍ତି। ତାଙ୍କ ସହ ଲୁଇସ ସୁଆରେଜ (୩୩ତମ ମିନିଟ୍‌) ଓ ଆଣ୍ଟିନୋ ଗ୍ରିଜମ୍ୟାନ(୬୭ତମ)ଙ୍କ ଗୋଲ ବଳରେ ବାର୍ସିଲୋନା ୩-୧…

ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍‌ ନୁହେଁ। କାରଣ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। -ଭୋଜିରେ ଖାଇବା ପୂର୍ବରୁ ପେଟ ଖାଲି…

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ ପୂରିଛି ୨୨ ବର୍ଷ। ଏହି ଅବସରରେ ଅଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟର ଶେୟାର…

ଇମ୍ରାନ୍‌ଙ୍କ ନୂଆ ହିରୋଇନ୍‌, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ

ଇମ୍ରାନ ହାସ୍‌ମୀଙ୍କୁ ଫ୍ୟାନ୍‌ମାନେ ବହୁତ ମିସ୍‌ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଯିଏ ଅଭିନୟ କରୁଛନ୍ତି, ସେହି ଅଭିନେତ୍ରୀ ୨୦ଟି ସାଉଥ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି।…

ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୩୦ତାରିଖରେ ବରିଷ୍ଠ ଅଧିକାରୀ ମହାପାତ୍ରଙ୍କୁ ଏମ୍‌କେସିଜିର ନୋଡ଼ାଲ୍‌ ଅଫିସର ଭାବେ ନିଯୁକ୍ତି…

ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଏଣିକି ସ୍କୁଲ ମଧ୍ୟାହ୍ନଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲର ଖାଦ୍ୟ ଦାୟିତ୍ୱ ଏସ୍‌ଏଚ୍‌ଜି ଗ୍ରୁପ୍‌…

ହେଲମେଟ ପିନ୍ଧି ବୋଲିଂ କଲେ ବୋଲର

ଅକ୍‌ଲାଣ୍ଡ,୨୮।୧୧- କ୍ରିକେଟ ପଡ଼ିଆରେ ବଢ଼ୁଥିବା ଆହତ ସମସ୍ୟା ଯୋଗୁ ଖେଳାଳିଙ୍କ ସୁରକ୍ଷାକୁ ଏବେ ଗୁରୁତ୍ୱ ଦିଆଯାଉଛି। ମୁଣ୍ଡରେ ବଲ ବାଜିବାରୁ ବ୍ୟାଟ୍ସମ୍ୟାନମାନେ ଗଭୀର ଆହାତ ହେବାର ବହୁ ଦୃଷ୍ଟାନ୍ତ ରହିଛି। କିନ୍ତୁ ବଲ ବୋଲରଙ୍କ ମୁଣ୍ଡରେ ମଧ୍ୟ ବାଜିବାର ସମ୍ଭାବନା ରହିଛି।…

କମ୍‌ ଫିଲ୍ମ କରି ସଫଳତା ସାଉଁଟିଛନ୍ତି ଏହି ଅଭିନେତ୍ରୀ: ସୋସିଆଲ ମିଡିଆରେ ଶେୟାର କଲେ ପିଲାଦିନର ଫଟୋ

ବଲିଉଡ୍‌ର କିଛି ଅଭିନେତ୍ରୀ ଖୁବ୍‌ କମ୍‌ ଫିଲ୍ମରେ ଅଭିନୟ କରି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଏମିତି ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ୟାମି ଗୌତମ। ଆଜି ଅର୍ଥାତ ନଭେମ୍ବର ୨୮ ଗୁରୁବାର ତାଙ୍କର ଜନ୍ମଦିନ। ଏହି ଖାସ୍‌ ଦିନରେ ଆସନ୍ତୁ…

ଲିଗାଲ ହାୟାର ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ ପିଚୁକୁଳି ଏଆର୍‌ଆଇ ଏବଂ ଦଲାଲ

ଖୋର୍ଦ୍ଧା ଅଫିସ,୨୮ା୧୧: ଲିଗାଲ ହାୟାର ସାର୍ଟିଫିକେଟ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲର ପିଚୁକୁଳି ଅତିରିକ୍ତ ରେଭିନ୍ୟୁ ଇନ୍ସପେକ୍ଟର(ଏଆର୍‌ଆଇ)କୃଷ୍ଣଚନ୍ଦ୍ର ସେଠୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୃଷ୍ଣଚନ୍ଦ୍ରଙ୍କର ଘର ବେଗୁନିଆ ବ୍ଳକର ଗଡମାଣତୀର…

ଦୁଇ ପୁଅଙ୍କୁ ନିଜ ଭଳି ନୁହେଁ, ଏହି ଦୁଇ ଖେଳାଳିଙ୍କ ପରି ଦେଖିବାକୁ ଚାହୁଁଛନ୍ତି ସେହ୍ବାଗ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ସେ ମଜାକିଆ କମେଣ୍ଟ କରି ବେଶ୍‌ ଚର୍ଚ୍ଚାକୁ ମଧ୍ୟ ଆସିଥାନ୍ତି। ନିକଟରେ ନିଜ ଦୁଇ ପୁଅ ଆର୍ଯ୍ୟବୀର ଏବଂ ବେଦାନ୍ତଙ୍କ କ୍ୟାରିୟରକୁ ନେଇ ଏକ…

ରାଜନଗର ନୁରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୁରୁଗାଁ ଗ୍ରାମର ଜଣେ ଚାଷୀ ଗୁରୁବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଅପରାହ୍ନରେ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ଗୋପାଳପୁରଠାରେ ରାସ୍ତାରୋକୋ କରାଯାଇଛି। ସେମାନେ ମୃତଦେହ ଧରି…

ଫୋନ୍‌ କରି ଭୋଟ୍‌ ମାଗିଲେ ଶାହ

ଚତରା,୨୮।୧୧: ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଝାଡଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ସେ ଏହି ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ଜନତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri